କେନ୍ଦ୍ରାପଡାର ସ୍ୱାର୍ଥ ପାଇଁ ବିଜେଡିର ଲଢେଇ ଜାରି ରହିବ



କେନ୍ଦ୍ରାପଡା,୧୩ା୧୧: ଆଜି କେନ୍ଦ୍ରାପଡା ବ୍ଲକ ଜୋନ ନଂ ୬ ଓ ୮ରେ ମିଳିତ ଭାବେ ବିଜେଡି ତରଫରୁ ଜନସମ୍ପର୍କ ପଦଯାତ୍ରା ଭରତପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଆରମ୍ଭ ହୋଇ କଳପଡା ହାଇସ୍କୁଲ ନିକଟରେ ସମାପିତ ହୋଇଥିଲା । ବିଧାୟକ ଗଣେଶ୍ୱର ବେହେରା ଏହି ଯାତ୍ରାର ନେତୃତ୍ୱ ନେଇ ଅଭିଭାଷଣରେ କହିଥିଲେ ବିଜେଡି ଜନ ସମସ୍ୟା ଓ ସମ୍ମାନକୁ ନେଇ ତା’ର ସଂଗ୍ରାମ ଜାରି ରଖିଛି । ବିକଶିତ ଓଡିଶା ଗଠନ ନିମନ୍ତେ ବିରୋଧୀ ଦଳର ସହଯୋଗ ଅପରିହାର୍ଯ୍ୟ । ବିରୋଧୀଙ୍କ ସହଯୋଗ ସୁନିଶ୍ଚିତ କରିବାକୁ ହେଲେ ବିରୋଧୀଙ୍କ ମତକୁ ସମ୍ମାନ ଦେବା ବିଧେୟ । ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସରକାରଙ୍କୁ ଗଠନମୂଳକ ସହଯୋଗ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ଓ ତଦନୁଯାୟୀ ରାଜ୍ୟ ସ୍ୱାର୍ଥ ପାଇଁ ଏକାଠି ଗଢା ହେବାକୁ ସମସ୍ତ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ମହାପାତ୍ର, ବ୍ଲକ ସଭାପତି ଆଲୋକ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ, ନିର୍ମଳା ମହାନ୍ତି, ଯୁବ ବିଜେଡି ସମ୍ପାଦକ ଲୋହିତ ମହାନ୍ତି, ପୀତବାସ ବେହେରା, ସମିତି ସଭ୍ୟ ଚିନ୍ମୟୀ ସାହୁ, ରାଜୁ କୁବେର, ଚିତ୍ତରଞ୍ଜନ ପୃଷ୍ଟି, ସୁଶାନ୍ତ କୁମାର ଦାସ, ଲୋପାମୁଦ୍ରା ପାଢୀ, ଦାମୋଦର ଜେନା, ଅଭିରାମ ମହାନ୍ତି, ସଂଗମ ସାମଲ, ଧିରେନ୍ଦ୍ର ସ୍ୱାଇଁ, ନଗେନ୍ଦ୍ର ରାଉତ, ଧରଣୀଧର ଦାସ, ଗୌରାଙ୍ଗ ଲେଙ୍କା, ସତ୍ୟବାଦୀ ପ୍ରଧାନ, ଅଜୟ କୁମାର ମଲ୍ଲିକ, ସର୍ଫରାଜ ଖାଁ, ବସନ୍ତ କୁମାର ରାଉତ, ସାରଦା ପ୍ରସନ୍ନ ରାଉତ, ଜିନତ୍ ପ୍ରିୟଦର୍ଶିନୀ ରାଉତ, ସରପଞ୍ଚ ନିରଞ୍ଜନ ରାଉତ, ନିଳାମ୍ବର ମଲ୍ଲିକ, ବ୍ଲକ ମହିଳା ସଭାପତି ସୁମିତ୍ରା ପାଢୀ, ସୁଧୀର କୁମାର ବେହେରା, ଗଣେଶ୍ୱର ନାୟକ, ନନ୍ଦକିଶୋର ସେଠୀ, ବିଜୟ କୁମାର ସ୍ୱାଇଁ, ଅନାମ ଚରଣ ଖଟୁଆ, ପ୍ରସନ୍ନ ରାଉତ, ପ୍ରକାଶ ଲେଙ୍କା, ଅଯୋଧ୍ୟା ବିଶ୍ୱାସ, ପ୍ରଣତି ବେହେରା, ପ୍ରଶାନ୍ତ ଦାସ, ମୃତ୍ୟୁଞ୍ଜୟ ମହାନ୍ତି, ଶୈଳେନ୍ଦ୍ର ସ୍ୱାଇଁ, ଗୋବର୍ଦ୍ଧନ ମଲ୍ଲିକ, ପିଣ୍ଟୁ ମହାନ୍ତି, ଦେବାଶୀଷ ସ୍ୱାଇଁ, ସରୋଜ ସାହୁ, ସୁରେନ୍ଦ୍ର ଜେନା, ଲାଲ ବାବୁ, ଚାନ୍ଦ ବାବୁ, ସୁଧୀର ସ୍ୱାଇଁ, ମାନସ ଦାସ, ତୋଫାନ ସ୍ୱାଇଁ, ବିଚିତ୍ର ଲେଙ୍କା, ଶିବପ୍ରସାଦ ସାହାଣୀ, ରଞ୍ଜନ ନାୟକ, ସୋବନି ସାହୁ, ସୁର ସାହୁ, ସୁଜିତ କୁମାର ବେହେରା, ପ୍ରଭାତ ଜେନା, ରଞ୍ଜନ ଜେନା, ସନତ ନାୟକ, କିଶୋର ନାଥ, ରତିକାନ୍ତ ସାମଲ ପ୍ରମୁଖ ସାମିଲ ହୋଇଥିଲେ ।


Next Post

ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ସଚେତନତା ଶୋଭାଯାତ୍ରା

Wed Nov 13 , 2024
ପଟ୍ଟାମୁଣ୍ଡାଇ ତା ୧୩/୧୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡା ଭଜନେଶ୍ୱର ହାଇସ୍କୁଲ ଶକ୍ତି କ୍ଳବ ପକ୍ଷରୁ ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମକୁ ହାଇସ୍କୁଲର ପ୍ରଧାନଶିକ୍ଷକ ଅନନ୍ତ କିଶୋର ବେହେରା ପତାକା ଦେଖାଇ ଉଦଘାଟନ କରିଥିଲେ ।  ସ୍କାଉଟ ଶିକ୍ଷକ ତଥା ଶକ୍ତି କ୍ଲବ ମାର୍ଗ ଦର୍ଶକ ଶିକ୍ଷକ ଗୋଲକ ବିହାରୀ ଭୂୟାଁଙ୍କ ନେତୃତ୍ୱରେ ମଣ୍ଡପଡା […]

KANIKA