କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା “ସଂଚୟ ପକ୍ଷ-୨୦୨୩” ପାଳନ ଅବସରରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜୁନିୟର୍ ବର୍ଗରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବଂ ସିନିୟର୍…
Month: November 2023
ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଡିସେମ୍ବର ୧୨ରୁ…
ପଟ୍ଟାମୁଣ୍ଡାଇ ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ସଂକୀର୍ତନ ସତ୍ୟାଗ୍ରହ
ପଟ୍ଟାମୁଣ୍ଡାଇ ୯/୧୧ -ଶ୍ରୀମନ୍ଦିରର ଚାରି ଦ୍ୱାର ଅବିଳମ୍ବେ ଖୋଲାଯିବା, ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ଗଣତି ଓ ମଣତି ସହ ଭଣ୍ଡାର ଘର ମରାମତି ଦାବିରେ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତି ଓ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି…
ରାଜନଗର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ପ୍ରଶିକ୍ଷଣ ଶିବିର , ୧୫ ଶହରୁ ଉର୍ଦ୍ଧ୍ୱ କର୍ମକର୍ତା ତାଲିମ ନେଲେ
କେନ୍ଦ୍ରାପଡା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳି ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ଠାରେ ଗୁରୁବାର ବିଜେଡିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ବ୍ୟାପି ଆୟୋଜିତ ତାଲିମ ଶିବିର ଆଜି ଦ୍ୱୀତିୟ ଦିବସ ।ପ୍ରଥମ ଦିବସର ପ୍ରଥମ ଅଧିବେଶନରେ ରାଜନଗର…
ଲକ୍ଷାଧିକ ଟଙ୍କାର ବାଣ ଜବତ, ବ୍ୟବସାୟୀ ଅଟକ
କେନ୍ଦ୍ରାପଡ଼ା : ବିନା ଲାଇସେନ୍ସରେ ବାଣ ଗଚ୍ଛିତ ରଖିଥିବା ବାଣ ବ୍ୟବସାୟୀକୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛି । ସଂପୃକ୍ତ ବ୍ୟବସାୟୀ କେନ୍ଦ୍ରାପଡା ସହରସ୍ଥ ନସଡିପୁର ଗ୍ରାମର ବିଜେନ୍ଦ୍ର ବେହେରା ବୋଲି ଜଣାପଡିଛି…
କେନ୍ଦ୍ରାପଡା ନଗର ଓ ବ୍ଲକ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ
କେନ୍ଦ୍ରାପଡ଼ା, ; ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି କେନ୍ଦ୍ରାପଡା ନଗର କଂଗ୍ରେସ ତରଫରୁ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଓ କେନ୍ଦ୍ରାପଡା ବ୍ଲକ କଂଗ୍ରେସ ତରଫରୁ କୋରୋ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗନରେ ସଂକୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି…
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ ପାଇଁ ତୃତୀୟ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉଲ୍ଲେଖଯୋଗ୍ୟ…
ପେଣ୍ଠ ବେଳାଭୂମୀରେ ବାଲୁକା କଳା ଉଦ୍ଘାଟିତ
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମୀରେ ଇକୋରିଟ୍ରିଟ୍ ପୂର୍ବରୁ ବାଲୁକା କଳା ଉଦ୍ଘାଟିତ ହୋଇଯାଇଛି । ବିଧାୟକ ଧୃବ ସାହୁ ଏହାକୁ ଉଦ୍ଘାଟନ କରିଥିଲେ । ଆଳି ଧାନମଣ୍ଡଳର ବିଶିଷ୍ଟ ଚିତ୍ରଶିଳ୍ପୀ ଯତିନ ଦାସ ଆୱାର ହେରିଟେଜ ନାମରେ ମହାପ୍ରଭୁ…
ବଦଳୁଛି ନେତୃତ୍ୱ, କାର୍ଯ୍ୟକାରୀ ହେଉନି ପ୍ରତିଶୃତି ସ୍ୱପ୍ନରେ ରହିଗଲା ଗୁଡିଆ ଯୋର ସେତୁ ନିର୍ମାଣ କାର୍ଯ୍ୟ , ବିପଦସଂକୁଳ ଯୋର ପାର ହେବାରେ ଗଲାଣି ୪ ଚାଷୀଙ୍କ ଜୀବନ
କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଧୋୟାଚଂଳର ଅଣ୍ଢରା ଭେଡାରେ ଥିବା ଗୁଡିଆ ଯୋର ଉପରେ ସେତୁ ନିର୍ମାଣ ସ୍ୱପ୍ନରେ ରହିଯାଇଛି । ନେତୃତ୍ୱ ପରେ ନେତୃତ୍ୱ ବଦଳୁଛି । ହେଲେ ଚାଷୀମାନଙ୍କୁ ବାରମ୍ବାର ଦିଆଯାଉଥିବା ପ୍ରତିଶୃତି କାର୍ଯ୍ୟକାରୀ ହେଉନାହିଁ…
ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଏବଂ ବ୍ଲକ୍ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ଆଭିମୁଖ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ…
ଜିଲ୍ଲା ସ୍ତରୀୟ ସୁରଭି–୨୦୨୩ ନିରୀକ୍ଷକ ମାନଙ୍କ ପକ୍ଷ ପାତିତା ଓ ଅଫିସରଙ୍କ ନିଷ୍କ୍ରିୟତା ନେଇ ଅସନ୍ତୋଷ
ଗତ ୧ ମାସ ଧରି ଛାତ୍ରୀଛାତଙ୍କୁ ନେଇ ଚାଲଥିବା କ୍ଲଷ୍ଟର ଓ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପରେ ଚଳିତ ମାସ ୧ ତାରିଖ ବୁଧବାର ଜିଲ୍ଲାସ୍ତରୀୟ ସୁରଭି ମହୋତ୍ସବର ବିଚାରକ ମଣ୍ଡଳ ଚୟନ ପ୍ରକ୍ରିୟାରେ ପାତର ଅନ୍ତର ଓ ପକ୍ଷପାତିତାକୁ…
ବିଦ୍ୟାଳୟର ପରିସରରେ ନଳକୂପ ନାହିଁ ; ବିପଦସଙ୍କୁଳ ଅବସ୍ଥାରେ ପୋଖରୀରେ ହାତମୁହଁ ଧୋଊଛନ୍ତି ଛାତ୍ରଛାତ୍ରୀ
ସରକାର ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର ଉନ୍ନତି ପାଇଁ ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଥିଲେ ମଧ୍ୟ ଅବହେଳା କାରଣରୁ ଛାତ୍ର ଛାତ୍ରୀଙ୍କ ଦୁଃଖ ସରୁନାହିଁ । ଏବେବି କୋମଳ ମତି ଶିଶୁ ମାନେ ମଧ୍ୟାହ୍ନ ଭୋଜନ ପରେ ପୋଖରୀକୁ ଧାଉଁ…
ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରରୁ ତାଲିମପ୍ରାପ୍ତ ୨୦ଜଣଙ୍କୁ ନିଯୁକ୍ତି
କେନ୍ଦ୍ରାପଡ଼ା ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରରୁ ଆସିଷ୍ଟାଂଟ୍ ଇଲେକ୍୍ରିକାଲ୍ ଟ୍ରେଡ୍ରେ ତାଲିମ୍ ସମାପ୍ତ କରିବା ପରେ ପୁଣି ୨୦ଜଣ ନିଯୁକ୍ତି ପାଇଛନ୍ତି । ଚେନ୍ନାଇସ୍ଥିତ ମଦରସନ୍ ସୁମି ପ୍ରାଇଭେଟ୍ ଲିମିଟେଡ୍ରେ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ସେମାନେ ଆଜି କେନ୍ଦ୍ରାପଡ଼ାରୁ ଚେନ୍ନାଇକୁ…
ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ବିପଦସଂକୁଳ ବାତ୍ୟା ଆଶ୍ରୟସ୍ଥଳୀ ଉଛେଦ ଦାବି
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ତିଗିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରକୁ ଲାଗି ରହିଥିବା ବିପଦସଂକୁଳ ବାତ୍ୟା ଆଶ୍ରୟସ୍ଥଳୀକୁ ଉଛେଦ କରାଯିବାକୁ ଦାବି ହୋଇଛି । ତିଗିରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ/ସଭ୍ୟାମାନେ ଏହି ବିପଦସଂକୁଳ ବାତ୍ୟା…
ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡ଼ା, ୮ା୧୧: ଏକ ମରଣାନ୍ତଙ୍କ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ଗ୍ରାମପଞ୍ଚାୟତର କୁମାରପାଟଣା ଗ୍ରାମର ପରମେଶ୍ୱର ଗିରିଙ୍କ ପତ୍ନୀ…
ଓଡିଶା କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷଙ୍କ ଦ୍ୱାରା ଚାଷୀଙ୍କୁ ସରଞ୍ଜାମ ବଣ୍ଟନ
କେନ୍ଦ୍ରାପଡ଼ା, ୮ା୧୧: ଜଳନିଧି-୨ ପ୍ରକଳ୍ପ ଉଦ୍ଘାଟନ ପରିପ୍ରେକ୍ଷୀରେ ଓଡିଶାର କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ସନ୍ତୋଷ କୁମାର ବେଜ୍ ଚାଷୀମାନଙ୍କୁ ବିଭିନ୍ନ କୃଷି ସରଞ୍ଜାମ ବଣ୍ଟନ କରିଛନ୍ତି । ଏହି ଉପଲକ୍ଷେ ଓଡିଶା କୃଷି ଶିଳ୍ପ ନିଗମ କେନ୍ଦ୍ରାପଡା କାର୍ଯ୍ୟାଳୟ ପକ୍ଷରୁ…
ଭାଇକୁ ହତ୍ୟା କରାଯାଇଛି ବୋଲି ପୋଲିସ ଆଗରେ ବୟାନ ଦେବାରୁ ଭଉଣୀକୁ ଆକ୍ରମଣ,
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଚଉଦକୁଲାଟ ଫାଣ୍ଡି ଅଧିନ ଚଉଦକୁଲାଟ ଛୋଟ ପୋଲ ପାଖରେ ବୁଧବାର ସଂନ୍ଧ୍ୟାରେ ଜଣେ ଯୁବତୀକୁ କିଛି ଯୁବକ ମରଣାସ୍ତ୍ରରେ ଆକ୍ରମଣ କରିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାରେ…
ପୌରପରିଷଦ ବୟନିକା ବିକ୍ରୟ କେନ୍ଦ୍ରକୁ ହଟାଇଦେଲେ ; କେନ୍ଦ୍ର ଖୋଲିବା ପୂର୍ବରୁ ଗୃହକୁ ଦିଆଯାଇଥିଲା ଭଡ଼ା
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳବାସୀଙ୍କୁ ସୁବିଧା ମୂଲ୍ୟରେ ହସ୍ତତନ୍ତ ବସ୍ତ୍ରାଳୟରେ ଧୋତି, ଶାଢ଼ି, ଶାର୍ଟ କପଡ଼ା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବସ୍ଷ୍ଟାଣ୍ଡ ନିକଟରେ ବୟନିକା ବିକ୍ରୟ କେନ୍ଦ୍ର ୨୦୧୯ ମାର୍ଚ୍ଚ ୬ରେ ଉଦ୍ଘାଟିତ ହୋଇଥିଲା । ତତ୍କାଳୀନ କେନ୍ଦ୍ରାପଡ଼ା ଜିଲାପାଳ…
ଶିକ୍ଷକ ଅଭାବ, ଶିକ୍ଷାଦାନରେ ବାଧାପ୍ରାପ୍ତ , ଗୋଟିଏ କୋଠରିରେ ୫ ଶ୍ରେଣୀର ଛାତ୍ରୀଛାତ୍ର
ସ୍କୁଲ୍ ରୂପାନ୍ତରୀକରଣ କରାଯାଉଛି, ଏଥିପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର, ଯେଉଁ ଉଦ୍ଦେଶ୍ୟ ରଖି ସରକାର ଏଭଳି ବ୍ୟବସ୍ଥା କରୁଛନ୍ତି ତାହାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି । ଛାତ୍ରୀଛାତ୍ରଙ୍କ ଦୃଷ୍ଟିରେ ଦେଖିଲେ ପ୍ରାଥମିକ ବିଦ୍ୟାଳୟରେ ନାହିଁ…
ସିପିଆଇ ପକ୍ଷରୁ ପାଲେଷ୍ଟାଇନ ସଂହତି ଦିବସ ପାଳିତ
ପାଲେଷ୍ଟାଇନରେ ଇସ୍ରାଇଲର ନରସଂହାର ବନ୍ଦ କରିବା, ମାନବିକ ସହାୟତା ଯୋଗାଇ ଦେବା ଏବଂ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେବା ଦାବୀରେ ମଙ୍ଗଳବାର କେନ୍ଦ୍ରାପଡାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜିଲ୍ଲା ବିକାଶ ସାମ୍ମୁଖ୍ୟ କର୍ଯ୍ୟାଳୟ ପରିସରରେ ମହାନ ଅକ୍ଟୋବର…
୨୫ଟଙ୍କାରେ ପିଆଜ ବିକି କଂଗ୍ରେସ କଲା ପ୍ରତିବାଦ
କେନ୍ଦ୍ରାପଡା ୭ା୧୧:ପିଆଜ ଦର ବୃଦ୍ଧି ନେଇ କଂଗ୍ରେସର ଅଭିନବ ପ୍ରତିବାଦ କରାଯାଇଥିଲା । ଆଜି କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ପୁରୁଣା ବସ୍ଷ୍ଟାଣ୍ଡଠାରେ ୨୫ ଟଙ୍କାରେ ପିଆଜ ବିକିଲେ କଂଗ୍ରେସ କର୍ମୀ । ମାର୍କେଟରେ କିଲୋ ପିଛା ୭୦ଟଙ୍କାକୁ…
ପରଲୋକରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ,ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ
ଭୁବନେଶ୍ୱର,୭ା୧୧ : ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ତାଙ୍କର ଅନ୍ତିମ ସତ୍କାର କରାଯାଇଛି । ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂତ୍କାର କରାଯାଇଛି । ମରଶରୀରରେ ବଡ଼ପୁଅ ସୁନୀଲ…
ସନ୍ଦେହରେ କହୁଣିଆଡିଆରେ ଗୁଳିମାଡ
କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା କହୁଣିଆଡିଆରେ ରବିବାର ସଂନ୍ଧ୍ୟାରେ ଗୁଳିମାଡ଼ ହୋଇଥିବା ସମାଜିକ ଗଣମାଧ୍ୟମ ଅର୍ଥାତ ଫେସବୁକରେ ଜଣେ ବ୍ୟକ୍ତି ଏକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ଏସମ୍ପର୍କରେ ନିକିରାଇ ଥାନା ଅଧିକାରୀ ଜ୍ୟୋତିର୍ମୟୀ ସେଠୀଙ୍କୁ ପଚାରିବାରେ ସେ କହିଲେ…
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ ସଭାଗୃହରେ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ…










