କେନ୍ଦ୍ରାପଡ଼ା,୬ା୧୧: କେନ୍ଦ୍ରାପଡା ଜିଲ୍ଲାସ୍ତରୀୟ କଳାଉତ୍ସବ ଆଜି କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ପେଡାଗୋଜି କୋଅର୍ଡିନେଟର କୀରଣ ତୃଷ୍ଣା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ର ଯୋଗଦାନ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କଳାଉତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନନୀୟ ଅତିଥି ଭାବରେ ଏଫ୍ସି ସୂର୍ଯ୍ୟନାରାୟଣ ମିଶ୍ର, କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ […]
Day: 6 November 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବିଡିଓଙ୍କ ଚ୍ୟାମ୍ବର ଭିତରେ ଜନୈକ ଯୁବକ ଟେବୁଲ, ଚେୟାରକୁ ଗୋଇଠା ମାରି ବଡିଓଙ୍କୁ ଦୁବ୍ୟବହାର ଓ ଆକ୍ରମଣ କରିବା ଘଟଣାରେ ବୁଧବାର ବ୍ଲକର କାର୍ଯ୍ୟରତ କର୍ମଚାରୀ ମାନେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କଲମ ଛାଡ ଆନ୍ଦୋଳନ କରିଛନ୍ତି । ମଙ୍ଗଳବାର ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଏହି ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିନଥିବା ବେଳେ ଆଜି […]










