କେନ୍ଦ୍ରାପଡ଼ା,୨୬ା୧୧: ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ମଧ୍ୟବର୍ତ୍ତୀକାଳୀନ ସଭା ବନ୍ଧୁମିଳନ ଆସର ରାପୁରସ୍ଥ କାର୍ଯ୍ୟାଳୟଠାରେ ବରିଷ୍ଠ ସଭ୍ୟ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଗଠନର ସର୍ବ ବରିଷ୍ଠ ସଭ୍ୟ ତଥା ମୁଖ୍ୟ ଉପଦେଷ୍ଟା ମନ୍ମଥ ନାଥ ରାୟଙ୍କ ଅସୁସ୍ଥତା ନେଇ ଗଭୀର ଦୁଃଖ ପ୍ରକାଶ କରାଯିବା ସହ ଆଶୁ ଆରୋଗ୍ୟ ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସମ୍ପାଦକ ନରୋତ୍ତମ ଜେନା ବିବରଣୀ ପାଠ […]










