Year: 2023

ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ରସାବଳୀକୁ ଜି ଆଇ ମାନ୍ୟତା ,ରସାବଳୀ ବଂଟନ ଉତ୍ସବ ପଟ୍ଟାମୁଣ୍ଡାଇ ମନାଇଲା ଯୁବଛାତ୍ରବିଜେଡି

ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ହୃଦୟର ଆରାଧ୍ୟ ଦେବତା ପ୍ରଭୁ ସିଦ୍ଧ ବଳଦେବଜୀଉଙ୍କ ପ୍ରିୟ ଭୋଗ ରସାବଳୀକୁ ଜିଆଇ ମାନ୍ୟତା ମିଳିଛି । ଯାହାଫଳରେ ଦୀର୍ଘ ୭୦୦ବର୍ଷର ମହାନ...

ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ନିମନ୍ତେ ପ୍ରସ୍ତୁତି ବୌଠକ

କେନ୍ଦ୍ରାପଡ଼ା, ୪ା୧୦ : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଧେଶକ୍ରମେ କେନ୍ଦ୍ରାପଡାରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ...

କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମାନ୍ୟତା ମିଳିବା ପରେ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ରସାବଳି ବଣ୍ଟନ

କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗର ମାନ୍ୟତା ମିଳିବା ପରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଦାଣ୍ଡରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ମହାପ୍ରଭୁଙ୍କୁ ସମର୍ପିତ...

କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା କମିଟି ବୈଠକ

କେନ୍ଦ୍ରାପଡା ଜିଲ୍ଲା ଦକ୍ଷତା କମିଟି ବୈଠକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ନିୟୋଜନ...

ମନରେଗା ପ୍ରକଳ୍ପରେ ଦୁର୍ନୀତି: ସରକାରୀ ଅଧିକାରୀଙ୍କ ଠାରୁ ଅର୍ଥ ଆଦାୟ ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକାୟୁକ୍ତଙ୍କ ନିର୍ଦେଶ

କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଞ୍ଚାୟତରେ ମନରେଗା ଯୋଜନାରେ ୨ଟି ପ୍ରକଳ୍ପ କାର୍ଯ୍ୟରେ ଦୁର୍ନୀତି ହୋଇଥିବାରୁ ସେଥିରେ ସଂପୃକ୍ତ ଗରଦପୁର ବ୍ଲକର ତତ୍କାଳୀନ ସହକାରୀ...

ଟ୍ରକରେ ଚମଡା-ହାଡ ଚାଲାଣ ସନ୍ଦେହ, ଗାଡି ଜବତ, ଦୁଇ ଅଟକ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ ଛକ ନିକଟରୁ ବୁଧବାର ରାତି ପ୍ରାୟ ସାଢେ ୯ ଟା ବେଳେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଗୋ ମାଂସ ଚମଡା...

ଯାଦବ ସଭା ପକ୍ଷରୁ ପବିତ୍ର ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଜୟନ୍ତୀ ଉପଲକ୍ଷେ ସମ୍ବର୍ଦ୍ଧନା ଉତ୍ସବ

ପବିତ୍ର ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଜୟନ୍ତୀ ଅବସରରେ ପଟ୍ଟାମୁଣ୍ଡାଇ ଆଂଚଳିକ ଯାଦବ ସଭା ଆନୁକୂଲ୍ୟରେ ଚଉଦକୁଲାଟ ଶ୍ରୀ ରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ଦୋଳଗୋବିନ୍ଦ ଦାସଙ୍କ ପୌରହିତରେ ଏକ...

ଶୁକଦେବ ବ୍ରହ୍ମଚାରୀ ଉପ୍ରା ବିଦ୍ୟାଳୟରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଞ୍ଚାୟତର ଦୋବନ୍ଧା ଗ୍ରାମର ଶୁକଦେବ ବ୍ରହ୍ମଚାରୀ ଉପ୍ରା ବିଦ୍ୟାଳୟରେ ‘ସ୍ୱଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ...

କଖାରୁଣୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ

ପଟ୍ଟାମୁଣ୍ଡାଇ ତା ୩/୧୦-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କ୍ଲଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ...

ଜନଶିକ୍ଷଣ ସଂସ୍ଥାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ

କେନ୍ଦ୍ରାପଡା ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ସଂସ୍ଥାନର ସଭାଗୃହରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ପୂର୍ବତନ ଜିଲ୍ଲା ପଞ୍ଚାୟତ ଅଧିକାରୀ...

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ୱଛତା ଅଭିଯାନ

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସ୍ୱଛତା ଅଭିଯାନ ଅବସରରେ ଜାତୀୟ ସେବା ସଂସ୍ଥା ଓ କେନ୍ଦ୍ରାପଡା ପୈାରପାଳିକାର ମିଳିତ ସହଯୋଗରେ ମହାବିଦ୍ୟାଳୟ ପରିସରକୁ ସଫେଇ କରାଯାଇଛି...

କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ଗାନ୍ଧୀ ଜୟନ୍ତୀ

କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସମ୍ମିଳନୀ ପକ୍ଷରୁ ଗାନ୍ଧୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ ସଦସ୍ୟ ନରୋତ୍ତମ ଜେନାଙ୍କ ଗରାପୁରସ୍ଥିତ ବାସଭବନରେ...

ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ଛାତ୍ର ମିନି ମାରାଥନ ଦୈାଡରେ ପ୍ରଥମ

କେନ୍ଦ୍ରାପଡା ରଣପଡାସ୍ଥିତ ଆପେକ୍ସ ଆଙ୍ଗଲୋ ଆରବିକ ସ୍କୁଲର ଦ୍ୱିତୀୟ ଶ୍ରେଣୀର ଛାତ୍ର ସାହାଦତ ଖାନ ଜିଲ୍ଲାର ଆଳି ଠାରେ ଅନୁଷ୍ଠିତ ଶରତ କୁମାର ଦେବ (୫କିଲୋମିଟର) ମିନି...

ନାବାର୍ଡର ପ୍ରଚେଷ୍ଟା ଏବଂ ସହଯୋଗରେ କେନ୍ଦ୍ରାପଡା ରସାବଳିକୁ ଜି.ଆଇ.ଟ୍ୟାଗ ମିଳିଲା

କେନ୍ଦ୍ରାପଡ଼ା,୩ା୧୦ : ବହୁ ପ୍ରତିକ୍ଷୀତ କେନ୍ଦ୍ରାପଡା ରସାବଳିକୁ ଶେଷରେ ଜି.ଆଇ. ଟ୍ୟାଗ ମିଳିଛି । ବହୁ ଘାତ ଓ ପ୍ରତିଘାତ ସତ୍ୱେ ନାବାର୍ଡର ପ୍ରଚେଷ୍ଟା ଓ ସହଯୋଗରେ...

ସାଇବର ଅପରାଧ ରୋକିବାକୁ ଗଡିଲା ସଚେତନତା ରଥ

କେନ୍ଦ୍ରାପଡା ଜିଲ୍ଳା ଓଡିଶା ପୋଲିସ ତରଫରୁ ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୩ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇ ସାଇବର ସଚେତନତା ରଥ ମଙ୍ଗଳବାର ପଟ୍ଟାମୁଣ୍ଡାଇ ସହରର...

ଭାଜପା ପକ୍ଷରୁ ବସ୍ତି ସମ୍ପର୍କ ଅଭିଯାନ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡିଅଂଟା ପଂଚାୟତ ଜିଗରଣ ବଙ୍ଗଳିସାହିରେ  ଭାଜପା ପକ୍ଷରୁ ବସ୍ତି ସମ୍ପର୍କ ଅଭିଯାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଘରକୁ ଘର ବୁଲି...

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ସ୍ୱଛତା ଅଭିଯାନ

କେନ୍ଦ୍ରାପଡ଼ା, ୩ା୧୦ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ସ୍ୱଛତା ଅଭିଯାନ ଅବସରରେ ଜାତୀୟ ସେବା ସଂସ୍ଥା ଓ କେନ୍ଦ୍ରାପଡା ପୈାରପାଳିକାର ମିଳିତ ସହଯୋଗରେ ମହାବିଦ୍ୟାଳୟ...

ରେସୱା ପରିସରରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଉଦଘାଟିତ

କେନ୍ଦ୍ରାପଡ଼ା, ୩ା୧୦ : ମଣିଷ ବଞ୍ଚିରହିବା ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହର ଆବଶ୍ୟକତା ରହିଛି । କିନ୍ତୁ ଏସବୁ ସତ୍ୱେ ଯଦି ପରିବେଶ ସ୍ୱଛ ନରହିବା...

କେନ୍ଦ୍ରାପଡାରେ ମିଳିତ ଅଭିଯୋଗ ଶୁଣାଣି ଶିବିର

କେନ୍ଦ୍ରାପଡ଼ା, ୩ା୧୦ : କେନ୍ଦ୍ରାପଡା ସଦରମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୈାରସଂସ୍ଥା ଟାଉନ୍ ହଲ୍ ଠାରେ...

ମହାନଦୀ ବ୍ରିଜ ଅଧାରେ ଲଟକି ବସ୍‌ , ଟଳିଗଲା ଏକ ବଡ଼ ବିପଦ , ଅଳ୍ପକେ ବର୍ତ୍ତିଗଲେ ୫୦ରୁ ଅଧିକ ଲୋକେ

କଟକ ଜିଲା ବାଙ୍କୀ ନିକଟସ୍ଥ ଯାତମୁଣ୍ଡିଆ ଠାରେ ଥିବା ମହାନଦୀ ବ୍ରିଜ ଉପରେ ମଙ୍ଗଳବାର ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ...

ଓଡିଶା ଲୋକସେବା ଆୟୋଗ ପରୀକ୍ଷାରେ ପ୍ରଥମ

କେନ୍ଦ୍ରାପଡ଼ା, ୨ା୧୦ : ଓଡିଶା ଲୋକସେବା ଆୟୋଗ(ଓ.ପି.ଏ.ସି) ପରିଚାଳିତ ଓ.ଇ.ଏସ୍ ପରୀକ୍ଷାରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଡଃ ଭାବାନୀ ଶଙ୍କର ରାଉତ । ଡଃ...

ଗାନ୍ଧି ବିଚାରର ବିରୋଧୀ ଶାସନ ବିରୋଧରେ ବିଜେପିର ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡା ୨/୧୦- ଗାନ୍ଧିବାଦୀ ବିଚାର ବିରୋଧି ଶାସନ ଆପଣେଇ ରାଜ୍ୟ ସରକାର ଗାନ୍ଧି ଜୟନ୍ତୀକୁ ଲୋକଙ୍କୁ ଠକିବା ପାଇଁ ବ୍ୟବହାର କରିବାକୁ ତୀବ୍ର ବିରୋଧ କରିଛି ବିଜେପି...

ରାଜନଗର ବ୍ଲକ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବିଜେଡିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି । ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ...

ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଚେତନତା ସଭା

କେନ୍ଦ୍ରାପଡ଼ା, ୧ା୧୦ : ନିକିରାଇସ୍ଥିତ ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଆତ୍ମନିଯୁକ୍ତି ସମ୍ବନ୍ଧୀୟ ତାଲିମ ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।...