କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ମଡର୍ଣ୍ଣ ନୃତ୍ୟାନୁଷ୍ଠାନ ପଟ୍ଟାମୁଣ୍ଡାଇ ଫିଟ୍ ଅଫ୍ ଫାୟାର ଡ୍ୟାନ୍ସ ଏକାଡେମୀର ୫ମ ବାର୍ଷିକ ଉତ୍ସବ ଦୁଇ ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି । ଫିଟ୍ ଅଫ୍ ଫାୟାର ଡ୍ୟାନ୍ସ ଏକାଡେମୀର ସଭାପତି କୁଞ୍ଜ ବିହାରୀ ତ୍ରିପାଠୀଙ୍କ ପୌରହିତ୍ୟରେ ପ୍ରଥମ ଦୀବସରେ ଜିଲ୍ଲାସ୍ତରୀୟ ନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତା ନୃତ୍ୟଗୁରୁ ପ୍ରଶାନ୍ତ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଟିତ ହୋଇଥିଲା । ଦ୍ୱିତୀୟ ସଂଧ୍ୟାରେ ସ୍ୱନାମଧନ୍ୟା ସତ୍ତ୍ରିୟା ନୃତ୍ୟଗୁରୁ […]
Month: February 2024
ପଟ୍ଟାମୁଣ୍ଡାଇ ତା୭/୨- ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ଓ ମାର୍ଶାଘାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ମିଳିତ ଭାବେ ରାଷ୍ଟ୍ର, ଅର୍ଥନୀତି ଓ ସମାଜ ସମ୍ପର୍କିତ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି | କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନା ଚକ୍ରରେ ବାଲେଶ୍ଵର ଫକିରମୋହନ ବିଶ୍ଵବିଦ୍ୟାଳୟ କୁଳପତି ଡ କୁମରବର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମାଜ ଓ ଅର୍ଥନୀତି ବିକାଶରେ ରାଷ୍ଟ୍ରର […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ବେଳତଳ ଗୁଲନଗର ଗାୟତ୍ରୀ ପୀଠରେ ଜିଲ୍ଲାସ୍ତରୀୟ ସମନ୍ଵୟ ଓ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି | ସର୍ବପ୍ରଥମେ ଧ୍ଵଜା ଉତ୍ତୋଳନ ଓ ବେଦ ଗାୟତ୍ରୀ ମନ୍ତ୍ର ପଠ ପରେ ବୈଠକ ଅନୁଷ୍ଠିତ ହୋଇଥିଲା । ଜୋନ ପ୍ରଭାରୀ ବଲରାମ ସାହୁ ଗୌତମ, ସହ ପ୍ରଭାରୀ କୃପାସିନ୍ଧୁ ଷଡଙ୍ଗୀ ଶାନ୍ତିକୁଞ୍ଜ ପ୍ରତିନିଧି ଭାବେ ଯୋଗ ଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ […]
କେନ୍ଦ୍ରାପଡ଼ା,୭ା୨ : କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତ ରାଜୀବ ଗାନ୍ଧୀ ଭବନ ପରିସରରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ପଂଚାୟତର ସରପଞ୍ଚ କଳ୍ପନା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ କେଶବ ସେଠୀ, ସମ୍ମାନିତ ଅତିଥି ଭାବେ ବ୍ୟଙ୍ଗକବି ଶ୍ରୀଧର କୁମାର ମହାନ୍ତି ଓ କବି ତଥା ରାମଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନୋରଞ୍ଜନ ତ୍ରିପାଠୀ ଓ ପଂଚାୟତ […]
କେନ୍ଦ୍ରାପଡା, ୬ା୨ – କେନ୍ଦ୍ରାପଡା କରିଲୋପାଟଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଅଧ୍ୟକ୍ଷ ହିମାଂଶୁ ଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଡଃ ସର୍ବେଶ୍ୱର ସେଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ନିରୋଦ କୁମାର ଦାସ ମୁଖ୍ୟବକ୍ତା, ପ୍ରଫୁଲ୍ଲ କୁମାର ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡିଆ ଭାଷା ଉପରେ ଆଲୋଚନା କରିଥିଲେ । ଅତିଥିମାନେ ଓଡିଆ ଜାତିର ପ୍ରାଣକେନ୍ଦ୍ର […]
କେନ୍ଦ୍ରାପଡ଼ା, ୫ା୨: ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ସରକାରଙ୍କ ସହଭାଗୀତାରେ ଜିଲ୍ଲାର ଅଗ୍ରଣୀ ସଙ୍ଗୀତ ବିଦ୍ୟାଳୟ ସାଇନାଥ କଳା ପରିଷଦର ୧୩ତମ ବାର୍ଷିକ ଉତ୍ସବ ଓ ଜିଲ୍ଲା ଯୁବ ପ୍ରତିଭା ମହୋତ୍ସବ ଇଚ୍ଛାପୁର ଖୁସି ମଣ୍ଡପଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ସୁବ୍ରତ କୁମାର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗାୟକ ସୂର୍ଯ୍ୟ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପର୍ଶୁରାମ ପଣ୍ଡା ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ୱ […]
କେନ୍ଦ୍ରାପଡ଼ା, ୭ା୨: କେନ୍ଦ୍ରାପଡା ଜିଲ୍ଲା ସରପଞ୍ଚ ମହାସଂଘର ସଭାପତି ଚମେଲି ଓଝାଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ସରପଞ୍ଚ ପଟ୍ଟାମୁଣ୍ଡାଇ ବ୍ଲକ ନୀଳକଣ୍ଠପୁର ଗ୍ରାମପଞ୍ଚାୟତ ସରପଞ୍ଚ ଜ୍ଞାନରଞ୍ଜନ ଖଣ୍ଡାଇଙ୍କୁ ବେଆଇନ ଭାବେ ଗିରଫ ପ୍ରତିବାଦରେ କେନ୍ଦ୍ରପଡା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ରାସନ୍ କାର୍ଡ ହିତାଧିକାରୀଙ୍କ କାର୍ଡ କରାଇବା ପାଇଁ ଦୁଇବର୍ଷ ଧରି ପଟ୍ଟାମୁଣ୍ଡାଇ ବ୍ଲକକୁ ସରପଞ୍ଚ ଶ୍ରୀ ଖଣ୍ଡାଇ ବାରମ୍ବାର ଯାଇଥିଲେ ମଧ୍ୟ […]
କେନ୍ଦ୍ରାପଡା ୭ା୨- ଓଡିଶା ରାଜ୍ୟର ମୁସଲିମମାନଙ୍କ ସଂଖ୍ୟା ଅନୁପାତରେ ବିଧାନସଭା ନିମନ୍ତେ ୭ଟି ଆସନ ଏବଂ ଲୋକସଭା ପାଇଁ ୨ଟି ଆସନ ଓଡିଶାରେ ସଂରକ୍ଷିତ ରଖିବାକୁ ରାଜ୍ୟ ମୁସଲିମ ସଂଘ (ଆରଏମଏସ) କେନ୍ଦ୍ରାପଡାରେ ଅନୁଷ୍ଠିତ ସମାବେଶରେ ଦାବିକୁ ଯୋରଦାର କରିଛନ୍ତି । କେନ୍ଦ୍ରାପଡା ସହର ନିକଟସ୍ଥ ହୋଟେଲ ରୟାଲ ଗାର୍ଡେନ ଠାରେ ସେକ ଲିୟାକତ ଅଲିଙ୍କ ସଭାପତିତ୍ୱରେ ଆରଏମଏସର ଜିଲ୍ଲା ସ୍ତରୀୟ ସମାବେଶ ଆୟୋଜନ କରାଯାଇ “ଆମ ଅଧିକାର ଆମକୁ […]
କେନ୍ଦ୍ରାପଡ଼ା, ୭ା୨: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ଆତ୍ମରକ୍ଷା ଶିବିର ଉଦ୍ଯାପିତ ହୋଇଯାଇଛି । ଉକ୍ତ ଶିବିର ଗତ ଜାନୁଆରୀ ୩୦ ତାରିଖ ଆରମ୍ଭ ହୋଇ ଫେବୃଆରୀ ୭ ତାରିଖରେ ଶେଷ ହୋଇଥିଲା । କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସଙ୍କ ପୌରୋହିତ୍ୟରେ ଉଦ୍ଯାପନ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗର ପୂର୍ବତନ ମୁଖ୍ୟ ପ୍ରଧ୍ୟାପିକା […]
କେନ୍ଦ୍ରାପଡ଼ା, ୭ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତ ହଳଦିଢିଅଠାରୁ କାଙ୍କଦିଆ କେନାଲ ରାସ୍ତା ପାଶ୍ୱରେ ଆଲୋକି କରଣ କରାଯାଇଛି । ଏହି ଅବସରରେ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରିଣୀ ବନ୍ଦନା ଖଟୁଆ ଉଦଘାଟନ କରିଥିଲେ । କଂସାର ପଞ୍ଚାୟତର ସରପଞ୍ଚ ସରୋଜିନୀ ନାୟକ ଜିଲ୍ଲାପରିଷଦ ସଭ୍ୟ ରଶ୍ମିରଞନ ରାଉତ, ସମିତି ସଭ୍ୟ ସରୋଜ ରଞନ ଜେନା, ୱାଡ ସଭ୍ୟ ଗଜେନ୍ଦ୍ର ପରିଡା, ନିତ୍ୟାନନ୍ଦ ମହାନ୍ତି, ପଦନ ବେହେରା ଓ […]
କେନ୍ଦ୍ରାପଡା ଜିଲା ଆଳି ଥାନା ଅଧୀନ ପତ୍ରପୁର ବ୍ରାହ୍ମଣୀ ନଦୀକୁ ବୁଧବାର ମଧ୍ୟାହ୍ନରେ ଜଣେ ଅଜଣା ଯୁବକ ଡେଇଁ ପଡ଼ି ନିଖୋଜ ଅଛନ୍ତି। ନଦୀରେ ମଚ୍ଛମାରୁଥିବା ୨ ଜଣ ଯୁବକ ଡାକ ପକାଇଥିଲେ। ସେଠାରେ ଲୋକେରୁଣ୍ଡ ହୋଇ ପ୍ରଥମେ ଏକ ଦେଶୀ ଡଙ୍ଗାରେ ଓ ପରେ ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ବୋଟ୍ ସାହାଯ୍ୟରେ ଖୋଜାଖୋଜି ଜାରି ରଖିଛନ୍ତି। ଅପରାହ୍ନ ସୁଦ୍ଧା ନିଖୋଜ ଯୁବକକୁ ଠାବ କରାଯାଇପାରି ନ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଚାଷଜମିକୁ ସୁଷମ ଜଳ ବଂଟନ କରିବା ପାଇଁ ସରକାର କେନାଲଗୁଡିକ ନବୀକରଣ କରି କଂକ୍ରିଟ କରୁଛନ୍ତି । ପଟ୍ଟାମୁଣ୍ଡାଇ ଜଳସଂପଦ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲକୁ ଲାଗିଥିବା ୧୬ ନଂ କେନାଲର ପାଟ୍ କେନାଲ ଓସଙ୍ଗରା ମାଇନର ଉଭୟପାଶ୍ୱ କଙ୍କ୍ରିଟ ହେବା ସହ ବେଡ୍ କାମ ପାଇଁ ୨କୋଟି ୬୩ ଲକ୍ଷ ୩୮ ହଜାର ୨୮୭ ଟଙ୍କା ବ୍ୟାୟ ଅଟକଳ କରାଯାଇ ନିର୍ମାଣ […]
କେନ୍ଦ୍ରାପଡ଼ା ୬ା୨: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗୋଟିଏ ପରେ ଗୋଟିଏ ଛାତ୍ର ବିଶୃଙ୍ଖଳା ଘଟଣା କଲେଜକୁ କଳଙ୍କିତ କରିବାରେ ଲାଗିଛି । କିନ୍ତୁ ଏଦିଗରେ କଲେଜ କତ୍ତୃପକ୍ଷଙ୍କ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ଚୁପ ହୋଇ ବସିଯିବା ବିଶୃଙ୍ଖଳାକାରୀଙ୍କୁ ଉତ୍ସାହିତ କରୁଛି । ଏହା ମଧ୍ୟରେ କଲେଜ ପରିସରରେ ୪ଟି ଏଭଳି ଘଟଣା ଘଟି ଯାଇଥିବା ଦେଖାଯାଇଛି । ସେଥିମଧ୍ୟରୁ କଲେଜ କର୍ମଚାରୀଙ୍କୁ ଆକ୍ରମଣ ଘଟଣା […]
କେନ୍ଦ୍ରାପଡ଼ା, ୬ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତୁଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ସୁଜାତା ପଲାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରୁ ଶିକ୍ଷା ପୁରସ୍କାର ପାଇଛନ୍ତି । ଶ୍ରୀମତୀ ପଲାଇ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଶିକ୍ଷା ପୁରସ୍କାର ବିତରଣ ଉତ୍ସବରେ ପୁରସ୍କୃତ କରାଯାଇଥିଲା । ଏହି […]
କେନ୍ଦ୍ରାପଡ଼ା, ୬ା୨: କେନ୍ଦ୍ରାପଡାର ଆଇନଜୀବୀ ତଥା ରାଜ୍ୟ କଂଗ୍ରେସ ଓବିସି ସେଲ୍ର ଆବାହକ ବିଧୁଭୂଷଣ ମହାପାତ୍ର ରାଜ୍ୟ କଂଗ୍ରେସ କମିଟିର ସଦସ୍ୟ ରୂପେ ନିଯୁକ୍ତି ପାଇଛନ୍ତି । ଶ୍ରୀ ମହାପାତ୍ର ଦୀର୍ଘ ୨୫ବର୍ଷ ହେବ କଂଗ୍ରେସ ଦଳରେ ନିଷ୍ଠାର ସହ କାର୍ଯ୍ୟ କରିବା ସହ ବିଜେଡି ଓ ବିଜେପି ବିରୁଦ୍ଧରେ କଟୁ ।ସମାଲୋଚନା ଓ କଂଗ୍ରେସ ସପକ୍ଷରେ ଯୁକ୍ତି ବାଢି ବିଜେପି ଓ ବିଜେଡିର ତୁଙ୍ଗନେତାଙ୍କ ପ୍ରତିପକ୍ଷ ଦଳର ଦଳପତି […]
କେନ୍ଦ୍ରାପଡ଼ା, ୬ା୨: “ମା’ ଶାରଳା ଏଜୁକେସ୍ନାଲ ଟ୍ରଷ୍ଟ” ଆନୁକୂଲ୍ୟରେ ଲକ୍ଷ୍ୟ ବିଜ୍ଞାନ ଆବାସିକ ଶିକ୍ଷାନୁଷ୍ଠାନ ପରିସରରେ ବାର୍ଷିକ ଉତ୍ସବ ପାଳନ କରାଯିବା ସହିତ ମା’ ଶାରଳାଙ୍କ ବାର୍ଷିକ ପୂଜା ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ଏସ୍ଡିପିଓ ଦେବେନ୍ଦ୍ର ମଲ୍ଲିକ, ବିଶିଷ୍ଟ ଅତିଥି ଭାବରେ ସମାଜସେବୀ ରାଜେଶ ପଣ୍ଡା ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା ସହ ଆଶ୍ରୀବଚନ ପ୍ରଦାନ […]
କେନ୍ଦ୍ରାପଡା, ୬ା୨ – କେନ୍ଦ୍ରାପଡା କରିଲୋପାଟଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡିଆ ଭାଷା ସାହିତ୍ୟ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଅଧ୍ୟକ୍ଷ ହିମାଂଶୁ ଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଡଃ ସର୍ବେଶ୍ୱର ସେଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ନିରୋଦ କୁମାର ଦାସ ମୁଖ୍ୟବକ୍ତା, ପ୍ରଫୁଲ୍ଲ କୁମାର ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡିଆ ଭାଷା ଉପରେ ଆଲୋଚନା କରିଥିଲେ । ଅତିଥିମାନେ ଓଡିଆ ଜାତିର ପ୍ରାଣକେନ୍ଦ୍ର […]
କେନ୍ଦ୍ରାପଡ଼ା, ୫ା୨: କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ବ୍ଲକର ମିଳନସ୍ଥଳ ଓ ଗୋବରୀ ନଦୀ କୂଳସ୍ଥ ମା’ ଛୁଆଳିଆ ପର୍ଯ୍ୟଟନସ୍ଥଳୀ ସନ୍ନିକଟରେ ଅବସ୍ଥିତ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପ୍ରଧାନ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । ୭ବର୍ଷ ତଳେ ଅବହେଳିତ ହୋଇ ପଡି ରହିଥିବା ଏହି ବିଦ୍ୟାଳୟରେ ମାତ୍ର ୯୦ଜଣ ପିଲା ପଢୁଥିବାବେଳେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ […]
କେନ୍ଦ୍ରାପଡ଼ା, ୬ା୨: କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କ ପୌରହିତ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପ୍ରତ୍ୟେକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୟନ ହୋଇ ସର୍ବଶ୍ରେଷ୍ଠ କୃତୀ ଛାତ୍ରଛାତ୍ରୀ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ଯୋଗ୍ୟ ବିବେଚିତ ହୋଇଥିବା ଶ୍ରେଷ୍ଠ ପ୍ରତିଯୋଗିମାନଙ୍କର ଜିଲ୍ଲାସ୍ତରରେ ବିତର୍କ, କୁଇଜ, […]
କେନ୍ଦ୍ରାପଡା ସହରରେ ସରକାରୀ ଜମିରେ ବେଆଇନ କୋଠା ନିର୍ମାଣ କରାଯାଉଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ ହୋଇଛି । ସାଧାରଣ ଜନତାଙ୍କ ପାଇଁ ଜଳ ନିଷ୍କାସନ ଓ ରାସ୍ତା ଅଭିବୃଦ୍ଧି ନିମନ୍ତେ ଉଦ୍ଦିଷ୍ଟ ଜଳସେଚନ ବିଭାଗ ଜମିକୁ ଜୋର ଦବରଦସ୍ତ ଅବରୋଧ କରାଯାଇ ସେହି ଜମି ଉପରେ କୋଠା ନିର୍ମାଣ କରାଯାଉଥିବା ସହରର ୧୮ନଂ ୱାର୍ଡର ବାସିନ୍ଦା ମୁକୁନ୍ଦ ଦେବ ସାହୁ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ […]
କେନ୍ଦ୍ରାପଡ଼ା,୫ା୨ : ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ ଜିଲ୍ଲା କମିଟି ପକ୍ଷରୁ ଏକ ୬ଦଫା ସମ୍ବଳିତ ଦାବିପତ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସ୍ୱାସ୍ଥ୍ୟସେବାର ମୁଖ୍ୟ ବିନ୍ଧାଣୀ ଆଶାକର୍ମୀଙ୍କ ମାସିକ ପାରିଶ୍ରମିକ ୨୬ହଜାର ଟଙ୍କା ପ୍ରଦାନ କରାଯିବା, ଡବ୍ଲୁଏଚସି ଅର୍ଥ ମହାକାଳପଡା ସିଏଚସିରେ ପ୍ରଦାନ କରାଯିବା, ଆଶାକର୍ମୀଙ୍କ […]
କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପ୍ରତି ସରକାର ଟାଳଟୁଳ ନୀତି ଅବଲମ୍ବନ କରୁ ଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ପ୍ରଥମ ଥର ପାଇଁ ଆନ୍ଦୋଳନକୁ ଜିଲ୍ଲା ସ୍ତରରୁ ବ୍ଲକ ସ୍ତରକୁ ନେବାକୁ ନିଷ୍ପତି ଗ୍ରହଣ କରିଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ସ୍ଥିତ ରାମ ମନ୍ଦିର ପରିସରରେ ବରିଷ୍ଠ ନାଗରିକ ମଂଚ ଉପଦେଷ୍ଠା ପ୍ରଫେସର ଦୁର୍ଯ୍ୟଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ଜନଜାଗରଣ ସଭାରେ ଆସନ୍ତା ଫେବୃଆରୀ ୮ […]
କେନ୍ଦ୍ରାପଡ଼ା, ୫ା୨: କେନ୍ଦ୍ରାପଡା ପୌରସଂସ୍ଥା ତରଫରୁ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ- ୨୦୨୪ ପାଳନ ଟାଉନହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୌରସଂସ୍ଥାର ଅଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ପ୍ରାଧ୍ୟାପକ ଡଃ ସର୍ବେଶ୍ୱର ସେଣ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ କବି ନାରାୟଣ ଚନ୍ଦ୍ର […]
କେନ୍ଦ୍ରାପଡ଼ା,୫ା୨ : ବିଜେପି ନେତୃତ୍ୱାଧୀନ ମୋଦି ସରକାରଙ୍କ କର୍ପୋରେଟ ସପକ୍ଷବାଦୀ ନୀତି ଫଳରେ ଦେଶର ଶ୍ରମିକ, କୃଷକ ତଥା ସାଧାରଣ ଜନତାଙ୍କ ଜୀବନ ଜୀବିକା ଲଗାତର ଭାବେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଏଥିସହିତ ଦେଶର ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ଗଭୀର ଶଙ୍କଟ ସୃଷ୍ଟି ହୋଇଛି । ଆଜି ସାରା ଦେଶରେ କର୍ପୋରେଟ କ୍ଷେତ୍ରକୁ ଋଣ ଛାଡ କରିବା ସହିତ ଟିକସ କମାଇବା ବେଳେ ଚାଷୀ, ଶ୍ରମିକ […]