Day: 3 December 2024

ପାବନ କ୍ଷେତ୍ରରେ ଦେବ ଦୀପାବଳି ଉତ୍ସବ

କେନ୍ଦ୍ରାପଡା,୩ା୧୨: ସନ୍ଧ୍ୟାରେ କୋରୋସ୍ଥିତ ପାବନ କ୍ଷେତ୍ରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବ ଦୀପାବଳି ଉତ୍ସବ ଯଥାବିଧି ପାଳିତ ହୋଇଯାଇଛି । ମନ୍ଦିର ପରିଚାଳନା ସମିତିର ସଂପାଦକ...

ପଟ୍ଟାମୁଣ୍ଡାଇ କଲେଜରେ ୟୁଥ ରେଡକ୍ରସ ଜିଲ୍ଲା ପ୍ରଶିକ୍ଷଣ ଶିବିର

ପଟ୍ଟାମୁଣ୍ଡାଇ ୩/୧୨ -ପଟ୍ଟାମୁଣ୍ଡାଇ କଲେଜରେ ୟୁଥ ରେଡକ୍ରସ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ୩ଦିନ ବ୍ୟାପି ଆୟୋଜିତ ପ୍ରଶିକ୍ଷଣ ଶିବିରକୁ...

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ, ଭିନ୍ନକ୍ଷମମାନେ କାହାର ଦୟାର ପାତ୍ର ନୁହନ୍ତି

କେନ୍ଦ୍ରାପଡ଼ା,୩ା୧୨: କେନ୍ଦ୍ରାପଡାରେ ଏକ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପୈାରସଂସ୍ଥା ଟାଉନ ହଲ ପରିସରରେ ଖୁବ ଧୁମଧାମ ସହ ପାଳନ ହୋଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ...

ମା’ ରମାଦେବୀ ଥିଲେ ନାରୀ ସଶକ୍ତିକରଣର ଅଗ୍ରଧାବିକା

କେନ୍ଦ୍ରାପଡ଼ା,୩ା୧୨: ଆଜିକୁ ଶହେ ବର୍ଷ ପୂର୍ବେ ଯେତେବେଳେ ଦେଶରେ ମହିଳାମାନେ ଘର କୋଣରୁ ବାହାରକୁ ଆସିବା କଳ୍ପନାତୀତ ଥିଲା ସେତେବେଳେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ୧୯୨୧ ମସିହାରେ...

ଶିବାନନ୍ଦ ଆଶ୍ରମରେ ଭାଗବତ ସପ୍ତାହ ଉଦଯାପିତ

କେନ୍ଦ୍ରାପଡ଼ା,୩ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଞ୍ଚାୟତର ପିଙ୍ଗଳ ଶିବାନନ୍ଦ ସେବାଶ୍ରମରେ ଶ୍ରୀମଦ୍ ଭାଗବତ ସପ୍ତାହ ମହାଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ଭାଗବତ ସପ୍ତାହର ପ୍ରତିଦିନ ଭାଗବତ...

କୋରୋ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆରୋଗ୍ୟ ଶିବିର

କେନ୍ଦ୍ରାପଡା,୩ା୧୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ଆୟୁଷ୍ନାନ ଆରୋଗ୍ୟ ମନ୍ଦିରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବାରୋ ଗ୍ରାମ ପଞ୍ଚାୟତ ସମେତ...

କାର ଲୁଟ ଘଟଣାର ପର୍ଦାଫାଶ : ଚୋରୀ କାର ଉଦ୍ଧାର କଲା ପୋଲିସ, ୨ କୋର୍ଟ ଚାଲାଣ

ପଟ୍ଟାମୁଣ୍ଡାଇ ୩/୧୧  -ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସକୁ ବଡ ସଫଳତା ମିଳିଛି । ଗତ ୨୯ ତାରିଖରେ ସ୍ପଷ୍ଟ ଦିବାଲୋକରେ ଚୋରି ହୋଇଥିବା ହୁଣ୍ଡାଇ କାରକୁ ଭୁବନେଶ୍ୱର...

ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା ଦାବିରେ ଛାତ୍ରକଂଗ୍ରେସର ବିଧାନ ସଭା ଘେରାଉ ଅଭିଯାନ

ପଟ୍ଟାମୁଣ୍ଡାଇ ତା ୩/୧୨ - ଓଡିଶାର ଅନ୍ୟତମ ପ୍ରମୁଖ ବାଣିଜ୍ୟକ ପେଣ୍ଠ ତଥା କେନ୍ଦ୍ରାପଡ଼ା ଜଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇ ରାଜ୍ୟ ରାଜନୀତିରେ ସ୍ୱତନ୍ତ୍ର ପରିଚୟ...