ବାଲି ଚୋରା ଚାଲାଣ ବେଳେ ଚଢାଉ, ୨ ହାଇଓ୍ବା ଜବତ , ଲକ୍ଷେ ଜରିମାନା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବେଶ କିଛି ଦିନ ହେବ ଦିନ ଦିପହରରେ ଖୁଲମ ଖୁଲା ଭାବରେ ବାଲି ଚୋରା ଚାଲାଣ ହେଉଥିବା ସମ୍ପର୍କରେ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇଛି । ପ୍ରଶାସନ ଏସବୁ ଜାଣି ନଜାଣିବା ପରି ଚୁପ…

ଏକବିଂଶତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୨୮/୧୨-ଏକବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳା ବିଗତ ବର୍ଷଭଳି ଚଳିତ ବର୍ଷ କେନ୍ଦ୍ରାପଡାର ମହୀପାଳ ସ୍ଥିତ ଟେଲିକମ ପଡିଆରେ ଜାନୁଆରୀ ୬ତାରିଖରୁ ଆରମ୍ଭ ହୋଇ ୧୩ତାରିଖରେ ଶେଷ ହେବ । ଏହି ଉପଲକ୍ଷେ ମାଧପୁର ସ୍ଥିତ ଉପଦେଷ୍ଠା ଡଃ ବିରଜା ରାଉତରାୟଙ୍କ ଭାସଭବନରେ…

 ବ୍ରାହ୍ମଣୀ କଲେଜରେ ବାଲ୍ୟ ବିବାହ ଓ ଯୌତୁକ ସଚେତନତା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜରେ ନୂଆ-ଓ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସାମାଜିକ ସଚେତନତା ପାଇଁ ବାଲ୍ୟ ବିବାହ ଓ ଯୌତୁକ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ…

କ୍ରୀଡାବିତମାନେ ହେଉଛନ୍ତି ନବୀନ ଓଡିଶାର ଗୋଟିଏ ଗୋଟିଏ ସ୍ତମ୍ଭ

ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ନୂଆ -ଓ କ୍ରୀଡା ପ୍ରତିଯୋଗିତା    ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ କରିବା ଓଡିଶା କ୍ରୀଡାର ହବ ପାଲଟିଥିବାରୁ ଗ୍ରାମାଞ୍ଚଳରୁ ବିଶ୍ୱସ୍ତରୀୟ କ୍ରୀଡାବିତ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁବଓଡିଶା…

ଏମ ଏନ ହାଇସ୍କୁଲ ୧୯୮୬ ମାଟ୍ରିକ ବ୍ୟାଚ ନିଆରା ବନ୍ଧୁମିଳନ, ଗରିବ ଓ ରୋଗୀଙ୍କୁ ଫଳ ବଣ୍ଟନ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ୧୯୮୬ ମାଟ୍ରିକ ବ୍ୟାଚ ପକ୍ଷରୁ ସ୍କୁଲ ପରିସରରେ ଏକ ନିଆରା ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମ୍ମିଳିତ ପୁରାତନ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ ପ୍ରତିଯୋଗିତା କରିବା ସହିତ…

ବିକାଶର ସାରଥୀ ନାରୀ ଶକ୍ତି ନବୀନ ଓଡିଶାର ଅସଲଶକ୍ତି

  ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ, ବିକାଶର ସାରଥୀ ନାରୀ ଶକ୍ତି ନବୀନ ଓଡିଶାର ଅସଲ ଶକ୍ତି ବୋଲି ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ନୂଆ -ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବଓଡିଶା ନବୀନ…

ରାଜନଗର ହାଇସ୍କୁଲ ୧୯୮୬ ବ୍ୟାଚର ବନ୍ଧୁମିଳନ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପେଣ୍ଠଠାରେ ରାଜନଗର ହାଇସ୍କୁଲ ୧୯୮୬ ମସିହା ମାଟ୍ରିକ୍ ବ୍ୟାଚର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରମୋଦକୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଇସ୍କୁଲର ପ୍ରାକ୍ତନ ଶିକ୍ଷକ ରଘୁନାଥ ଦାସ, ନିରଂଜନ ପଣ୍ଡା, ପ୍ରଭାତଚନ୍ଦ୍ର…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନିମନ୍ତ୍ରଣକୁ କେନ୍ଦ୍ରାପଡାରେ ଭବ୍ୟ ସ୍ୱାଗତ

କେନ୍ଦ୍ରାପଡା, ୨୭ା୧୨: ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିିଛି । ଆସନ୍ତା ଜାନୁଆରୀ ମାସ ୧୭ ତାରିଖରେ ଏହାର ଲୋକାର୍ପଣ ଉତ୍ସବ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଅନୁଷ୍ଠିତ ହେବ । ଏହି ଉତ୍ସବକୁ ଭବ୍ୟ ଓ ଦିବ୍ୟ…

ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ସ୍ମୃତିସଭା

କେନ୍ଦ୍ରାପଡା ଗରାପୁରସ୍ଥିତ ଡାକବଙ୍ଗଳା ପରିସରରେ ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ବିୟୋଗରେ ଏକ ସ୍ମୃତିସଭା କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତାଉ ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇସ୍ପାତ ଓ ଖଣିଜ ସମ୍ପଦ ବିଭାଗ ମନ୍ତ୍ରୀ…

ଦୁଷ୍କର୍ମ ଅଭିଯୁକ୍ତକୁ ୧୨ବର୍ଷ କାରାଦଣ୍ଡାଦେଶ

କେନ୍ଦ୍ରାପଡା ଅତିରିକ୍ତ ଆଡହକ ଫାଷ୍ଟଟ୍ରାକ କୋର୍ଟ ସେସନସ ଜଜ ତ୍ରିବୀକ୍ରମ କେଶରୀ ଚିନ୍ନାରା ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଆଜି ୧୨ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ୨୦୨୧ମସିହା ମଇମାସ ୨୦ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ କେନ୍ଦ୍ରାପଡା…

 ପଟ୍ଟାମୁଣ୍ଡାଇ କଲେଜରେ ରକ୍ତଦାନ ଶିବିର

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ୱାଇ ଆର ସି, ଏନ ଏସ ଏସ ଓ ଏନ ସି ସି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଏହି ଶିବିରକୁ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ  ଉଦଘାଟନ କରିଥିଲେ । …