ବୁଲୁଛି ଅର୍ପଣ ରଥ, ସାଇତି ରଖିଛୁ ଗୁଆ ଚାଉଳ , ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପୂର୍ବରୁ ଭକ୍ତିମୟ ହେଉଛି ତୁଳସୀକ୍ଷେତ୍ର

କେନ୍ଦ୍ରାପଡ଼ା, ତା ୧୧/୦୧: ପରିକ୍ରମା ପ୍ରକଳ୍ପର ଲୋକର୍ପଣ ପୂର୍ବରୁ ତୁଳସୀକ୍ଷେତ୍ରର ପୁରପଲ୍ଲୀ ଭକ୍ତିମୟ ହେଉପଡିଛି । କେନ୍ଦ୍ରାପଡ଼ାବାସୀ ‘ଅର୍ପଣ ରଥ’କୁ କେବଳ ଭବ୍ୟ ସ୍ୱାଗତ କରୁନାହାନ୍ତି ବରଂ କେଉଁଠି କେଉଁଠି ଜନ ସମାଗମକୁ ଦେଖିଲେ ମନେ ହେଉଛି ସତେ ଯେପରି ଆସିଛି…

ସାଧାରଣତନ୍ତ୍ର ଦିବସ-୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ଜିଲ୍ଲାପ୍ରଶାସନ କାର୍ଯ୍ୟାଳୟର ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ସଭାପତିତ୍ବରେ ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ-୨୦୨୪ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ସଭାରେ ଯୋଗଦେଇଥିବା ସମସ୍ତଙ୍କୁ ସ୍ୱାଗତ…