ଡେରାବିଶ ୩୦/୭ ବେବର୍ତ୍ତା ଅଜୟ ଦାଶ-କେନ୍ଦ୍ରାପଡା ସଦର ଥାନା ଅଂଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର ହୋଇଥିବା ନେଇ ମଙ୍ଗଳବାର ରାତି ୯ରେ ପିଡୀତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ ଜଣେ ଯୁବକ ପ୍ରଲୋଭନ ଦେଖେଇ ବାରମ୍ବାର ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦର୍ଶା ଯାଇଛି। ଏହା ପରେ ଯୁବକ ତାଙ୍କୁ ଧରାଛୁଆଁଦେଇନଥିବା ବେଳେ ଯୁବତୀ ତାଙ୍କ ପରିବାରଙ୍କୁ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ କେନ୍ଦ୍ରାପଡା ସଦର ଥାନା କେଶ ନଂ ୪୧୯/୨୪ ରେଏକ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ଜାରିରହିଥିବା ଥାନା ଅଧିକାରୀ ସରୋଜ କୁମାର ସାହୁ ସୂଚନା ଦେଇଛନ୍ତି ।
kanikanews.in
Next Post
ଓଡିଶା ଜୀବିକା ମିଶନରେ ଦୁର୍ନୀତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓସାର ଧାରଣା ଦ୍ୱିତୀୟ ଦିନରେ
Tue Jul 30 , 2024
କେନ୍ଦ୍ରାପଡ଼ା, ୩୦ା୭: କେନ୍ଦ୍ରାପଡା ଜିଲ୍ଲା ଜୀବିକା ମିଶନ ଓ ମିଶନଶକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ଦାବିରେ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛିି । ସରକାରୀ ଯୋଜନାରେ ଆସୁଥିବା ଅନୁଦାନକୁ ଲୁଟ୍ କରିବାରେ ସାମିଲ ଥିବା ଜିଲ୍ଲା ପ୍ରକଳ୍ପ ସଂଯୋଜକ ତଥା ଜିଲ୍ଲା ପ୍ରକଳ୍ପ ପରିଚାଳକ କୈଳାସ ଚନ୍ଦ୍ର ସେନାପତିଙ୍କୁ ବହିଷ୍କାର କରାଯିବା ଓ ମିଥ୍ୟା […]

You May Like
- 2 years ago
ରାଜ୍ୟପାଳ ରଘୁବର ଦାସଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ
- 1 year ago
ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ବୈଠକ
- 10 months ago
ପଟ୍ଟାମୁଣ୍ଡାଇ କଲେଜ ଦର୍ଶନ ବିଭାଗ ଆଲୋଚନାଚକ୍ର