ଚଳିତବର୍ଷ ଜାନକୀ ବଲ୍ଲଭ ସାହିତ୍ୟ ସମ୍ମାନ ପାଇବେ ଡ. ଶତ୍ରୁଘ୍ନ ପାଣ୍ଡବ ଓ ଡ. ପ୍ରକାଶ ପରିଡା
କେନ୍ଦ୍ରାପଡ଼ା,୧୯ା୪: ବିଶିଷ୍ଟ ଜନନାୟକ ପ୍ରଜ୍ଞାପୁରୁଷ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନବମ ଶ୍ରାଦ୍ଧବାର୍ଷିକ ଚଳିତ ଏପ୍ରିଲ ୨୧ ତାରିଖ ରବିବାର କେନ୍ଦ୍ରାପଡା ତିନିମୁହାଣୀସ୍ଥିତ ସ୍ମୃତିପୀଠରେ ଅନୁଷ୍ଠିତ ହେବ । ସ୍ମୃତି […]
