Day: 7 May 2024

ବର୍ଜ୍ୟବସ୍ତୁର ସୁପରିଚାଳନା ହେଲେ ମାନବ ସମାଜ ପାଇଁ ବିପଦ ନୁହେଁ ସମ୍ପଦ ହେବ ; ତାଲୁକ ଆଇନ ସେବା ସମିତି ପକ୍ଷରୁ ସଚେତନତା ଶିବିର

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ମଙ୍ଗଳବାର ବି. ଡି. ନୋଡାଲ ୟୁ. ପି ବିଦ୍ୟାଳୟ ତନୁପୁର ଠାରେ ମନୁଷ୍ୟ ପାଇଁ ପ୍ରାଣଘାତକ...

ଜିଲ୍ଲା କଳାକାର ସମ୍ମିଳନୀ

ରାଜ୍ୟ ସରକାର କଳାକାର ଭତା ବୃଦ୍ଧି ଠାରୁ ଆରମ୍ଭ କରି କଳା, ସାହିତ୍ୟ ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।...

ଜିଲ୍ଲା ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, ୭/୫: ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆଠାରେ ଗତ ରବିବାର ଦିବା ୧୦ଘଟିକା ସମୟରେ ଜିଲ୍ଲାର ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକମାନଙ୍କ...

ପୋଲିସ, ଫ୍ଲାଇଂ ସ୍କ୍ୱାର୍ଡର ଯାଂଚ କଡାକଡି

କେନ୍ଦ୍ରାପଡା ୭/୫ -ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବିଭିନ୍ନ ଛକସ୍ଥାନରେ ଫ୍ଲାଇଂ ସ୍କ୍ୱାର୍ଡ ଓ ପୋଲିସ କଡାକଡି ଚେକିଂ ଜାରି ରଖିଛି...

ବଜାରଦାଣ୍ଡି ଅଙ୍ଗନୱାଡିକେନ୍ଦ୍ରର ବ୍ୟାପକ ଦୁର୍ନୀତି ବିରୋଧରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା, ୭ା୫: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମପଞ୍ଚାୟତର ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ନିମନ୍ତେ ମହୁ ଗ୍ରାମର ଗଙ୍ଗାଧର...

ଜାରି ହେଲା ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ମୋବାଇଲ୍ ନମ୍ବର : ନିର୍ବାଚନୀ ଆର୍ଥିକ ଅନିୟମିତତା ସମ୍ପର୍କରେ ଅଭିଯୋଗ କରିପାରିବେ ଜନସାଧାରଣ

କେନ୍ଦ୍ରାପଡ଼ା, ୭ା୫: ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ପହଂଚିଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକଭାବେ...

ବିଜେଡିର ମିଶ୍ରଣ ପର୍ବ: ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ବହୁ କର୍ମକର୍ତ୍ତାଙ୍କ ବିଜେଡିରେ ଯୋଗଦାନ

କେନ୍ଦ୍ରାପଡ଼ା, ୭ା୫: ପୂର୍ବତନ ମନ୍ତ୍ରୀ, ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର ବିଜୁ ଜନତା ଦଳର ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଆଜି ବହୁ...

ଓଡିଆ ପୁଅ ବିଜେପିର ମୁଖ୍ୟମନ୍ତ୍ରୀ ହବ : ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, ୭ା୫: ବିଗତ ୨୫ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ଦୁର୍ନୀତିରେ ବୁଡିରହିଛି । ରାଜ୍ୟରେ ଯେଭଳି ବିକାଶ ହେବା କଥା ତାହା ହୋଇନାହିଁ...

ନିର୍ବାଚନ ପୂର୍ବରୁ ଜୋର ଧରିଲା  ଜଳସେଚନ ସମସ୍ୟା , ଜବାବ ଦେବେ ଜନତା

ମୁଣ୍ଡ ଉପରେ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ । ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭରପୁର ପ୍ରୟାସ ଜାରିଥିବା ବେଳେ...

ମହାଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ଲକ୍ଷାଧିକ ଟଙ୍କାର ଋଣ ଅର୍ଥ ଆତ୍ମସାତ କରିଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ

  କେନ୍ଦ୍ରାପଡ଼ା, ୬ା୫: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ପଞ୍ଚାୟତର ସମାଜସେବୀ ବିବେକାନନ୍ଦ ଦାଶ ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେହି...