ଭାଜପା ପତିନିଧି ଦଳ ବିଡିଙ୍କ ସହ ଆଲୋଚନା



ପଟ୍ଟାମୁଣ୍ଡାଇ ୨୦/୬ ରାଜନୈତିକ ପକ୍ଷପାତିତା ହସ୍ତକ୍ଷେପ, ଚାପ ଆଦିକୁ ନ ଦେଖି ରାଜ୍ୟ କେନ୍ଦ୍ର ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସଠିକ ଢଙ୍ଗରେ କରିବାକୁ ଗୁରୁବାର ଭାଜପା କେନ୍ଦ୍ରାପଡା ବିଧାୟୀକା ପାର୍ଥୀନୀ ଗିତାଞଳ ସେଠୀଙ୍କ ସହ ଏକ ପ୍ରତିନିଧି ଦଳ ପଟ୍ଟାମୁଣ୍ଡାଇ ବ୍ଲକ ବିଡିଓ ସୁଭ୍ରାଂଶୁ ସାହୁଙ୍କୁ ଭେଟି ପକ୍ଷପାତପୂର୍ଣ୍ଣ କାର୍ଯ୍ୟରୁ ନିବୃତ ରହି ଉନ୍ନୟନ ମୂଳକ କାର୍ଯ୍ୟକରିବାକୁ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ସୁନାକର ପ୍ରଧାନ, ସୁକାନ୍ତ ଦାସ, ଅମୂଲ୍ୟ ଦାସ, ଜ୍ୟୋତିପ୍ରକାଶ ପ୍ରଧାନ ସମେତ ୪୦ ରୁ ଉର୍ଦ୍ଧ୍ୱ କର୍ମକର୍ତା ଉପସ୍ଥିତ ଥିଲେ ।


Next Post

ଅଧିକାର କଥା କହି କର୍ତବ୍ୟକୁ ଭୁଲି ଯିବା ଠିକ୍ ନୁହେଁ

Thu Jun 20 , 2024
ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ସଚେତନତା ସଭା ପଟ୍ଟାମୁଣ୍ଡାଇ ୨୦/୬ -ତାଲୁକ ଆଇନ ସେବା ସମିତି ତରଫରୁ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ପରିସରରେ ସମ୍ବିଧାନର ବିଭିନ୍ନ ଧାରା, ମୌଳିକ କର୍ତବ୍ୟ ଓ ଅଧିକାର ସଂପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି । ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ଅଧ୍ୟକ୍ଷତା କରି କହିଥିଲେ ଯେ, ମୌଳିକ […]

KANIKA