କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା



କେନ୍ଦ୍ରାପଡ଼ା,୨ା୧୦: ବୁଧବାର  ସକାଳ ୯ ଘଟିକା ସମୟରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଗରାପୁର ଛକ ଗାନ୍ଧୀ ପୀଠରେ ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରି ଶତାଧିକ ଦଳୀୟ କର୍ମୀ ଓ ପଦାଧିକାରୀଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ପଦଯାତ୍ରା କରି ତିନିମୁହାଣୀସ୍ଥିତ ଦାଣ୍ଡି ଯାତ୍ରା ସ୍ମାରକୀ ପୀଠରେ ପହଞ୍ôଚଥିଲେ । ସେଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ତିନିମୁହାଣୀଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାକୁ କେନ୍ଦ୍ରାପଡା ବ୍ଲକ ସଭାପତି ଆଲୋକ ସାହୁ ପରିଚାଳନା କରିଥିଲେ । ଏଥିରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଉଦ୍‌ବୋଧନ ଦେଇ ଗାନ୍ଧୀ ଚିନ୍ତା ଓ ଚେତନାରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ ସଭାରେ ଜିଲ୍ଲାପରିଷଦର ସଭାପତି ଶୁଶ୍ରୀ ଲିଲିତା ଦାସ, ପୌରାଧ୍ୟକ୍ଷା ସରିତା ସାହୁ, ବିଜେଡି ଜିଲ୍ଲା ସଭାପତି ଧିରେନ ସାହୁ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ମାହାପାତ୍ର, ଜିଲ୍ଲା ମହିଳା ସଭାପତି ରୋସନା ସାହୁ, ବ୍ଲକ ମହିଳା ସଭାପତି ସୁମିତ୍ରା ପାଢୀ, ନଗର ମହିଳା ସଭାପତି ସ୍ୱୟଂପ୍ରଭା କର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଦୁର୍ଗାଶିଷ ମହାନ୍ତି, ଶିବ ପ୍ରସାଦ ଭୋଳ, କଳାକାର ମଲ୍ଲିକ, ଜିଲ୍ଲା ଯୁବ ସଭାପତି ରାଜେଶ ଦାସ, ଜିଲ୍ଲା ଛାତ୍ର ସଭାପତି ପ୍ରଦୀପ ସାହୁ, ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ ସାହୁ, ରବି ସାମଲ, ରାଜୁ କୁବେର, ରାଜେଶ ପଣ୍ଡା, ରାଜେଶ ମହାନ୍ତି, ପୂର୍ବତନ କାଉ୍‌ନସିଲର ମୁକ୍ତାର ଖାଁ, ହିଫ୍‌ଜୁଲ ରହେମାନ, ଏସ୍‌କେ ଚନ୍ଦନ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମି ରଞ୍ଜନ ରାଉତ, ନିର୍ମଳା ମହାନ୍ତି , ପ୍ରିୟଦର୍ଶିନୀ ତରାଇ, ସଙ୍ଗମ ସାମଲ, ପ୍ରକାଶ ସାହୁ, ରତିକାନ୍ତ ସାମଲ, ପ୍ରଦ୍ୟୁମ୍ନ ଜେନା, , ଅନନ୍ତ ସେଠୀ, ଟୁକୁ ବିଶ୍ୱାଳ, ନାରାୟଣ ପରିଡା, ପ୍ରଭାତ ଉଡାଣ ସିଂ, ଅକ୍ଷୟ ମଳିକ, ସମିତି ସଭ୍ୟ ନିରଞ୍ଜନ ବାରିକ, ଶଶାଙ୍କ ଶେଖର ବିଶ୍ୱାଳ, ଅଭୟ କୁମାର ସ୍ୱାଇଁ, ରାମଚନ୍ଦ୍ର ସେଠୀ, ରଶ୍ମି ରଞ୍ଜନ ବେହେରା, ଧନେଶ୍ୱର ପ୍ରଧାନ, ବିଶ୍ୱଜିତ ମହାନ୍ତି, ଜ୍ୟୋତିରଞ୍ଜନ ପ୍ରଧାନ, ଅମ୍ବିକା ମଲ୍ଲିକ, ଲୋପାମୁଦ୍ରା ବାରିକ, ସବିତା ସାହୁ, ମିନତୀ ପରିଡା, ଭକ୍ତିମୟୀ କର, ସମ୍ବିତ ଶ୍ରୀଚନ୍ଦନ, ମୁନା ପରିଡା, ବିଜୟ ମଣ୍ଡଳ, ଅଶିତ୍‌ବନ୍ଧୁ ଧଳ, ମାନସ ଦାସ, ସାହେବ ସହଲି ଦାସ, ମୃତ୍ୟୁଞ୍ଜୟ ମହାନ୍ତି, ଲୋହିତ ମହାନ୍ତି, ମହନି ଆଚାର୍ଯ୍ୟ, ତ୍ରିଲୋଚନ ପାତ୍ର, ବାସୁଦେବ ଜେନା, ଅଦୈତ ଜେନା, ସୁଦାମ ବେହେରା, ଚିତ୍ତ ସାହୁ, ମନାନ ବେଗ, ଚିତ୍ରସେନ ପରିଡା, ଅଶ୍ୱିନି ପାତ୍ର, କାଉନ୍‌ସିଲର ଉମେଶ ନାୟକ, ସୁଭାଶିଷ ପଣ୍ଡା, ନିରାକର ସ୍ୱାଇଁ, ପ୍ରଦୀପ୍ତ ଜେନା, ନାରାୟଣ ସାହୁ, ପ୍ରଭାତ ମଳିକ, ଲକ୍ଷ୍ମଣ ଦାସ, ପ୍ରମୋଦ ଲେଙ୍କା ଓ ସମସ୍ତ ପୌର ସଭ୍ୟ/ସଭ୍ୟା ଓ ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ/ସଭ୍ୟା, ପଞ୍ଚାୟତ ସଭାପତି ଉପସ୍ଥିତ ଥିଲେ । ଶେଷରେ ନଗର ବିଜେଡି ସଭାପତି ଯଯାତି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ସରକାରୀ ବିଫଳତା ବିରୋଧରେ ବିଜେଡିର ରଣହୁଙ୍କାର : ପଟ୍ଟାମୁଣ୍ଡାଇ ବିଜେଡି ଜନସମ୍ପର୍କ ପଦଯାତ୍ରା

Wed Oct 2 , 2024
ପଟ୍ଟାମୁଣ୍ଡାଇ ୨/୧୦ -ରାଜ୍ୟରେ ବିଭିନ୍ନ ସ୍ଥାନରେ ଲୋକଙ୍କ ସହ ଯୋଡିହେବାକୁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ରାଜ୍ୟବ୍ୟାପି ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମସ୍ତଙ୍କୁ ଏକଜୁଟ ହୋଇ ଦଳପାଇଁ କାମ କରିବାକୁ ବିଜେଡି ସୁପ୍ରିମୋ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ନବୀନଙ୍କ ଆହ୍ୱାନ କ୍ରମେ ବୁଧବାର ସକାଳ ୯ରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା […]

You May Like