କେନ୍ଦ୍ରାପଡ଼ା,୧୧ା୭ : କେନ୍ଦ୍ରାପଡା ସହର ନିକଟ ଭ୍ରମରଦିଆପାଟଣାର ଉଦୟନଗର ଗାଁରେ ଥିବା ଟାଇମସ୍ ଗୁରୁକୂଳ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବିଦ୍ୟାର୍ଥୀ ମାନେ କ୍ଲାସ କରୁଥିବା ସମୟରେ ଅସହ୍ୟ ଗୁଳୁଗୁଳି ଓ ବିଦ୍ୟୁତ ବିଭ୍ରାଟ ଯୋଗୁ ୧୨ ଛାତ୍ରୀଛାତ୍ର ସଂଜ୍ଞାହୀନ ହୋଇ ପଡିଛନ୍ତି । ବିଦ୍ୟାଳୟ ପକ୍ଷରୁ ସେମାନଙ୍କୁ କେନ୍ଦ୍ରାପଡା ଜିଲା ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଦ୍ୟାଳୟରେ […]










