ଅନ୍ତର୍ଜାତୀୟ ମାନବାଧିକାର ପରିଷଦ ଓଡିଶା ଶାଖା ସାଧାରଣ ବିଭାଗ ପକ୍ଷରୁ ୭୫ତମ ବିଶ୍ୱ ମାନବାଧିକାର ଦିବସ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଅଡିଟୋରିୟମରେ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ଜିଲ୍ଲା ବୋର୍ଡ ସଭାପତି ପ୍ରତାପ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ହରିହରବାଳାଶ୍ରମ ଅଧ୍ୟକ୍ଷ ଡଃ ବୀଣାପାଣି ଦାସ ଯୋଗ ଦେଇ ପ୍ରତିବର୍ଷ ୧୦ ଡିସେମ୍ବରରେ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଦ୍ୱାରା ମାନବାଧିକାର ଦିବସ ପାଳନ କରାଯାଏ । […]
Day: 10 December 2023
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ବେଲତଳ ଛକ ଠାରେ ଆୟକର ବିଭାଗ ସରକାରୀ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ରବିବାର ସଂନ୍ଧ୍ୟାରେ କୌଣସି ଏକ ସରକାରୀ କାମରେ ପଟ୍ଟାମୁଣ୍ଡାଇ ଆସି ଫେରୁଥିବା ବେଳେ ବେଲତଳ ନିକଟରେ ଜଣେ ବାଇକ ଚାଳକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଚାଳକ ଛିଟିକି ପଡିଥିବା ବେଳେ ତାଙ୍କ ମୁହଁରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳଛି । ଅନ୍ୟ କେହି […]