କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ପଂଚାୟତ ଅଇନପଡା ଆର ଆଇ ଅଫିସ ଗୃହ ୧୯୬୦ ମସିହାରେ ନିର୍ମାଣ କରାଯାଇଥିଲା । ଏକ ଆଜବେଷ୍ଟସ ଘରେ କୌଣସିମତେ ଆର ଆଇ ଅଫିସ ଚାଲିଛି । ମାତ୍ର ଦୀର୍ଘ ବର୍ଷ ହେବ ଏହା ଜୀର୍ଣ୍ଣଶୀର୍ଣ୍ଣ ହୋଇପଡିବା ସହିତ ଅତ୍ୟନ୍ତ ବିପଦ ସଂକୁଳ ଅବସ୍ଥାରେ ରହିଛି । କେଉଁ ମୁହୂର୍ତରେ ଭୁଶୁଡି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଅଇନପଡା ଆର […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳରେ ଜଳନିଷ୍କାସନ ବ୍ୟବସ୍ଥା ପଙ୍ଗୁ ହୋଇଯାଇଛି । ଅସ ରାଏ ବର୍ଷା ହେଲେ ସହର ବିଭିନ୍ନ ସ୍ଥାନରେ ବର୍ଷା ଜଳ ସୁଅ ଛୁଟୁଛି । ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ରାସ୍ତା ଓ କଲେଜ ରାସ୍ତାରେ ଦିନ ଦିନ ଧରି ବର୍ଷା ପାଣି ଜମି ରହି ଦୁର୍ଗନ୍ଧ ହେବା ସହିତ ଯାତାୟାତରେ ବାଧା ସୃଷ୍ଟି କରୁଛି । ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲକୁ ଯିବା ଆସିବା […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତର ସରପଂଚଙ୍କ ଦିର୍ଘଦିନ ହେବ ଦେହାନ୍ତ ପରେ ମଧ୍ୟ ଉପନିର୍ବାଚନ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେବାରୁ ପଂଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ବୁଦ୍ଧିଜିବୀ ପାରେଶ୍ୱର ସେଠୀ ପଂଚାୟତବାସୀ ଦସ୍ତଖତ ସହିତ ଏକ ଚିଠି ଲେଖି ଗତ ଜୁଲାଇ ମାସ ୨୯ରେ ରାଜ୍ୟ ନିର୍ବାଚନ କମିଶନର ଓ ପଂଚାୟତ ରାଜ ପାନୀୟଜଳ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । […]