କିଛି ବ୍ୟକ୍ତିତ୍ୱ ଥାନ୍ତି ଯିଏ ମାନବିକତାର ପରିଚୟ ଦେଇଥାନ୍ତି । ଦରକାର ପଡିଲେ ଲୋକଙ୍କୁ ସହାୟତା କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ରାଜନଗରର ପୂର୍ବତନ ବିଧାୟକ ବିଶିଷ୍ଠ ବିଜେଡି ନେତା ଅଂଶୁମାନ ମହାନ୍ତି। ସେ ତାଙ୍କ ମାନବିକତାର ପରିଚୟ ଦେଇଛନ୍ତି । ଦୁର୍ଘଟଣା ଗ୍ରସ୍ତ ଅଜଣା ଯୁବକଙ୍କୁ ଚିକିତ୍ସା ପାଇଁ ନିଜ ଗାଡ଼ିରେ ମେଡ଼ିକାଲ ନେଇ ନିଜର ମାନବିକତା ଦେଖାଇଛନ୍ତି । ତାଙ୍କର […]
Day: 7 August 2024
କେନ୍ଦ୍ରାପଡ଼ା, ୬ା୮: କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ଚଁପୁରହାଟ ନିକଟସ୍ଥ ବନ୍ଧସାହି ଠାରେ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ମନୋଜ କୁମାର ସ୍ୱାଇଁଙ୍କ ମା’ସ୍ୱର୍ଗତା କଢି ସ୍ୱାଇଁଙ୍କର ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା, ବିଜେଡି ନେତା […]
କେନ୍ଦ୍ରାପଡ଼ା,୬ା୮: ଗୋଟେ ନାରୀର କେଶ ହିଁ ତା ସୌନ୍ଦର୍ଯ୍ୟର ବହୁତ ବଡ଼ ଅଂଶ ହୋଇଥାଏ । ସେଇଥିପାଁଇତ କେଶକୁ ନେଇ କିଏ କେତେ ପ୍ରକାରର ଡିଜାଇନ କରିଥାନ୍ତି । ନିଜ କେଶର ଯତ୍ନ ପାଁଇ ବିୟୁଟି ପାର୍ଲର ଯିବାକୁ ପଡିଥାଏ ଆଉ ପାର୍ଲରର ବିୟୁଟିସିଆନମାନଙ୍କ ଦ୍ୱାରା କେଶକୁ ଅତ୍ୟାଧୁନିକ ମେସିନ ସାହାଯ୍ୟରେ ବିଭିନ୍ନ ପ୍ରକାରର ସଜ କରିଥାଏ ନାରୀଟିଏ । କେନ୍ଦ୍ରାପଡ଼ା ବିୟୁଟିସିଆନ ୱେଲଫେୟାର ଆସୋସିଏସନ ପକ୍ଷରୁ ହୋଟେଲ ଗୋଲଡେନ […]










