କେନ୍ଦ୍ରାପଡ଼ା ସଦର, ୩୦ା୭: କେନ୍ଦ୍ରାପଡା ଗୁଲନଗର ପଞ୍ଚାୟତ ଅନ୍ତର୍ଗତ ସୁଜାନଗର ଗ୍ରାମର ବାବାଜୀ ବାରିକଙ୍କ ପୁଅ ଦୟାନିଧି ବାରିକ(୩୫)ଙ୍କର ଦିଲ୍ଲୀସ୍ଥିତ ବାସ ଭବନରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଯାଇଛି । ଶ୍ରୀ ବାରିକ ୧୨ବର୍ଷ ତଳେ ଦିଲ୍ଲୀ ଆଇଟିଆଇ ପଢିବାକୁ ଯାଇଥିଲେ । ଏହାପରେ ହରିୟାନା ଗୁଡ୍ଗାଓଁ ଠାରେ ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଥିଲେ । ଆଜି ସକାଳେ ତାଙ୍କ ବାସ ଭବନରେ ଇନଭର୍ଟର ମରାମତି କରୁଥିବା ବେଳେ […]
Day: 30 July 2024
କେନ୍ଦ୍ରାପଡ଼ା, ୩୦ା୭: କେନ୍ଦ୍ରାପଡା ଜିଲ୍ଲା ଜୀବିକା ମିଶନ ଓ ମିଶନଶକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ଦାବିରେ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛିି । ସରକାରୀ ଯୋଜନାରେ ଆସୁଥିବା ଅନୁଦାନକୁ ଲୁଟ୍ କରିବାରେ ସାମିଲ ଥିବା ଜିଲ୍ଲା ପ୍ରକଳ୍ପ ସଂଯୋଜକ ତଥା ଜିଲ୍ଲା ପ୍ରକଳ୍ପ ପରିଚାଳକ କୈଳାସ ଚନ୍ଦ୍ର ସେନାପତିଙ୍କୁ ବହିଷ୍କାର କରାଯିବା ଓ ମିଥ୍ୟା […]
ଡେରାବିଶ ୩୦/୭ ବେବର୍ତ୍ତା ଅଜୟ ଦାଶ-କେନ୍ଦ୍ରାପଡା ସଦର ଥାନା ଅଂଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର ହୋଇଥିବା ନେଇ ମଙ୍ଗଳବାର ରାତି ୯ରେ ପିଡୀତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ ଜଣେ ଯୁବକ ପ୍ରଲୋଭନ ଦେଖେଇ ବାରମ୍ବାର ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦର୍ଶା ଯାଇଛି। ଏହା ପରେ ଯୁବକ ତାଙ୍କୁ ଧରାଛୁଆଁଦେଇନଥିବା ବେଳେ ଯୁବତୀ ତାଙ୍କ ପରିବାରଙ୍କୁ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ […]
କେନ୍ଦ୍ରାପଡ଼ା,୩୦ା୭: କେନ୍ଦ୍ରାପଡା ବ୍ଲକର ଭାଗବତପୁର ପଞ୍ଚାୟତ ଅନ୍ତର୍ଗତ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ଓ ବରିଷ୍ଠ ନାଗରିକ ମଞ୍ଚ, ବାଲିଆ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ୬ଟି ଉଚ୍ଚ ବିଦ୍ୟାଳୟର ୮ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ବାଲିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସଭାପତି ପୁରୁଷୋତ୍ତମ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ଡ. […]
କେନ୍ଦ୍ରାପଡ଼ା,୩୦ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଜାତୀୟ ଶିକ୍ଷାନୀତି ୨୦୨୦ର ଚତୁର୍ଥ ବାର୍ଷିକ ପୂର୍ତ୍ତୀ ଉପଲକ୍ଷେ ବିଦ୍ୟାଳୟରେ ଜୁଲାଇ ମାସ ୨୨ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସାତଦିନ ବ୍ୟାପୀ ଏହି ଉତ୍ସବ ପାଳିତ ହୋଇଥିଲା । ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ଦାସଙ୍କ ତତ୍ତ୍ୱାବଧାନରେ ପ୍ରଥମ ଦିବସରେ ଟିଏଲ୍ଏମ୍ ପ୍ରସ୍ତୁତି ଓ ପ୍ରୟୋଗ, ଦ୍ୱିତୀୟ ଦିବସରେ ଏଫ୍ଏଲ୍ଏନ୍ ଦିବସ, […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ସମସ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପଟ୍ଟାମୁଣ୍ଡାଇ ପୌରାଂଚଳରେ ଥିବା ସର୍ବ ପୂରାତନ ବିଦ୍ୟାଳୟ ଏମଏନ ହାଇସ୍କୁଲ ଠାରେ ଶିକ୍ଷା ସପ୍ତାହ ଆରମ୍ଭ ହୋଇଥିବା ବେଳେ ସପ୍ତାହ ବ୍ୟାପି ଏହି ଶିକ୍ଷଣୀୟ କାର୍ଯ୍ୟକ୍ରମ ସୋମବାର ଦିନ ଶେଷ ହୋଇଛି ।ପ୍ରଥମ ଦିନରେ ଛାତ୍ରୀଛାତ୍ରମାନେ ବିଷୟ ଭିତିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ଦ୍ୱିତୀୟ […]
ନୂଆଦିଲ୍ଲୀ, ୨୯ା୭- ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ସୋମବାର ଲୋକସଭାରେ ବଜେଟ୍ ବିଷୟରେ କହିଛନ୍ତି । ଏହି ସମୟରେ ସେ ଅଭିମନ୍ୟୁ, ଚକ୍ରବ୍ୟୁହ, ଶିବଙ୍କ ଶୋଭାଯାତ୍ରା, ଭୟର ବାତାବରଣ ଆଦି ସମ୍ପର୍କରେ କହିଛନ୍ତି । ସେ କହିଛନ୍ତି ଯେ ଦେଶ ଆଜି ‘ଚକ୍ରବ୍ୟୁହ’ରେ ଫଶି ଯାଇଛି । ଦେଶକୁ ଏଭଳି ସ୍ଥିତିରେ ବିଜେପି ସରକାର ପକାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତିରେ ପିନ୍ଧୁଥିବା ପଦ୍ମଫୁଲ (ବିଜେପି) ସରକାର ଦେଶର […]
ଭୁବନେଶ୍ୱର, ୨୯ା୭ ବିଧାନସଭାରେ ବଜେଟ ଆଲୋଚନାବେଳେ ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଏଥର ବଜେଟ ଗେମ ଚେଞ୍ଜର ନୁହେଁ, ନେମ ଚେଞ୍ଜର । ବିଜେଡି ସରକାରର ୮୦%ରୁ ଅଧିକ ଯୋଜନା ଆପଣେଇଛନ୍ତି ନୂଆ ସରକାର । ବାକି ୨୦ ପ୍ରତିଶତ ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି । ସୁଭଦ୍ରା ପାଇଁ ୧ ଲକ୍ଷ କୋଟି ଦରକାର, କିନ୍ତୁ ବଜେଟରେ […]










