ଫେବୃୟାରୀ ୧୬ କୃଷକ-ଶ୍ରମିକ ଦେଶବ୍ୟାପୀ ଧର୍ମଘଟକୁ ସିପିଆଇ(ଏମ) ସମର୍ଥନ କରିବ

14 February 2024 kanika odisha 0

କେନ୍ଦ୍ରାପଡ଼ା,୧୩ା୨: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଗତ ୯ବର୍ଷ ମଧ୍ୟରେ ଲଗାତାର ଭାବେ ଶ୍ରମିକ-କୃଷକ ମାରଣ ନୀତି ନେବା ସହିତ କୃଷି ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ଅର୍ଥ ବିନିଯୋଗ କମାଇବାର ଲାଗିଛି ।ଅନ୍ୟ […]

ଡାହାଣୀ ପ୍ରଥା ନିରୋଧ ଆଇନ ସଚେତନତା କାର୍ମଶାଳା : ଗୁଣିଆ ନୁହେଁ ଡାକ୍ତର ପାଖକୁ ଯାଆନ୍ତୁ

14 February 2024 kanika odisha 0

କେନ୍ଦ୍ରାପଡା, ଓଡ଼ିଶାରେ ଡାହାଣୀ ଆଖ୍ୟା ଓ ଡାହାଣୀ ଶିକାର ଏକ ନିନ୍ଦିତ, ଘୃଣ୍ୟ, ଅସମାନତା ସୃଷ୍ଟିକାରୀ ଏବଂ ଅଧିକାର କ୍ଷୁର୍ଣ୍ଣକାରୀ ପ୍ରଥା। ଏଭଳି ଅନ୍ଧ ବିଶ୍ୱାସ ଓ କୁସଂସ୍କାରକୁ ସମାଜରୁ ଦୂରେଇବା ପାଇଁ  କେନ୍ଦ୍ରାପଡା […]

ସହରାଞ୍ଚଳ ବିକାଶ ସମ୍ପର୍କରେ ସଚେତନତା ଶିବିର

13 February 2024 kanika odisha 0

କେନ୍ଦ୍ରାପଡା, ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାରଙ୍କର ସଂକଳ୍ପ ହେଉଛି ସହରାଞ୍ଚଳର ବିକାଶ । ସର୍ବପୁରାତନ କେନ୍ଦ୍ରାପଡ଼ା ପୌରପରିଷଦ ଅଧୀନରେ ଥିବା ୱାର୍ଡଗୁଡିକର ଉନ୍ନତିକରଣ କରିବାକୁ ନିଆଯାଉଥିବା ଜନହିତକର କାର୍ଯ୍ୟକ୍ରମଗୁଡିକ […]

ନୂଆ-ଓ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟରେ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ଫୁଟବଲ ଦଳ ଚାମ୍ପିୟାନ

13 February 2024 kanika odisha 0

ଭୁବନେଶ୍ୱର ଫୁଟବଲ ଏକାଡେମୀ ପରିସରରେ ଚାଲିଥିବା ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆୟୋଜିତ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟରେ କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ଫୁଟବଲ ଦଳ ଚାମ୍ପିୟାନ ହୋଇଛି । ରାଜ୍ୟ ସରକାରଙ୍କ କ୍ରୀଡା […]

ପଞ୍ଚକଳା ଶିକ୍ଷାନୁଷ୍ଠାନ ପାୟଲ ମ୍ୟୁଜିକ୍ ସ୍କୁଲର ୨୧ତମ ବାର୍ଷିକ ଉତ୍ସବ

13 February 2024 kanika odisha 0

କେନ୍ଦ୍ରାପଡ଼ା, ୧୩ା୨: କେନ୍ଦ୍ରାପଡା ଜିଲ୍ଲାର ସର୍ବବୃହତ ପଞ୍ଚକଳା ଶିକ୍ଷାନୁଷ୍ଠାନ ପାୟଲ ମ୍ୟୁଜିକ୍ ସ୍କୁଲର ୨୧ତମ ବାର୍ଷିକ ଉତ୍ସବ ସ୍କୁଲ ପରିସର(ଇନ୍ଦୁପୁର)ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାୟଲ ମ୍ୟୁଜିକ୍ ସ୍କୁଲର ଚିତ୍ରକଳା ବିଭାଗ […]

ବଳଭଦ୍ରପୁର ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

13 February 2024 kanika odisha 0

ଏକ ବିକଶିତ ସମୃଦ୍ଧ ନୂତନ ଓଡିଶା ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବିଭିନ୍ନ ମହାବିଦ୍ୟାଳୟରେ ଆୟୋଜନ ପରେ ଗ୍ରାମାଂଚଳର ବିଭିନ୍ନ ପଂଚାୟତ ଓ ପୌରାଂଚଳର […]

ସେଂଟ ଜ୍ୟାଭିୟର ସ୍କୁଲ ୧୨ତମ ବାର୍ଷିକ ଉତ୍ସବ

13 February 2024 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଅନ୍ତର୍ଗତ ବନ୍ତୋ ସେଂଟ ଜ୍ୟାଭିୟର ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲ ଅଧକ୍ଷା ଲଷ୍ମୀପ୍ରିୟା ଦାଶଙ୍କ ପୌରହିତ୍ୟରେ ଆୟୋଜିତ […]

୨୭ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମୋହର : ହଜାରେ ଟଙ୍କା ସହ ମିଳିବ ୨ଟି ଝୋଟ ବ୍ୟାଗ୍ , ଯୁବବର୍ଗଙ୍କ ପାଇଁ ନୂଆ ଯୋଜନା ‘ସ୍ୱୟମ’ ,ବିନା ସୁଧରେ ଯୁବଗୋଷ୍ଠୀଙ୍କୁ ୧ ଲକ୍ଷ ପର୍ଯ୍ୟନ୍ତ ଋଣ

13 February 2024 kanika odisha 0

ଭୁବନେଶ୍ୱର,୧୨ା୨: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ । ଏହି ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି । ଖାଦ୍ୟ ସୁରକ୍ଷା […]

କେନ୍ଦ୍ରାପଡାବାସୀ ଦୀର୍ଘ ୧୨ବର୍ଷ ପରେ ଦେଖିବେ ସର୍କସ

12 February 2024 kanika odisha 0

କେନ୍ଦ୍ରାପଡ଼ା, ୧୨ା୨: ସର୍କସ ଆଜି ଇତିହାସ ହୋଇଯାଇଥିବା ବେଳେ କେନ୍ଦ୍ରାପଡା ବାଲିଯାତ୍ରା କମିଟି ଆନୁକୂଲ୍ୟରେ ସହର ଉପକଣ୍ଠ ଗୁଲନଗର ପଞ୍ଚାୟତର ସୁଜାନଗର ଗ୍ରାମରେ ଥିବା ବାଲିଯାତ୍ରା ପଡିଆରେ ଚଳିତମାସ ୧୩ତାରିଖରୁ ଏନ୍‌.କେ. ରୋଲେକ୍କ ସର୍କସ […]

କେନ୍ଦ୍ରାପଡା ମହାବିଦ୍ୟାଳୟର ୬୬ତମ ସ୍ୱନକ୍ଷତ୍ର ଦିବସ

12 February 2024 kanika odisha 0

କେନ୍ଦ୍ରାପଡ଼ା,୧୨ା୨: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୬ତମ ସ୍ୱନକ୍ଷତ୍ର ଦିବସ ଏବଂ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନ ସମାରୋହ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମହାବିଦ୍ୟାଲୟ ର ଅଧ୍ୟକ୍ଷ ଅଧ୍ୟାପକ ଅଶୋକ […]

ବଡ଼ମୂଳବସନ୍ତ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

12 February 2024 kanika odisha 0

ଏକ ବିକଶିତ ସମୃଦ୍ଧ ନୂତନ ଓଡିଶା ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବିଭିନ୍ନ ମହାବିଦ୍ୟାଳୟରେ ଆୟୋଜନ ପରେ ଗ୍ରାମାଞ୍ଚଳର ବିଭିନ୍ନ ପଂଚାୟତ ଓ ପୌରାଞ୍ଚଳର […]

ଅଳପୁଆ ପଂଚାୟତର କଂଗ୍ରେସ କର୍ମୀ ସମ୍ମିଳନୀ

12 February 2024 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଅଳପୁଆ ପଂଚାୟତ ରାମମନ୍ଦ୍‌ିର ପଡିଆଠାରେ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅଳପୁଆ ପଂଚାୟତର କଂଗ୍ରେସ ସଭାପତି ଚନ୍ଦନ କୁମାର ସାହୁ ଓ ଯୁବ ସଭାପତି […]

ସଡକ ଦୁର୍ଘଟଣାରେ ବରିଷ୍ଠ ଆଇନଜୀବୀଙ୍କ ମୃତ୍ୟୁ  

12 February 2024 kanika odisha 0

ଗତକାଲି ଦୁର୍ଘଟଣାରେ ଗୁରୁତର ହୋଇଥିବା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ ସମାଜସେବୀ ତଥା ସଂସାର ଫଳ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ, ବରିଷ୍ଠ ଆଇନଜୀବୀ ଶିବ ପ୍ରସାଦ ସାମନ୍ତରାୟଙ୍କ ପରଲୋକ ଘଟିଛି। ଗତକାଲି ଦୁର୍ଘଟଣାର ଶିକାର ହୋଇ […]

ପଟ୍ଟାମୁଣ୍ଡାଇ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

12 February 2024 kanika odisha 0

କେନ୍ଦ୍ରାପଡା  ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅନ୍ୟତମ ଗଣପର୍ବ ତଥା ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବିଶ୍ୱଶାନ୍ତି ମହାଯଜ୍ଞକୁ ବିପୁଳ ଆନନ୍ଦ ଓ ଭକ୍ତିପୂର୍ଣ୍ଣ ଭାବେ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ରାଜନଗର ବିଧାୟକ […]

ଜିଲ୍ଲା ସ୍ତରିୟ ପ୍ରତିଭା ସମ୍ମାନ ଉତ୍ସବ ନାମରେ ବୀମା କାର୍ଯ୍ୟକ୍ରମ :  ଆସିଲେ ନାହିଁ ଅତିଥି ଫିକା ପଡିଲା ଉତ୍ସବ

11 February 2024 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କ୍ରେଜ ମହଲଠାରେ ରବିବାର ଜୀବନ ସୁରକ୍ଷା କଳ୍ୟାଣ ସମିତି ପକ୍ଷରୁ ଜିଲ୍ଲା ସ୍ତରିୟ ପ୍ରତିଭା ସମ୍ମାନ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜୀବନ କଲ୍ୟାଣ ସମିତି ଆବାହକ ରଞନ […]

ଗାଁ ସାଥି(ମେଟ୍‌)ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶାଳ ସମାବେଶ ପାଇଁ ପ୍ରସ୍ତୁତି ବୈଠକ

11 February 2024 kanika odisha 0

କେନ୍ଦ୍ରାପଡ଼ା,୧୧ା୨ : ଗାଁ ସାଥି(ମେଟ୍‌) ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ବିଶାଳ ସମାବେଶ କରାଯିବା ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଗରାପୁରସ୍ଥିତ ଗୋପାଳଜୀଉଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ […]

କେନ୍ଦ୍ରାପଡା କଲେଜ ପଦାର୍ଥ ବିଜ୍ଞାନ ବିଭାଗର ଆଲୋଚନାଚକ୍ର

11 February 2024 kanika odisha 0

କେନ୍ଦ୍ରାପଡ଼ା,୧୧ା୨ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଏକ ଦୁଇଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଭାଗୀୟ ମୁଖ୍ୟ ପ୍ରଫେସର ବଶ୍ୱରଞ୍ଜନ ପୁହାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]

ପାୟଲ ମ୍ୟୁଜିକ ସ୍କୁଲର ଗ୍ରାମୀଣ ମହୋତ୍ସବ

11 February 2024 kanika odisha 0

କେନ୍ଦ୍ରାପଡ଼ା,୧୧ା୨ : କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଇନ୍ଦୁପୁର ପାୟଲ ମ୍ୟୁଜିକ୍ ସ୍କୁଲର ଏକବିଂଶତମ ଗ୍ରାମୀଣ ମହୋତ୍ସବ ଦୁଇଦିନ ବ୍ୟାପି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ସଭାପତି ନୀଳମାଧବ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ […]

ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘର ଜିଲ୍ଲା ସ୍ତରୀୟ ତ୍ରୟବାର୍ଷିକ ସମ୍ମିଳନୀ

11 February 2024 kanika odisha 0

କେନ୍ଦ୍ରାପଡ଼ା,୧୧ା୨ : ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘର ଜିଲ୍ଲା ସ୍ତରୀୟ ତ୍ରୟବାର୍ଷିକ ସମ୍ମିଳନୀ ଆଜି ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସୁକାନ୍ତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ […]

ମହାନ ସ୍ୱାଧୀନତା ସଂଗ୍ରାମୀ ସୁରେନ୍ଦ୍ର ଦ୍ୱିବେଦୀଙ୍କ ଜୟନ୍ତୀ ପାଳିତ

11 February 2024 kanika odisha 0

କେନ୍ଦ୍ରାପଡ଼ା,୧୧ା୨ : ମହାନ୍ ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଜନନେତା, ପୂର୍ବତନ ସାଂସଦ, ଅରୁଣାଚଳ ପ୍ରଦେଶର ପ୍ରାକ୍ତନ ରାଜ୍ୟପାଳ ସୁରେନ୍ଦ୍ର ଦ୍ୱିବେଦୀଙ୍କ ୧୧୨ତମ ଜୟନ୍ତୀ ଆଜି କେନ୍ଦ୍ରାପଡାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା […]

ଚତୁର୍ଥ କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଉଦଯାପିତ

11 February 2024 kanika odisha 0

କେନ୍ଦ୍ରାପଡ଼ା, ୧୧/୨: କେନ୍ଦ୍ରାପଡ଼ା ସାହିତ୍ୟ ଉତ୍ସବ ଆଜି ଉଦଯାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାଞ୍ଚଳ ଆରଡିସି ତଥା ବିଶିଷ୍ଟ କବି ରଞ୍ଜନ ଦାସ ଯୋଗଦେଇ କହିଥିଲେ ଯେ ସାହିତ୍ୟ ସମାଜକୁ […]

ବେଲତଳରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

11 February 2024 kanika odisha 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବେଲତଳ ଗ୍ରାମର ସୁଦର୍ଶନ ଦାଶଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୋଟିଏ ଚାଳଛପର ଘର ସମେତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । […]

ବ୍ରାହ୍ମଣୀ ନଦୀରୁ ଯୁବକର ମୃତ ଦେହ ଉଦ୍ଧାର

11 February 2024 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ଆଳି ଥାନାର ସଂଯୋଗସ୍ଥଳୀ ପତ୍ରପୁର ପୋଲ ଉପରୁ ଜଣେ ଅଜଣା ଯୁବକ ଗତ  ୭ ତାରିଖ ବୁଧବାରରେ ବ୍ରାହ୍ମଣୀ ନଦୀ ମଧ୍ୟକୁ ଡେଇଁ ଆତ୍ମ ହତ୍ୟା ଉଦ୍ୟମ କରିଥିଲେ […]

ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମୋତ୍ସବ

11 February 2024 kanika odisha 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସତସଙ୍ଗ କେନ୍ଦ୍ର ଆନୁକୂଲ୍ୟରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମୋତ୍ସବ ତଥା ସତସଙ୍ଗ କେନ୍ଦ୍ର ବାର୍ଷିକ ଉତ୍ସବ ସତସଙ୍ଗ ବିହାର ଠାରେ ସମାରୋହରେ ପାଳିତ ହୋଇଯାଇଛି […]