ବିିଦ୍ୟୁତ ତାର ବିଛାଇ ବାରହା ଶିକାର ଅଭିଯୋଗ, ତନଖି ଜାରି

କେନ୍ଦ୍ରାପଡା ଜିଲା ମହାକାଳପଡା ରେଜ ଅଞ୍ଚଳ ଜଙ୍ଗଲଗୁଡ଼ିକରେ ବାରାହାଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ଥିବା ବେଳେ ସିମାନ୍ତ ଅଂଚଳ ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଦୁପୁର ପଂଚାୟତର ବିଭିନ୍ନ ଗ୍ରାମରେ ପ୍ରବେଶ କରିଛନ୍ତି । ଏହାର ସୁଯୋଗ ନେଇ ମଙ୍ଗଳବାର ରାତିରେ…

୫୧ବର୍ଷରେ ମଢିଆଳ କାର୍ତ୍ତିକେଶ୍ୱର ପୂଜା

କେନ୍ଦ୍ରାପଡାର ସର୍ବପୁରାତନ କାର୍ତ୍ତିକେଶ୍ୱର ପୂଜା ସହରର ମଢିଆଳସ୍ଥିତ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ୧୯୭୨ମସିହାରେ ପ୍ରଥମେ ହରିହର ବେହେରା, ସ୍ୱର୍ଗତ ଗିରିଧର ସାହୁ, ଚିତ୍ତରଞ୍ଜନ ଭଗତ, ସ୍ୱର୍ଗତ ରବିନ୍ଦ୍ର ମଣ୍ଡଳ ଓ ମଧୁସୁଦନ ମହାଲିକ ଏହି ପୂଜା ଆରମ୍ଭ କରିଥିଲେ…

ମାଇଁ ଏନସିସି ଆଲୁମିନି ଆସୋସିଏସନର ସପ୍ତମ ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା ସ୍ୱୟଂଶାଶିତ ମହାବିଦ୍ୟାଳୟର ମାଇଁ ଏନ.ସି. ସି. ଆଲୁମିନି ଆସୋସିଏସନର ସପ୍ତମ ବାର୍ଷିକ ଉତ୍ସବ-୨୦୨୩ ଉଦଯାପିତ ହୋଇ ଯାଇଛି । ଏହି ଅବସରରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି…

ମେଧାବୀ ଛାତ୍ରୀ ସଂଗୀତାଙ୍କ ବୃତି ଲାଭ

କେନ୍ଦ୍ରାପଡା ବ୍ଲକ୍ ଅନ୍ତଗର୍ତ ତରାଣ୍ଡୋ ସରକାରୀ ନୋଡାଲ ହାଇସ୍କୁଲ୍‌ର ଷଷ୍ଠ ଶ୍ରେଣୀର ଛାତ୍ରୀ କୁମାରୀ ସଂଗୀତା ନାୟକ ପଂଚମ ଶ୍ରେଣୀ ବୃତି ପରୀକ୍ଷୋର କୃତିତ୍ୱର ସହିତ ସଫଳତା ଲାଭ କରି ବୃତି ପାଇବାକୁ ଯୋଗ୍ୟତା ଅଜ୍ଜର୍ନ କରିଛନ୍ତି । ମାର୍ଶାଘାଇ ବ୍ଲକ୍‌ର…