ପ୍ରବଳ ପବନ ବର୍ଷାରେ କେନ୍ଦ୍ରାପଡା ସହର ବେହାଲ
କେନ୍ଦ୍ରାପଡ଼ା, ୧୪ା୫: କାଳ ବୈଶାଖି ପବନ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରତଳି ଅଞ୍ଚଳ ବେହାଲ ହୋଇପଡିଥିବା ଦେଖାଯାଇଛି । ସହରର ମଢିଆଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ବିରାଟ କୃଷ୍ୃଚୂଡା ଗଛଟି […]
କେନ୍ଦ୍ରାପଡ଼ା, ୧୪ା୫: କାଳ ବୈଶାଖି ପବନ ବର୍ଷାରେ କେନ୍ଦ୍ରାପଡା ସହର ସମେତ ସହରତଳି ଅଞ୍ଚଳ ବେହାଲ ହୋଇପଡିଥିବା ଦେଖାଯାଇଛି । ସହରର ମଢିଆଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ବିରାଟ କୃଷ୍ୃଚୂଡା ଗଛଟି […]
କେନ୍ଦ୍ରାପଡ଼ା, ୧୪ା୫: ନାମାଙ୍କନ ପତ୍ର ଦାଖଲର ଅଷ୍ଟମ ତଥା ଶେଷ ଦିବସରେ କେନ୍ଦ୍ରାପଡା ଜିଲ୍ଲାର ୧୦୦-ମହାକାଳପଡା ବିଧାନସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଲୋକନାଥ ମହାରଥୀଙ୍କ ସମେତ ବିଧାନସଭା କ୍ଷେତ୍ର ପାଇଁ […]
କେନ୍ଦ୍ରାପଡ଼ା, ୧୪/୫: ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗରାପୁରସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବିଜେପିର ରାଜ୍ୟ ପ୍ରବକ୍ତା ଜ୍ଞାନଦେବ ବେଉରା, ଜିଲ୍ଲା ଉପସଭାପତି ଅଭିମନ୍ୟୁ ଗୋଛାୟତ, […]
ମାହାଙ୍ଗା ବିଧାନସଭା ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ବେଳେ ବାପା ପ୍ରତାପ ଜେନାଙ୍କ ସହ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ […]
ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ଆଜି ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନାମାଙ୍କନ କରିବାକୁ ଆସିଥିଲେ । ହେଲେ ନାମାଙ୍କନ ନ କରି ସେ ଫେରି ଆସିଛନ୍ତି । ତେବେ ନାମାଙ୍କନ […]
କେନ୍ଦ୍ରାପଡ଼ା, ୧୩ା୫: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମପଞ୍ଚାୟତରେ ବିଜୁଜନତାଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ହାତମୁଠାକୁ ଟାଣ କରିବା […]
କେନ୍ଦ୍ରାପଡ଼ା, ୧୩ା୫: ଗୋପ ମହାଦେବ ମନ୍ଦିର ପ୍ରାଙ୍ଗଣରେ ଉଜ୍ୱଳା ଦିଦିଙ୍କ ଜିଲ୍ଲା ସଭାପତି ଉସାରାଣୀ ରାଉତଙ୍କ ନେତ୍ରୁତ୍ୱରେ ଏବଂ ସମ୍ପାଦକ ଲକ୍ଷ୍ମୀ ଦାଶଙ୍କ ତତ୍ୱାବଧାନରେ ଆଜି ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି […]
କେନ୍ଦ୍ରାପଡ଼ା, ୧୩ା୫: ନାମାଙ୍କନର ସପ୍ତମ ଦିବସରେ ଆଜି ଲୋକସଭା କ୍ଷେତ୍ର ପାଇଁ ୩ଜଣ ଓ ବିଧାନସଭା କ୍ଷେତ୍ର ପାଇଁ ୧୩ଜଣ ମନୋନୟନପତ୍ର ଦାଖଲ କରିଛନ୍ତି । ଲୋକସଭା ଆସନ ପାଇଁ ଭାରତୀୟ ଜାତୀୟ କଂଗ୍ରେସର […]
ସାଧାରଣ ନିର୍ବାଚନ ପାଇଁ ମଇ ୭ତାରିଖ ବୁଧୁବାରଠାରୁ ପର୍ଯ୍ୟାୟକ୍ରମେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଭରୁଛନ୍ତି ନେତା । ପ୍ରବଳ ଖରା […]
କେନ୍ଦ୍ରାପଡା: କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କଂସାର ପଞ୍ଚାୟତରେ ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ଓ ମା କୃପାମୟୀ ଯୁବକ ସଂଘ ପକ୍ଷରୁ ମତଦାତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ କଂସାର ପଞ୍ଚାୟତର ବିଭିନ୍ନ […]
କେନ୍ଦ୍ରାପଡ଼ା, ୧୨ା୫: ଆଜି ଏସ୍ ଓ ଏସ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ ପ୍ରାଙ୍ଗଣରେ ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ୨୦୪ତମ ଜନ୍ମ ଜୟନ୍ତୀ ତଥା ଅନ୍ତର୍ଜାତୀୟ ନର୍ସିଂ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷା […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଦିହିଡୁପୁର ପଂଚାୟତ ଅଧୀନ ଖଦାଳସାହି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ବଜ୍ରପାତ ଘଟି ଗୋବିନ୍ଦ ମଲିକଙ୍କ ଚାଳଛପର ଘର ଓ ଗୁହାଳଘର ସଂପୂର୍ଣ୍ଣ ଭସ୍ମୀଭୂତ ହେବା ସହିତ ୫ […]
କେନ୍ଦ୍ରାପଡ଼ା, ୧୨ା୫: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଗ୍ରାମପଞ୍ଚାୟତରେ ବିଜୁଜନତାଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ଯୁବ ବିଜେଡି ସଭାପତି ଅସିତବନ୍ଧୁ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଜୁଜନତାଦଳର ଏହି […]
କେନ୍ଦ୍ରାପଡ଼ା, ୧୨ା୫: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର କଚେରିଡିହ ଠାରେ ବିଜୁଜନତାଦଳର ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡିର ବରିଷ୍ଠ ନେତା ପ୍ରଦୀପ୍ତ […]
ଚଳିତ ବର୍ଷ କେନ୍ଦ୍ରୀୟ ଲୋକ ସେବା ଆୟୋଗ ଦ୍ୱାରା ଭାରତୀୟ ବନସେବା (ଆଇ.ଏଫ୍.ଏସ୍)ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ସର୍ବ ଭାରତୀୟ ସେବା ପାଇଁ ପଟ୍ଟାମୁଣ୍ଡାଇ ମାଟିର ପୁଅ ଅର୍ଣ୍ଣବ ସାମନ୍ତରାୟ […]
କେନ୍ଦ୍ରାପଡ଼ା, ୧୨ା୫: ବିଜୁ ଜନତାଦଳର ସଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଆଜି ସକାଳୁ କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଥିବା ଚା ଖଟିରେ ପହଞ୍ଚି ଚା’ ପିଇବା ସହ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ […]
କେନ୍ଦ୍ରାପଡା ୧୧/୫- ପବିତ୍ର ଅକ୍ଷୟ ତୃତୀୟାରେ ଇନ୍ଦ୍ରଧନୁର ସ୍ୱପ୍ନବୀଜ ବୁଣି କେନ୍ଦ୍ରାପଡାରେ ଜନ୍ମ ନେଲା କଳା, ସାହିତ୍ୟ ଓ ସୃଜନ ଅଭିବ୍ୟକ୍ତିର ମୁକ୍ତ ତଥା ପ୍ରତିବଦ୍ଧ ଅନୁଷ୍ଠାନ – ସ୍ପନ୍ଦନ । କବି, କଥାକାର, […]
କେନ୍ଦ୍ରାପଡା -୧୧ା୫: ଦୀର୍ଘ ୩୫ ବର୍ଷରୁ ଉର୍ଦ୍ଧ୍ୱ କାଳ କଳା ଓ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ଉଦ୍ୟମ ଅବ୍ୟାହତ ରଖିଥିବା କେନ୍ଦ୍ରାପଡା ଜିଲ୍ଲା କୋରୋସ୍ଥିତ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦକୁ ଆଜି […]
କେନ୍ଦ୍ରାପଡ଼ା: ବର୍ତମାନ ସମାଜରେ ବହୁ ବିଶୃଙ୍ଖଳା ସୁଷ୍ଟି ହେଉଛି । ଦେଶ ଦେଶ ମଧ୍ୟରେ ଯୁଦ୍ଧ ଚାଲିଛି । ତେଣୁ ବିଶ୍ୱ ଶାନ୍ତି ପାଇଁ କେନ୍ଦ୍ରାପଡା ସହରର ଗଣାମାହାଲସ୍ଥିତ ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବା […]
ପଟ୍ଟାମୁଣ୍ଡାଇ ତାଲୁକ ଆଇନି ସେବା ପ୍ରାଧିକରଣ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟରେ ଦ୍ୱିତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ […]
କେନ୍ଦ୍ରାପଡା, ୧୧ା୫: ପବିତ୍ର ଅକ୍ଷୟତୃତୀୟା ଅବସରରେ ତମାଳଶାସନସ୍ଥିତ ଶ୍ରୀ ଶ୍ରୀ ଦଧିବାମନଜୀଉ ମନ୍ଦିର ପରିସରରେ ଯୁବ ଭାରତ କୃଷକ ସଙ୍ଘ, କେନ୍ଦ୍ରାପଡାର ବାର୍ଷିକ ଉସରବ ଓ କୃଷକମାନଙ୍କ ସମସ୍ୟା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ […]
କେନ୍ଦ୍ରାପଡା, ୧୧ା୫ – ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଜିତିଲେ ପାଟକୁରା ଅଂଚଳର ବିଭିନ୍ନ ସମସ୍ୟାର ସମାଧାନ ବାଟ ଫିଟି ପାରିବ ସହିତ ଅଂଚଳର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ଚାନ୍ଦୋଳସ୍ଥିତ ଏକ ବେସରକାରୀ […]
ଡେରାବିଶ, ୧୦/୫– ଚଳିତ ସାଧାରଣ ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ପ୍ରାର୍ଥୀ ଦେଇଥିବା ବେଳେ ପ୍ରଥମ ଥର ପାଇଁ ଜାତୀୟ ଦଳ ଭାବେ ପରିଚିତ ଆପ୍ରୁ ବିଶିଷ୍ଟ ଶ୍ରମିକ […]
ଡେରାବିଶ, ୧୦/୫– କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ଦୁଇ ପ୍ରମୁଖ ଦଳ ବିଜେଡ଼ି ଓ ଆପ୍ ଦଳର ପ୍ରାର୍ଥୀମାନେ ଶୁକ୍ରବାର ଜିଲ୍ଲା ରିଟର୍ଣ୍ଣି ଅଧିକାରୀଙ୍କ ନିକଟରେ ସେମାନଙ୍କର ନାମାଙ୍କନ ପତ୍ର […]
Copyright © 2026 | WordPress Theme by MH Themes