ନୁଆ-ଓ ଯୁବ ଓଡିଶା ନବିନ ଓଡିଶା କାର୍ଯ୍ୟକ୍ରମ ବ୍ୟାନରରେ ବିଧାୟକଙ୍କ ଫଟୋଚିତ୍ର ଥିବା ନେଇ ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ପ୍ରତିବାଦର ସ୍ୱର ଉଠିବା ସହିତ ଶନିବାର ସଂନ୍ଧ୍ୟାରେ ବାଇପାସ ଛକ ଠାରେ ବିଧାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଗତକାଲି ରାଜ୍ୟ ସରକାରଙ୍କ ନୂଆ-ଓ ଯୁବଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ପକ୍ଷରୁ ମିଳିତ […]

କେନ୍ଦ୍ରାପଡା, ୩୦/୧୨- ଆଜି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଭାଷଣ ଦେଇ ଜିଲ୍ଲା କଂଗ୍ରେସର ମୁଖ୍ୟ ମୁଖପାତ୍ର ପ୍ରଫୁଲ୍ଲ ଦାସ କହିଥିଲେ ଯେ ରାଜ୍ୟ ବିଜେଡି ସରକାର ଆଦିବାସୀଙ୍କ ସ୍ୱାର୍ଥ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ । ଅପରପକ୍ଷରେ ଶିଳ୍ପପତିମାନଙ୍କର ସ୍ୱାର୍ଥ ପ୍ରତି ଆଶାତଃ ଭାବେ ଉଦାର । ୨୦୦୬ ମସିହା ଜାନୁଆରୀ ୨ ତାରିଖରେ […]