
ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ୍ ଗଣତି ଚାଲିଛି। କେନ୍ଦ୍ରାପଡା ଜିଲା ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୩ରାଉଣ୍ଡ ସୁଦ୍ଧା ବିଜେଡି ପାର୍ଥୀ ଧ୍ରୁବ ସାହୁ ୩୮ ହଜାର ୭୨୫ ଖଣ୍ଡ ଭୋଟ୍ରେ ପାଇଥିବା ବେଳେ । ଭାଜପା ପ୍ରାର୍ଥୀ ଲଲିତ ବେହେରା ୨୯ହଜାର ୮୫୫ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଅଶୋକ ପତିହାରୀ ୧୧ ହଜାର ୪୮୨ ଖଣ୍ଡ ଭୋଟ୍ ମିଳିଛି। ବିଜେଡି ପାର୍ଥୀ ଧ୍ରୁବ ସାହୁ ୮ ହଜାର ୮୭୦ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ।











