Day: 29 January 2024

ଅବହେଳିତ ପଟ୍ଟାମୁଣ୍ଡାଇ ପ୍ରସଙ୍ଗ, ପଟ୍ଟାମୁଣ୍ଡାଇ ବାସୀଙ୍କ ଶୂନ୍ୟ ନେତୃତ୍ୱ ପାଇଁ ସହରିକରଣରେ ବାଧା

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀକୁ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଭାଗ ଭାଗ କରି ରାଜନଗର, କେନ୍ଦ୍ରାପଡ଼ା ଓ ଆଳି ବିଧାନସଭା ଆସନରେ ମିଶାଇ ଦିଆଯାଇଛି ।...

୧୯୮୭ ବ୍ୟାଚ ବଳଦେବ ହାଇସ୍କୁଲ ଛାତ୍ରଙ୍କ ବନ୍ଧୁମିଳନ

କେନ୍ଦ୍ରାପଡ଼ା, ୨୯/୧: ସମୟ ସ୍ରୋତରେ ବର୍ତ୍ତମାନ ଅତୀତ ହୋଇଯାଏ ସତ ମାତ୍ର ସେହି ଅତୀତ ପୁଣି ସ୍ମୃତିକୁ ଉଜ୍ଜିବୀତ କରି ଚେଇଁ ଉଠିଥାଏ ବନ୍ଧୁମିଳନର ରୂପରେ ।...

ଟି.ଏସ. ଗୁରୁକୁଳର ଦଶମ ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା,୨୯ା୧ : ସହର ଉପକଣ୍ଠ ଉଦୟନଗରସ୍ଥିତ ସଂସ୍କୃତି ଭବନରେ ଟି.ଏସ. ଗୁରୁକୁଳର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଉଦଘାଟକ...

ମେଡିକାଲ କଲେଜ ଦାବିରେ ଫେବୃଆରୀ ୮ରେ ପଟ୍ଟାମୁଣ୍ଡାଇ ବ୍ଲକରେ ଧାରଣା

କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପ୍ରତି ସରକାର ଟାଳଟୁଳ ନୀତି ଅବଲମ୍ବନ କରୁ ଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ପ୍ରଥମ ଥର ପାଇଁ ଆନ୍ଦୋଳନକୁ...

କୁନ୍ଦୁପୁର-ବାବର ପୂର୍ତ୍ତବିଭାଗ ରାସ୍ତାର ଶିଳାନ୍ୟାସ ଓ କୁନ୍ଦୁପୁର ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପର ଲୋକାର୍ପିତ କଲେ ବିଧାୟକ

ରାଜନଗର ବିଧାୟକ ଧୃବ ସାହୁ କୁନ୍ଦୁପୁର-ବାବର ପୂର୍ତ ବିଭାଗ ରାସ୍ତାର ପ୍ରଶସ୍ତି ଓ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଛନ୍ତି । କୁନ୍ଦୁପୁରଠାରୁ ବଡପଲୀ-ବାବର ପର୍ଯ୍ୟନ୍ତ ଯାଇଥିବା ରାସ୍ତାର...

ମୂଳବସନ୍ତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ

ଶିଶୁମାନେ ହେଉଛନ୍ତି ଦେଶର ଆଗାମୀ ଭବିଷ୍ୟତ ପଟ୍ଟାମୁଣ୍ଡାଇ ତା୨୮.୧- ଶିଶୁମାନେ ଦେଶର ଆଗାମୀ ଭବିଷ୍ୟତ ହୋଇଥିବାରୁ ସେମାନଙ୍କୁ ଉଚିତ ମାର୍ଗ ଦର୍ଶନ ପ୍ରଦାନ କରି ଭଲ ମଣିଷ...

 କଟକର ଇଣ୍ଡିପେଣ୍ଡେନ୍ସ କ୍ଲବ ବି.ଏନ. ଏଫ. ସି. ମୁମ୍ବାଇକୁ ୨-୦ଗୋଲରେ ହରାଇଲା

ଚତୁର୍ଥ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ   କେନ୍ଦ୍ରାପଡ଼ା,୨୮ା୧ : ଫକିରାବାଦ ଲକି ସ୍ପୋର୍ଟିଂ କ୍ଲବ...

ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡିଆ ସାହିତ୍ୟ ପ୍ରତିଯୋଗିତା

କେନ୍ଦ୍ରାପଡ଼ା,୨୮ା୧: ନିକିରାଇସ୍ଥିତ ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପ୍ରାୟୋଜିତ ‘ନୂଆ - ଓ ଆମ ଓଡିଶା ନବୀନ ଓଡିଶା’ ଯୋଜନା ଅନ୍ତର୍ଗତ ‘ଓଡିଆ...

ବାରୋ ପଡ଼ିଆରେ ନୂଆ-ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉତ୍ସବ ଅନୁଷ୍ଠିତ

  କେନ୍ଦ୍ରାପଡ଼ା, ୨୮/୦୧: ଆଜି ସ୍ଥାନୀୟ ବାରୋ ପଡ଼ିଆରେ ଜିଲ୍ଲାସ୍ତରୀୟ “ନୂଆ-ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ...

ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କୁ ଭାବବିହ୍ୱଳ ବିଦାୟକାଳୀନ ସମ୍ବର୍ଦ୍ଧନା

  କେନ୍ଦ୍ରାପଡ଼ା ଜିଲ୍ଳାପାଳଭାବେ କାର୍ଯ୍ୟକରୁଥିବା ଅମ୍ରିତ୍ ଋତୁରାଜ ଶ୍ରମ କମିଶନ ଭାବେ ବଦଳି ହୋଇଛନ୍ତି । ରବିବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନଙ୍କ ପକ୍ଷରୁ...

କେନ୍ଦ୍ରାପଡା ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନୀ

କେନ୍ଦ୍ରାପଡ଼ା,୨୮ା୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପୁରାତନ ଛାତ୍ରଛାତ୍ରୀମାନଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର...