ଅବଦୁଲ କଲାମଙ୍କ ତିରୋଧାନ ଦିବସ ପାଳିତ

27 July 2024 kanika odisha 0

କେନ୍ଦ୍ରାପଡ଼ା,୨୭ା୭: ଭାରତରତ୍ନ ପ୍ରାପ୍ତ ଡଃ ଏ.ପି.ଜେ. ଅବଦୁଲ କଲାମ ସ୍ମୃତି କମିଟି ତରଫରୁ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ଏ.ପି.ଜେ. ଅବଦୁଲ କଲାମଙ୍କ ଅଷ୍ଟମ ତିରୋଧାନ ଦିବସ ପାଳନ କରାଯାଇଛି । ଅବସରପ୍ରାପ୍ତ […]

ରାଷ୍ଟ୍ରବାଦି ସଂଗଠନ ଭାରତ ବିକାଶ ପରିଷଦର ତୁଳସୀକ୍ଷେତ୍ର ଶାଖା ଗଠନ ପାଇଁ ପ୍ରସ୍ତୁତି ବୈଠକ

27 July 2024 kanika odisha 0

କେନ୍ଦ୍ରାପଡ଼ା, ୨୭ା୭: ରାଷ୍ଟ୍ରବାଦି ସଂଗଠନ ଭାରତ ବିକାଶ ପରିଷଦର ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଶାଖା ସ୍ଥାପନର ଏକ ପ୍ରସ୍ତୁତି ବୈଠକ ସଂଯୋଜକ ପ୍ରମୋଦ କୁମାର ଧଳଙ୍କ ସଂଯୋଜନା ଏବଂ ଓଡ଼ିଶା ପୂର୍ବ ପ୍ରାନ୍ତର ସଭାପତି […]

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନମେଳା

27 July 2024 kanika odisha 0

କେନ୍ଦ୍ରାପଡ଼ା,୨୭ା୭: କେନ୍ଦ୍ରାପଡା ସହରସ୍ଥ ସାନ୍ତସାହିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିଶୁବାଟିକାର ବିଭାଗର ‘ବିଜ୍ଞାନମେଳା’ ଗତ ଜୁଲାଇ ମାସ ୨୭ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଗିରିଶ ଚନ୍ଦ୍ର କର […]

NITI Aayag କ’ଣ-ଏହି ନୀତି ଆୟୋଗ, କେଉଁମାନେ ହୁଅନ୍ତି ଏଥିରେ ସାମିଲ୍‌, ଜାଣନ୍ତୁ…

27 July 2024 kanika odisha 0

ନୂଆଦିଲ୍ଲୀ,୨୭ ।୭: ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ନୀତିି ଆୟୋଗ ବୈଠକ ଜାରି ରହିଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଅଧ୍ୟକ୍ଷତା କରୁଛନ୍ତି । ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି […]

ପୂର୍ବତନ ସୈନିକ ସଂଘ କେନ୍ଦ୍ରାପଡ଼ାର ୨୫ ତମ କାର୍ଗିଲ ବିଜୟ ଦିବସ ପାଳନ

27 July 2024 kanika odisha 0

କେନ୍ଦ୍ରାପଡା ୨୬/୭- ପୂର୍ବତନ ସୈନିକ ସଂଘ ଆନୁକୂଲ୍ୟରେ ସଙ୍ଘର ସଭାପତି ଅନରାରୀ କ୍ୟାପଟେନ ସୁରେନ୍ଦ୍ର କୁମାର ସାହୁଙ୍କ ଅଧକ୍ଷତାରେ ତିନିମୁହାଣୀ ଛକ ସ୍ଥିତ ସହୀଦସ୍ତମ୍ଭ ପରିସରରେ ୨୫ ତମ କାର୍ଗିଲ ବିଜୟ ଦିବସ ପାଳନ […]

ନକଲି ଡାକ୍ତର ଗିରଫ

27 July 2024 kanika odisha 0

କେନ୍ଦ୍ରାପଡ଼ା, ୨୬ା୭- କେନ୍ଦ୍ରାପଡ଼ା ସହରରୁ ଜଣେ ନକଲି ଡାକ୍ତରଙ୍କୁ ଟାଉନ୍ ଥାନା ପୋଲିସ ଗିରଫ୍ କରିଛି । ଖବର ନେବାରୁ ଜଣାପଡିଛି ଯେ – ପୌରପରିଷଦର ୮ – ନଂ ୱାର୍ଡ ସ୍ଥିତ ଜଣେ […]

ଅଗ୍ନିବୀର(ବାୟୁସେନା)ଚୟନ ନିମନ୍ତେ ପରାମର୍ଶ ଶିବିର

27 July 2024 kanika odisha 0

କେନ୍ଦ୍ରାପଡ଼ା, ୨୬ା୭: ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ କାରଗିଲ ବିଜୟ ଦିବସ ଅବସରରେ ଅଗ୍ନିବୀର (ବାୟୁସେନା) ଚୟନ ନିମନ୍ତେ ଏକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ସ୍ୱୟଂଶାସିତ […]

ପୂର୍ବତନ ଓଏଲଏମ ଡିପିଏମଙ୍କକ ପ୍ରରୋଚନାରେ ଇସିମେମ୍ବରଙ୍କ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

26 July 2024 kanika odisha 0

କେନ୍ଦ୍ରାପଡ଼ା, ୨୬ା୭: ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ଭାବେ ଅତିରିକ୍ତ ଦାୟୀତ୍ୱରେ ଥିବା ମିଶନଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ କୈଳାସ ଚନ୍ଦ୍ର ସେନାପତିଙ୍କ ଠାରୁ ଗତକାଲି ଅତିରିକ୍ତ ଦାୟୀତ୍ୱକୁ […]

ପଟ୍ଟାମୁଣ୍ଡାଇ ସବଡିଭିଜନ ଦାବି ପ୍ରତି ବିପୁଳ ସମର୍ଥନ ; ବିଭିନ୍ନ ମହଲରୁ ପ୍ରତିକ୍ରିୟା

26 July 2024 kanika odisha 0

କେନ୍ଦ୍ରାପଡା – ପଟ୍ଟାମୁଣ୍ଡାଇ ରାଜସ୍ୱ ସବଡିଭିଜନ ପ୍ରତିଷ୍ଠା ପାଇଁ ପଟ୍ଟାମୁଣ୍ଡାଇବାସୀଙ୍କ ପକ୍ଷରୁ ଦୀର୍ଘ ୧୮ ବର୍ଷ ହେଲା ଆନ୍ଦୋଳନ, ଧାରଣା, ଅନଶନ ଜାରି ରହି ଆସିଥିବା ବେଳେ ଏବେ ଦଳମତ ନିର୍ବିଶେଷରେ ବିଭିନ୍ନ ମହଲରେ ବିପୁଳ […]

No Image

କ୍ରୀଡା ଶିକ୍ଷୟିତ୍ରୀଙ୍କ ବିରୋଧରେ ପରିଚାଳନା କମିଟିର ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ

26 July 2024 kanika odisha 0

କେନ୍ଦ୍ରାପଡ଼ା,୨୫ା୭: କେନ୍ଦ୍ରାପଡ଼ା ବ୍ଲକ ଜମଧର ପଞ୍ଚାୟତରେ ଥିବା ବଡ଼ଗାଁ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରୁଥିବା କ୍ରୀଡ଼ା ଶିକ୍ଷୟିତ୍ରୀଙ୍କ ମନମାନିି କାର୍ଯ୍ୟକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ମଣ୍ଡଳ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିଛି । […]

ବିଧାନସଭାରେ ଅସତ୍ୟ ତଥ୍ୟ ଦେଇ ସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ: ବିଜେଡି

26 July 2024 kanika odisha 0

ଭୁବନେଶ୍ୱର : ବିଧାନସଭାରେ ରାଜ୍ୟର ଜଳସେଚନ ସ୍ଥିତିକୁ ନେଇ ଆଜି ଦିଆଯାଇଥିବା ତଥ୍ୟ ଆଧାରରେ, ମାନ୍ୟବର ଜଳସେଚନ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ […]

୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

26 July 2024 kanika odisha 0

ଭୁବନେଶ୍ୱର,୨୫ା୭ : ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ […]

ଅନାବାଦୀ ଜମିକୁ ବିଲଡ଼ରକୁ ଦେବାକୁ ମସୁଧା: ପୋଲିସର ଦମନଲିଳା ପ୍ରତିବାଦରେ ଜିଲ୍ଲାସ୍ତରୀୟ ପ୍ରତିବାଦ ସଭା ୨୯ରେ , ବିଦ୍ୟାଧର ଦେହୁରୀଙ୍କ ସମେତ ୨୭ ଆଦିବାସୀଙ୍କ ଗିରଫକୁ ନିନ୍ଦା

26 July 2024 kanika odisha 0

କେନ୍ଦ୍ରପଡ଼ା- ତା ୨୫/୦୭- ଆଦିବାସୀ ଦଳିତଙ୍କ ଉପରେ ନିର୍ଯ୍ୟାତନା ପ୍ରତିବାଦରେ ସାବିତ୍ରୀ ବାଈଫୁଲେ ସେବା ସଂଘ ତରଫରୁ କେନ୍ଦ୍ରାପଡା ସହରର ତିନିମୂହାଣୀ ଠାରେ ଜିଲ୍ଲାସ୍ତରୀୟ ସମାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୨୯ […]

ଡବଲ ଇଂଜିନ ସରକାର ଡବଲ ନିରାଶ କରିଛି; ମୋହନଙ୍କ ବଜେଟ୍‌‌ ନେଇ ଖୁସି ଖବର ନାହିଁ: ନବୀନ

25 July 2024 kanika odisha 0

  ଭୁବନେଶ୍ୱର,୨୫/୭: ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବଜେଟ ଉପସ୍ଥାପନ କରିଛନ୍ତି । । ଚଳିତ ବଜେଟ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି । ରାଜ୍ୟ ବଜେଟକୁ ନେଇ […]

ଅଟୋ-ବାଇକ୍ ଧକ୍କା: ଜଣେ ମୃତ ଓ ଜଣେ ଗୁରୁତର

25 July 2024 kanika odisha 0

କେନ୍ଦ୍ରାପଡା ୨୪/୭- କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଚାଂୟତ ଜରିମୂଳ ବଜାରରୁ ପଶ୍ଚିମଭେଡା ଗ୍ରାମର ସୁନାକର ମଳିକଙ୍କ ପୁଅ ସାଗର ମଳିକ(୨୨) ସେହି ଗ୍ରାମର ରଂଜନ ମଳିକଙ୍କ ପୁଅ ମନୋଜ ମଳିକ(୨୪) ଙ୍କୁ […]

ସରକାରୀ ଜାଗା ସହ ଡ୍ରେନ୍ ଜବରଦଖଲ

25 July 2024 kanika odisha 0

ପଟ୍ଟାମୁଣ୍ଡାଇ ୨୩/୭ – କେନ୍ଦ୍ରାପଡା ଜିଲ୍ଲା ପ୍ରମୁଖ ବ୍ୟବସାୟିକ କେନ୍ଦ୍ରସ୍ଥଳ ଭାବେ ପଟ୍ଟାମୁଣ୍ଡାଇ ସହର ପରିଚିତ ହୋଇଥିବା ବେଳେ ଦିର୍ଘ ୩୬ ବର୍ଷହେବ ବିଜ୍ଞାପିତ ଓ ପୌରପରିଷଦ ଅଂଚଳ ମନ୍ୟତା ମିଳିଛି । ଏଠାରେ […]

ଅସ୍ମିତା-ବିଚାର

25 July 2024 kanika odisha 0

କେନ୍ଦ୍ରାପଡ଼ା, ୨୪ା୭: ମୁଁ ଜାଣିଛି ଏହାକୁ କେହି ପଢ଼ିବେ ନାହିଁ କିମ୍ବା ପଢ଼ିଲେ ବୁଝିଲେ ସୁଦ୍ଧା କିଛି କରିପାରିବେ ନାହିଁ । କାରଣ ସେମାନଙ୍କର ସତ୍‌ସାହସ ନାହିଁ । ବର୍ତ୍ତମାନ ଓଡ଼ିଶାରେ ଅସ୍ମିତା ଏକ […]

କେନ୍ଦ୍ରାପଡା କଲେଜ ଏସି ଚୋରି ମାମଲାର ତଦନ୍ତ ଦାୟୀତ୍ୱ ନେଲେ ଇନିସପେକ୍ଟର

25 July 2024 kanika odisha 0

କେନ୍ଦ୍ରାପଡ଼ା, ୨୪ା୭: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଲୟରୁ ଏସି ଚୋରି ମାମଲାର ତଦନ୍ତ ଦାୟୀତ୍ୱ ନେଇଛନ୍ତି ପୋଲିସ ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ । ଘଟଣାରୁ ପ୍ରକାଶ ଯେ ଏସି ଚୋରି ମାମଲାର ନିରପେକ୍ଷ ତଦନ୍ତ […]

ଦରଦାମ ବୃଦ୍ଧି ନିୟନ୍ତ୍ରଣ ଓ ମାଦକଦ୍ରବ୍ୟ ନିଷିଦ୍ଧ ଦାବିରେ ବିଧାନସଭା ସମ୍ମୁଖରେ ଏସୟୁସିଆଇ(କମ୍ୟୁନିଷ୍ଟ)ର ଗଣବିକ୍ଷୋଭ

24 July 2024 kanika odisha 0

କେନ୍ଦ୍ରାପଡ଼ା, ୨୪ା୭: ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ପକ୍ଷରୁ ଆଜି ରାଜ୍ୟରେ ନୂତନ ସରକାରଙ୍କ ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭରେ ସାଧାରଣ ମଣିଷର ଜୀବନ ଜୀବିକାର କେତେକ ମୌଳିକ ଦାବି ପୁରଣ ତଥା ଜ୍ୱଳନ୍ତ […]

କିଡ଼ନୀ ବ୍ୟାଧିଗ୍ରସ୍ତ କବି ମନୋଜଙ୍କୁ ସହାୟତାର ହାତ ବଢ଼ାଇଲା କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ

24 July 2024 kanika odisha 0

କେନ୍ଦ୍ରାପଡା, ୨୪/୭: କେନ୍ଦ୍ରାପଡ଼ା ସହର ଉପକଣ୍ଠ ଆଳିଜଙ୍ଗା ଗ୍ରାମର କିଡ଼ନୀ ବ୍ୟାଧିଗ୍ରସ୍ତ କବି ମନୋଜ ଦାସଙ୍କୁ ସହାୟତାର ହାତ ବଢ଼ାଇଛି କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜେର୍ସ(କେମ) ସଂଗଠନ । କାବ୍ୟ ସାହିତ୍ୟରେ ବିଭିନ୍ନ ଅନୁଷ୍ଠାନରୁ ପୁରସ୍କୃତ […]

ସହର ଜଳଖିଆ ଦୋକାନ ଉପରେ ସ୍ୱାସ୍ଥ୍ୟ ବିଭାଗର ଚଢାଉ: ଖାଦ୍ୟର ମାନ ଯାଂଚ କଲେ ଅଧିକାରୀ

24 July 2024 kanika odisha 0

ପଟ୍ଟାମୁଣ୍ଡାଇ ୨୫/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରର ବିଭିନ୍ନ ବଜାରରେ ଥିବା ଜଳଖିଆ ଦୋକାନ ଉପରେ ବୁଧବାର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ପକ୍ଷରୁ ଚଢାଉ କରାଯାଇ ଖାଦ୍ୟର ମାନ ଯାଂଚ କରାଯାଇଛି । […]

ରାସ୍ତା କାମରେ ଅନିୟମିତତା ଅଭିଯୋଗ : ନିର୍ମାଣର ୨ ମାସ ପୂରିନି ରାସ୍ତା ଫାଟି ଆଁ

24 July 2024 kanika odisha 0

ପଟ୍ଟାମୁଣ୍ଡାଇ ୨୪/୭ ସରକାର ଗ୍ରାଂଚଳର ଲୋକଙ୍କ ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ପ୍ରତ୍ୟେକ ବର୍ଷ ପଂଚାୟତ ସମିତି ଅଧିନରେ ବିପୁଳ ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ ଉପରେ ସରକାର ଗୁରୁତ୍ୱାରୋପ କରିଛନ୍ତି […]

ବଜେଟ୍‌କୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ , କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ । ଭାଜପା ନିଜ ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ଦେଇଥିଲା –

24 July 2024 kanika odisha 0

ଭୁବନେଶ୍ୱର,୨୩ ।୭: କେନ୍ଦ୍ର ସରକାର ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିବା ବେଳେ ପ୍ରଥମଥର ପାଇଁ କେନ୍ଦ୍ରର ଭାଜପା […]

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ-୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

23 July 2024 kanika odisha 0

କେନ୍ଦ୍ରାପଡ଼ା,୨୩ା୭: ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ୨୦୨୪ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ଆଲୋଚନା ପରେ […]