କୁମ୍ଭୀର ଆକ୍ରମଣ ନେଇ ସଚେତନତା ଓ  ମୃତ ଓ ଆହତଙ୍କ ସର୍ଭେ

ୱାଇ୍ଲଡ଼ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆ (ଡ଼ବ୍ଲ୍ୟ ଟି ଆଇ )ପକ୍ଷରୁ ସମ୍ପ୍ରତି ଆତଙ୍କ ସୃଷ୍ଟି କରିଥିବା କୁମ୍ଭୀର ଆକ୍ରମଣ ନେଇ   ସର୍ଭେ କରାଯିବା ସହିତ ଏ ଦିଗରେ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଚଳିତବର୍ଷ କୁମ୍ଭୀର ଆକ୍ରମଣରେ  ପଟ୍ଟାମୁଣ୍ଡାଇ…

ବ୍ଲକ୍ ସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ ଉଦଯାପିତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମଣ୍ଡପଡା ଭବନେଶ୍ୱର ହାଇସ୍କୁଲ ପରିସରରେ ଶନିବାର ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପଟ୍ଟାମୁଣ୍ଡଇ ବ୍ଲକ ୩୦ ଟି ବିଦ୍ୟାଳୟର ୨୨୦ ଛାତ୍ରୀଛାତ୍ରଙ୍କୁ ନେଇ ଓଷ୍ଟା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ।…

କେନ୍ଦ୍ରାପଡା ସହର କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ସାଂଗଠନିକ ବୈଠକ

କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଇଛାପୁରସ୍ଥିତ ମା’ ବାରଙ୍ଗେଇଙ୍କ ମନ୍ଦିର ପରିସରରେ କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଏକ ସାଂଗଠନିକ ବୈଠକ ଜିଲ୍ଲା ସଭାପତି ଶରତ କୁମାର ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୈାରାଞ୍ଚଳରୁ…

କେନ୍ଦ୍ରାପଡା ବିଜେଡି କର୍ମକର୍ତ୍ତା କାଉନସିଲରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହୃତ

କେନ୍ଦ୍ରାପଡା ବିଜେଡି କର୍ମକର୍ତ୍ତା ଏବଂ ନିର୍ବାଚିତ କାଉନସିଲରଙ୍କ ଉପରୁ ଦଳୀୟ ନିଲମ୍ବନ ଆଦେଶକୁ ପ୍ରତ୍ୟାହୃତ କରିନିଆଯାଇଥିବା ଜଣାପଡିଛି । ବିଜୁ ଜନତା ଦଳର ରାଜ୍ୟ ସଭାପତିଙ୍କ ନିର୍ଦେଶ କ୍ରମେ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତି…

ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଜିଲ୍ଲା ସାଂଗଠନିକ ସଭା ଓ କର୍ମକର୍ତ୍ତା ନିର୍ବାଚନ

କେନ୍ଦ୍ରାପଡ଼ା, ୧୭ା୧୨ : ଗାନ୍ଧିଜୀ କେବଳ ଜଣେ ବ୍ୟକ୍ତି ନଥିଲେ । ସେ ଥିଲେ ଗୋଟିଏ ବିଚାରର ପ୍ରତିନିଧି ଏବଂ ତାଙ୍କର ଜୀବନ ହିଁ ଥିଲା ତାଙ୍କ ବିଚାରର ପ୍ରତିଛବି । ଯେଉଁଥି ପାଇଁ କେବଳ ଭାରତରେ ନୁହେଁ ବରଂ ସମଗ୍ର…

୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ କେନ୍ଦ୍ରାପଡା ଗସ୍ତକୁ ନେଇ ସର୍କିଟ ହାଉସରେ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, ୧୭ା୧୨ :୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ କେନ୍ଦ୍ରାପଡା ଗସ୍ତକୁ ନେଇ ଆଜି ପୂର୍ବାହ୍ନରେ ପ୍ରଦକ୍ଷଣ କେନ୍ଦ୍ର(ସର୍କିଟ ହାଉସ)ରେ ବିଜୁ ଜନତା ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ପ୍ରସ୍ତୁତି…