ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ 3 March 2024 kanika odisha ଆସନ୍ତୁ ଭାବିବା, ରାଜ୍ୟ 0 କେନ୍ଦ୍ରପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ କିଆରବାଙ୍କ ଡିଆରଡିଓ ଅଫିସରେ ସୈନ୍ୟବାହିନୀର ଜଣେ ଯବାନଙ୍କ ଆତ୍ମହତ୍ୟା । ଯବାନ ଜଣଙ୍କ ନିଜକୁ ଗୁଳିକରି ହତ୍ୟା କରିଛନ୍ତି ବୋଲି ଆଲୋଚନା ହେଉଛିି । । ମୃତକ ଯବାନ ହେଲେ ତାମିଲନାଡୁର ରାଜେଶ କରନ୍(୩୫) ।Share this: Share on Facebook (Opens in new window) Facebook Share on X (Opens in new window) X Like this:Like Loading…featured