ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନ ପାଳନ



ବିଜେପି ରାଷ୍ଟ୍ରୀୟ ଉପସଭାପତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନ ପାଳନ କରାଯାଇଛି । ନଗର ବିଜେପି ପ୍ରଭାରୀ ସୁଶୀଲ ପରିଡାଙ୍କ ନେତୃତ୍ୱରେ ବିଜେପି ନେତା ଶଶିକାନ୍ତ ସ୍ୱାଇଁ,ସମୀର ପାତ୍ର,ପଦ୍ମ ନାଭ ପଣ୍ଡା,ରଶ୍ମିତା ସାହୁ,କାଉନ ସିଲର ବିଦ୍ୟାଧର ସେଠୀ,ଚନ୍ଦନ ପାତ୍ର,ରବୀନ୍ଦ୍ର ବିଶ୍ୱାଳ,ପିତାମ୍ବର କର, ପରେଶ ସାହୁ,ପଞ୍ଚାନନ ବିଶ୍ୱାଳ,ସୁଧାଂଶୁ ଜେନା, ରାଜକିଶୋର ସାହୁ,ଅଭିଷେକ ଦାସ,ଅଶୋକ ସେଠୀ, ଉପେନ୍ଦ୍ର ନାୟକ, ସୁଷମା ଭୂୟାଁ, ସ୍ବର୍ଣ୍ଣଲତା ସ୍ୱାଇଁ ଓ ସବିତା ଧଳ ପ୍ରମୁଖ ବହୁ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇ ଦେବଦେବୀ ମନ୍ଦିରରେ ଶ୍ରୀ ପଣ୍ଡାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ପୂଜାର୍ଚନା କରିବା ସହିତ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading