କେନ୍ଦ୍ରାପଡ଼ା , ୩୧ା୭: କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ଭଗେଶ୍ୱରପୁରସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଜାତୀୟ ଶିକ୍ଷାନୀତି ୨୦୨୦ ମସିହାର ଚତୁର୍ଥ ବାର୍ଷିକ ପୂର୍ତ୍ତି ଉପଲକ୍ଷେ ଉକ୍ତ ବିଦ୍ୟାଳୟରେ ୨୨ ତାରିଖରୁ ଆରମ୍ଭ କରାଯାଇ ୨୯ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ଦିନ ବ୍ୟାପୀ ଉତ୍ସବ ପାଳିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରୁବିନା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଥମ ଦିବସରେ ଶିକ୍ଷଣ ସାମଗ୍ରୀ […]

କେନ୍ଦ୍ରାପଡ଼ା, ୩୧ା୭: କେନ୍ଦ୍ରାପଡା ଜିଲ୍ଲା ଜୀବିକା ମିଶନ ଓ ମିଶନଶକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ଦାବିରେ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ତୃତୀୟ ଦିନରେ ପହଞ୍ଚିଛିି । ଆଜି ଜିଲ୍ଲାପାଳଙ୍କ ନିର୍ଦେଶରେ ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ ଧାରଣାସ୍ଥଳକୁ ଆସି ଧାରଣାକାରୀଙ୍କୁ ବୁଝାଇବା ପରେ ଧାରଣାକାରୀଙ୍କ ଏଓଡିଶା ଜୀବିକା ମିଶନରେ ଦୁର୍ନୀତି ନେଇ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓସାର […]

  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମଠସାହି ଗ୍ରାମର ୨୧ ବର୍ଷର କୃତିବାଷ ସାହୁ ଗତ କିଛିଦିନ ହେବ ଜୀବନ ଯୁଦ୍ଧରେ ସଂଘର୍ଷ କରୁଛନ୍ତି । କୃତିବାଷଙ୍କ ଦୁଇଟି କିଡନୀ ଖରାପ ହୋଇଯାଇଥିବା ବେଳେସ୍ପ୍‌ାହରେ ଦୁଇ ଥର ଡାଇଲେସସ୍ କରିବାକୁ ଡାକ୍ତର କହିଛି । ହେଲେ ପରିବାର ଆର୍ôଥକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ପୁଅର ଭଲ ଚିକିତ୍ସା କରିପାରୁନାହାନ୍ତି ପରିବାର ଲୋକେ । ଅନ୍ୟପକ୍ଷରେ ତାଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ […]

କେନ୍ଦ୍ରାପଡ଼ା ସଦର, ୩୦ା୭: କେନ୍ଦ୍ରାପଡା ଗୁଲନଗର ପଞ୍ଚାୟତ ଅନ୍ତର୍ଗତ ସୁଜାନଗର ଗ୍ରାମର ବାବାଜୀ ବାରିକଙ୍କ ପୁଅ ଦୟାନିଧି ବାରିକ(୩୫)ଙ୍କର ଦିଲ୍ଲୀସ୍ଥିତ ବାସ ଭବନରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଯାଇଛି । ଶ୍ରୀ ବାରିକ ୧୨ବର୍ଷ ତଳେ ଦିଲ୍ଲୀ ଆଇଟିଆଇ ପଢିବାକୁ ଯାଇଥିଲେ । ଏହାପରେ ହରିୟାନା ଗୁଡ୍‌ଗାଓଁ ଠାରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଥିଲେ । ଆଜି ସକାଳେ ତାଙ୍କ ବାସ ଭବନରେ ଇନଭର୍ଟର ମରାମତି କରୁଥିବା ବେଳେ […]

କେନ୍ଦ୍ରାପଡ଼ା, ୩୦ା୭: କେନ୍ଦ୍ରାପଡା ଜିଲ୍ଲା ଜୀବିକା ମିଶନ ଓ ମିଶନଶକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ଦାବିରେ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛିି । ସରକାରୀ ଯୋଜନାରେ ଆସୁଥିବା ଅନୁଦାନକୁ ଲୁଟ୍ କରିବାରେ ସାମିଲ ଥିବା ଜିଲ୍ଲା ପ୍ରକଳ୍ପ ସଂଯୋଜକ ତଥା ଜିଲ୍ଲା ପ୍ରକଳ୍ପ ପରିଚାଳକ କୈଳାସ ଚନ୍ଦ୍ର ସେନାପତିଙ୍କୁ ବହିଷ୍କାର କରାଯିବା ଓ ମିଥ୍ୟା […]

ଡେରାବିଶ ୩୦/୭ ବେବର୍ତ୍ତା ଅଜୟ ଦାଶ-କେନ୍ଦ୍ରାପଡା ସଦର ଥାନା ଅଂଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର ହୋଇଥିବା ନେଇ ମଙ୍ଗଳବାର ରାତି ୯ରେ ପିଡୀତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ ଜଣେ ଯୁବକ ପ୍ରଲୋଭନ ଦେଖେଇ ବାରମ୍ବାର ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦର୍ଶା  ଯାଇଛି। ଏହା ପରେ ଯୁବକ ତାଙ୍କୁ ଧରାଛୁଆଁଦେଇନଥିବା ବେଳେ ଯୁବତୀ  ତାଙ୍କ ପରିବାରଙ୍କୁ  ନେଇ  ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ […]

କେନ୍ଦ୍ରାପଡ଼ା,୩୦ା୭: କେନ୍ଦ୍ରାପଡା ବ୍ଲକର ଭାଗବତପୁର ପଞ୍ଚାୟତ ଅନ୍ତର୍ଗତ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ଓ ବରିଷ୍ଠ ନାଗରିକ ମଞ୍ଚ, ବାଲିଆ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୬ଟି ଉଚ୍ଚ ବିଦ୍ୟାଳୟର ୮ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଭାପତି ପୁରୁଷୋତ୍ତମ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଡ. […]

କେନ୍ଦ୍ରାପଡ଼ା,୩୦ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଜାତୀୟ ଶିକ୍ଷାନୀତି ୨୦୨୦ର ଚତୁର୍ଥ ବାର୍ଷିକ ପୂର୍ତ୍ତୀ ଉପଲକ୍ଷେ ବିଦ୍ୟାଳୟରେ ଜୁଲାଇ ମାସ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସାତଦିନ ବ୍ୟାପୀ ଏହି ଉତ୍ସବ ପାଳିତ ହୋଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ଦାସଙ୍କ ତତ୍ତ୍ୱାବଧାନରେ ପ୍ରଥମ ଦିବସରେ ଟିଏଲ୍‌ଏମ୍ ପ୍ରସ୍ତୁତି ଓ ପ୍ରୟୋଗ, ଦ୍ୱିତୀୟ ଦିବସରେ ଏଫ୍‌ଏଲ୍‌ଏନ୍ ଦିବସ, […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ପୌରାଂଚଳରେ ଥିବା ସର୍ବ ପୂରାତନ ବିଦ୍ୟାଳୟ ଏମଏନ ହାଇସ୍କୁଲ ଠାରେ ଶିକ୍ଷା ସପ୍ତାହ ଆରମ୍ଭ ହୋଇଥିବା ବେଳେ ସପ୍ତାହ ବ୍ୟାପି ଏହି ଶିକ୍ଷଣୀୟ କାର୍ଯ୍ୟକ୍ରମ ସୋମବାର ଦିନ ଶେଷ ହୋଇଛି ।ପ୍ରଥମ ଦିନରେ ଛାତ୍ରୀଛାତ୍ରମାନେ ବିଷୟ ଭିତିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ଦ୍ୱିତୀୟ […]

ନୂଆଦିଲ୍ଲୀ, ୨୯ା୭- ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ସୋମବାର ଲୋକସଭାରେ ବଜେଟ୍ ବିଷୟରେ କହିଛନ୍ତି । ଏହି ସମୟରେ ସେ ଅଭିମନ୍ୟୁ, ଚକ୍ରବ୍ୟୁହ, ଶିବଙ୍କ ଶୋଭାଯାତ୍ରା, ଭୟର ବାତାବରଣ ଆଦି ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି ଯେ ଦେଶ ଆଜି ‘ଚକ୍ରବ୍ୟୁହ’ରେ ଫଶି ଯାଇଛି । ଦେଶକୁ ଏଭଳି ସ୍ଥିତିରେ ବିଜେପି ସରକାର ପକାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତିରେ ପିନ୍ଧୁଥିବା ପଦ୍ମଫୁଲ (ବିଜେପି) ସରକାର ଦେଶର […]

ଭୁବନେଶ୍ୱର, ୨୯ା୭ ବିଧାନସଭାରେ ବଜେଟ ଆଲୋଚନାବେଳେ ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଏଥର ବଜେଟ ଗେମ ଚେଞ୍ଜର ନୁହେଁ, ନେମ ଚେଞ୍ଜର । ବିଜେଡି ସରକାରର ୮୦%ରୁ ଅଧିକ ଯୋଜନା ଆପଣେଇଛନ୍ତି ନୂଆ ସରକାର । ବାକି ୨୦ ପ୍ରତିଶତ ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି । ସୁଭଦ୍ରା ପାଇଁ ୧ ଲକ୍ଷ କୋଟି ଦରକାର, କିନ୍ତୁ ବଜେଟରେ […]

କେନ୍ଦ୍ରାପଡ଼ା, ୨୯ା୭: କେନ୍ଦ୍ରାପଡା ଜିଲ୍ଲା ଜୀବିକା ମିଶନ ଓ ମିଶନଶକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ସେହି ଦୁର୍ନୀତିର ତଦନ୍ତ କରାଯିବା ଦାବିରେ ସୋମବାର ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ବିଭିନ୍ନ ଯୋଜନାରେ ଆଖିବୁଝା ଲୁଟ୍‌ରେ ସାମିଲ ଥିବା ଜିଲ୍ଲା ପ୍ରକଳ୍‌ପ ସଂଯୋଜକ ତଥା ଜିଲ୍ଲା ପ୍ରକଳ୍ପ ପରିଚାଳକ କୈଳାସ ଚନ୍ଦ୍ର ସେନାପତିଙ୍କୁ ବହିଷ୍କାର କରିବା ଓ ମିଥ୍ୟା […]

କେନ୍ଦ୍ରାପଡ଼ା,୨୯ା୭: ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କିଡନୀ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ଆମେରିକାର ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶ କ୍ରମେ ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି କେନ୍ଦ୍ରାପଡା ବ୍ଲକର କପାଳେଶ୍ୱର ପଞ୍ଚାୟତର ଆଳିଜଙ୍ଗା ଗ୍ରାମର କିଡନୀ ରୋଗରେ ପିଡିତ […]

କେନ୍ଦ୍ରାପଡ଼ା,୨୯ା୭: ଆଜି ମିଶନ ଶକ୍ତି ଜୟ ଜଗନ୍ନାଥ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘ କେନ୍ଦ୍ରାପଡା ବ୍ଲକ ଶାଖା ପକ୍ଷରୁ ସଂଘର ସଭାନେତ୍ରୀ ରାଜଲକ୍ଷ୍ମୀ ପଣ୍ଡାଙ୍କ ନେତୃତ୍ୱରେ ପ୍ରାୟ ୨୭ଗୋଟି ଗ୍ରାମ ପଞ୍ଚାୟତର ସଭାପତି ଓ ସମ୍ପାଦିକାମାନଙ୍କ ସହିତ ସମସ୍ତ ଇ.ସି ସଦସ୍ୟା ମାଆମାନଙ୍କୁ ନେଇ ଏକ ପ୍ରତିବାଦ ଓ ବିକ୍ଷୋଭ ଶୋଭାଯାତ୍ରା ସାନ୍ତସାହି ପଞ୍ଚମୁଖୀ ହନୁମାନ ମନ୍ଦିର ସମ୍ମୁଖରୁ ବାହାରି ବ୍ଲକ ଛକ ନିକଟରେ ପହଞ୍ôଚଛି । ସଂଘ ସମ୍ପାଦିକା ସସ୍ମିତା […]

ବେଟେରୀ ଚାଳିତ ପ୍ୟାସେଞ୍ଜର ଅଟୋକୁ ଧକ୍କା ଦେଲା କ୍ଷୀର ପରିବାହୀ ଟ୍ୟାଙ୍କର । ୬ଜଣ ଯାତ୍ରୀ ଗୁରୁତର । ମହାକାଳପଡା ଥାନା ଓଳିହା ଠାରେ ଏହି ଦୂର୍ଘଟଣା ଘଟିଥିବା ସୂଚନା  । ଟ୍ରେନିଂ ପାଇଁ ବ୍ଲକ ଯାଉଥିବା ୬ ଜଣ ଅଙ୍ଗନବାଡି କର୍ମୀଙ୍କ ଆହତ ହୋଜ୍ଟ୍ଡ଼୍ବା ବେଳେ ଦୁଇଜଣ କଟକ ବଡମେଡିକାଲ ସ୍ଥାନାନ୍ତର। କରାଯାଇଛି । ୪ଜଣ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିକିତ୍ସାଧୀନ ଅଛନ୍ତି ।

ଶିକ୍ଷା ଏକ ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ବିଷୟ । ମାତ୍ର ନୂତନ ଶିକ୍ଷା ନୀତି-୨୦୨୦ ରେ ରାଜ୍ୟର ଭୂମିକାକୁ ନ୍ୟୁନ କରି କେନ୍ଦ୍ର ହାତରେ ଅଧିକ କ୍ଷମତା ଠୁଳ କରିବାକୁ ନରେନ୍ଦ୍ର ମୋଦିଙ୍କ ସରକାର ଚେଷ୍ଟା କରିଛନ୍ତି । ଏହାର ଅପ୍ରୀତିକର ଫଳ ଦେଖିବାକୁ ମିଳିଛି ତାମିଲନାଡ଼ୁରେ । ମେଡିକାଲ କଲେଜରେ ନାମଲେଖା ପାଇଁ କେନ୍ଦ୍ର ସରକାର ପ୍ରବର୍ତିତ କରିଥିବା ସର୍ବଭାରତୀୟ ନିଟ୍ ପରୀକ୍ଷାକୁ ପ୍ରତ୍ୟାଖ୍ୟାନ କରି ତାମିଲନାଡ଼ୁ ବଧାନସଭାରେ […]

ଭୁବନେଶ୍ୱର,୨୮/୦୭: ରାଜଧାନୀରେ ଗତ କିଛିଦିନ ହେଲା ପ୍ରେମ ପତାରଣା, ହେଉ ବା ପାରିବାରିକ କଳହ ହେଉ ଆତ୍ମହତ୍ୟା କ୍ରମଶଃ ବଢ଼ିବାରେ ଲାଗିଛି । ବିଶେଷକରି ମହିଳାଙ୍କ ଅପେକ୍ଷା ସହରରେ ପୁରୁଷଙ୍କ ଆତ୍ମହତ୍ୟା ହାର ଅଧିକ ରହିଛି ।ପୋଲିସରୁ ମିଳିଥିବା ତଥ୍ୟ ଅନୁସାରେ ଅଧା ବର୍ଷରେ ଗଲାଣି ୨୫୩ ଜଣଙ୍କ ଜୀବନ । କିଏ ବିଷ ଖାଇ ଆତ୍ମହତ୍ୟା କରିଥିବା ବେଳେ ଆଉ କିଏ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି । […]

କେନ୍ଦ୍ରାପଡ଼ା, ୨୮ା୭: ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡିଶା ଶାଖା ଆନୁକୂଲ୍ୟରେ କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ଓ ସମ୍ପାଦକମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଭାଗନତପୁର ଗ୍ରାମପଞ୍ଚାୟତର ବାଲିଆସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସ୍ଥାନର ମହାସଚିବ ଡ. କରୁଣାକର ପ୍ରଧାନ, ରାଜ୍ୟ ସଭାପତି ପ୍ରସନ୍ନ ମହାପାତ୍ର, ରାଜ୍ୟ ସଂଯୋଜକ ଗୈାରାଙ୍ଗ ଚରଣ ନାୟକ, କେନ୍ଦ୍ରାପଡା ଜିଲ୍ଲା ପ୍ରଭାରୀ ସତ୍ୟବ୍ରତ ରଥ, ବାଲିଆ […]

କେନ୍ଦ୍ରାପଡ଼ା, ୨୮ା୭: କେନ୍ଦ୍ରାପଡ଼ା ବ୍ଲକରେ ବ୍ୟାପକ ଦୁର୍ନୀତି ଓ ଜାଲିଆତି ହୋଇଥିବା ନେଇ ରାଜ୍ୟ ଦୁର୍ନୀତି ନିବାରଣ ମହାନିର୍ଦ୍ଦେଶକଙ୍କୁ ଅଭିଯୋଗ କରାଯାଇଛି । ଏହି ଅଭିଯୋଗରେ ଦର୍ଶାଯାଇଛି ଯେ ୫-ଟି ଯୋଜନାରେ ବିଦ୍ୟାଳୟଗୁଡିକର ନବୀକରଣ ବେଳେ କିଣାଯାଇଥିବା କୋଟି କୋଟି ଟଙ୍କାର ଆସବାବପତ୍ରରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଛି । ମଣ୍ଡଳ ଉନ୍ନୟନ ଅଧିକାରୀ ଓଡିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲ-୧୯୫୯କୁ ଉଲ୍ଲଙ୍ଘନ କରି ବିଭିନ୍ନ ଆସବାବପତ୍ର କିଣିବା […]

କେନ୍ଦ୍ରାପଡ଼ା,୨୮ା୭: ଭିଜିଲାନ୍ସ ମାମଲାକୁ ଚପାଇ ଦେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ପୂର୍ବରୁ କାର୍ଯ୍ୟ କରୁଥିବା ଜନୈକ ଶିକ୍ଷକ ଗୋଟିଏ ପରେ ଗୋଟିଏ ପଦୋନ୍ନତି ନେଇ ଏବେ ବ୍ଲକ ଶିକ୍ଷାଧିକାରୀ ହୋଇଛନ୍ତି । ଏ ନେଇ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଜଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଶିକ୍ଷକ ଜଣକ ପୂର୍ବରୁ କେନ୍ଦ୍ରାପଡ଼ା ବ୍ଲକ ଅଧିନ ନାନକାରସ୍ଥିତ ଗୋବର୍ଦ୍ଧନ ବିଦ୍ୟାପୀଠରୁ ପ୍ରାଥମିକ ଶିକ୍ଷକ ଭାବେ ଚାକିରି ଆରମ୍ଭ କରିଥିଲେ । ଏହାପରେ ସେ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଭାଜପା ସଭାପତି ସ୍ୱାଗତ କୁମାର ଦାଶଙ୍କ ତତ୍ୱାବଧାନରେ କର୍ମକର୍ତାମାନେ ସ୍ଥାନୀୟ ଗୋପ୍ତିରା ଗ୍ରାମର ଦିନ ଦରିଦ୍ର କ୍ୟାନ୍ସର ପିଡୀତା ମହିଳା ସରସ୍ୱତୀ ବାୟୀଙ୍କୁ ସହାୟତା ଯୋଗାଇ ବା ସହ ଅଧିକ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବେ ବୋଲି କହିଥିଲେ । ତାଙ୍କ ସହିତ ବରିଷ୍ଠ ନେତା ସୋମନାଥ ସତପଥୀ, ଶୁଭେନ୍ଦୁ ଦାଶ, ରାକେଶ ନାୟକ, ପ୍ରସନ୍ନ ମହାକୁଡ, କୃଷ୍ଣଚନ୍ଦ୍ର କର […]

  କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସଂସାରଫଳ ପଂଚାୟତ ମଦନପୁର ମହାବୀର ହାଇସ୍କୁଲ ଠାରେ ୧୯୭୯ ବ୍ୟାଚ ପୂରାତନ ଛାତ୍ର ଓ ଭୁବନେଶ୍ୱର ନାରାୟଣୀ ଆଇ ହସ୍ପିଟାଲର ସହଯୋଗରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଚକ୍ଷୁରୋଗ ବିଶେଷଜ୍ଞ ଡା. ରାଜେନ୍ଦ୍ର କୁମାର ଦାସ ଏହି ଶିବିରରେ ପାଖାପାଖି ୧୦୦ରୁ ଉର୍ଦ୍ଧ୍ୱ ଲୋକ ଚକ୍ଷୁ ପରୀକ୍ଷା କରାଇଥିଲେ । ସେମାନଙ୍କ ମଧ୍ୟରେ ୮୦ ପ୍ରତିଶତ ଥିଲେ ବରିଷ୍ଠ […]

କେନ୍ଦ୍ରାପଡ଼ା, ୨୭ା୭: କେନ୍ଦ୍ରାପଡା ଜିଲ୍ଲା ଜୀବିକା ମିସନ ଓ ମିଶନଶକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି । ଏହି ଦୁର୍ନୀତିର ତଦନ୍ତ କରିବା ଦାବିରେ ଆସନ୍ତା ସୋମବାର ଠାରୁ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଓସାର ଜିଲ୍ଲା ଆବାହକ ପ୍ରତାପ ମହାନ୍ତି ଜଣାଇଛନ୍ତି ଯେ ଜୀବିକା ମିଶନ ଓ ମିଶନଶକ୍ତିରେ କାର୍ଯ୍ୟରତ କୈଳାସ ଚନ୍ଦ୍ର ସେନାପତି ବହୁ ଦୁର୍ନୀତିରେ […]

କେନ୍ଦ୍ରାପଡ଼ା, ୨୭ା୭:କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ କାନ୍ଥରେ ଏକ ଓସ୍ତଗଛ ଉଠିଛି । ସେହି ଗଛଟି ଧିରେ ଧିରେ ବଢିବାରେ ଲାଗିଥିବା ଦେଖିବାକୁ ମିଳିଛି । ଭବିଷ୍ୟତରେ ସେହି ଓସ୍ତ ଗଛଟି ବଢି କାର୍ଯ୍ୟାଳୟର କାନ୍ଥକୁ ଫଠାଇ ଦେବା ସହିତ କାନ୍ଥ ଉପରେ ଥିବା ଛାତଟି ମଧ୍ୟ କ୍ଷତିଗ୍ରସ୍ତ ହେବ । ଫଳରେ ଧନଜୀବନ କ୍ଷୟକ୍ଷତି ହେବାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ବେଳହୁଁ […]