ଗାୟତ୍ରୀ ପରିବାରର ଜିଲ୍ଲା ସମୋନୟ ବୈଠକ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବେଳତଳ ଗୁଲନଗର ଗାୟତ୍ରୀ ପୀଠରେ ଜିଲ୍ଲାସ୍ତରୀୟ ସମନ୍ଵୟ ଓ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି | ସର୍ବପ୍ରଥମେ ଧ୍ଵଜା ଉତ୍ତୋଳନ ଓ ବେଦ ଗାୟତ୍ରୀ ମନ୍ତ୍ର ପଠ ପରେ ବୈଠକ ଅନୁଷ୍ଠିତ ହୋଇଥିଲା । ଜୋନ ପ୍ରଭାରୀ ବଲରାମ ସାହୁ ଗୌତମ, ସହ ପ୍ରଭାରୀ କୃପାସିନ୍ଧୁ ଷଡଙ୍ଗୀ ଶାନ୍ତିକୁଞ୍ଜ ପ୍ରତିନିଧି ଭାବେ ଯୋଗ ଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ | ଗାୟତ୍ରୀ ପରିବାରର ବିଭିନ୍ନ କାର୍ଯ୍ୟକ୍ରମ ସୁପରିଚାଳନ ପାଇଁ ଏକ ୧୧ ଜଣିଆ କମିଟି ଗଠନ କରଯାଇଥିଲା । ଏହି କମିଟିରେ ପ୍ରଭାତ ପାତ୍ର ମୁଖ୍ୟ ସଂଯୋଜକ , ପ୍ରଦୀପ ସାମଲ ସହ ସଂଯୋଜକ, ରାଜକିଶୋରେ ଜେନା, ସ୍ରୋତସ୍ଵିନୀ ପାତ୍ର, ସରୋଜ ଆଚାର୍ଯ୍ୟ, ସସ୍ମିତା ବେହେରା, ସ୍ମୃତିକାନ୍ତ ପିଏଏନଡ଼ିଆଇଟି, ଚଞ୍ଚଳା ସାହୁ, ପ୍ରକାଶ ଦାସ ପ୍ରମୁଖକୁ ନିଆଯାଇ ବିଭିନ୍ନ ଦାୟିତ୍ଵ ଅର୍ପଣ କରଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading