Day: 27 December 2024

ଅଦିନିଆ ବର୍ଷାରେ ଫସଲ ନଷ୍ଟ , ସମବାୟ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର, ୨୭/୧୨/୨୦୨୪ ବିଭିନ୍ନ ଗଣମାଧ୍ୟମରେ ଅଦିନିଆ ବର୍ଷାରେ ଫସଲ ନଷ୍ଟ ସମ୍ପର୍କିତ ପ୍ରକାଶିତ ଓ ପ୍ରସାରିତ ଖବରକୁ ଗମ୍ଭୀରତାର ସହ ଗ୍ରହଣ କରି ଶୁକ୍ରବାର ସମବାୟ, ବୟନ,...

ଲାଲ ବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମର ବନ୍ଧୁମିଳନ ଉତ୍ସବ

କେନ୍ଦ୍ରାପଡ଼ା,୨୭ା୧୨: କେନ୍ଦ୍ରାପଡା ଜିଲ୍ଲା ମେହେନ୍ଦିପୁରସ୍ଥିତ ଲାଲବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମ ୧୯୮୨ ବ୍ୟାଚ ଶିକ୍ଷାର୍ଥୀମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ତରାପୁର ଶାରଳା ମନ୍ଦିର ପରିସରରେ...

ଅବକାରୀ ଚଢଉ ବେଳେ ମଦ ମାଫିଆଙ୍କ ଆକ୍ରମଣ, ଥାନାରେ ଏତଲା

ପଟ୍ଟାମୁଣ୍ଡାଇ ୨୭/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଚୋରାରେ ମଦ ବିକ୍ରି ହେଉଥିବା ଖବର ପାଇ ପଟ୍ଟାମୁଣ୍ଡାଇ ଅବକାରୀ ଟିମ ନୁଆଗାଁରେ ଚଠାଉ କରିଥିଲେ । ମଦ...

ରଙ୍ଗତୁଳୀର ସ୍ପର୍ଶରେ ପ୍ରଥମ ଯୁବ ତରଙ୍ଗ ଉଦଘାଟନ

କେନ୍ଦ୍ରାପଡା ୨୭/୧୨- ଜିଲ୍ଲା ସଂସ୍କ୍ରୁତି ଭବନ ପରିସରରେ ସିମ୍ଫୋନି ପକ୍ଷରୁ ଯୁବ ସାଂସ୍କୃତିକ ମହୋତ୍ସବ ଯୁବ ତରଙ୍ଗ ରଙ୍ଗ ତୁଳୀ ସ୍ପର୍ଶରେ ଅତିଥି ଭାବେ ପ୍ରଖ୍ୟାତ୍ କଥାକାର...

ବିଲରେ ଭିଜୁଛି ସୁନାର ଫସଲ , ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

କେନ୍ଦ୍ରାପଡ଼ା,୨୭ା୧୨: କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକରେ ହୋଇଥିବା ସୁନାର ଫସଲ(ଧାନ ଚାଷ) ଏବେ ବିଲରେ ଭିଜୁଛି। କାରଣ ଲଘୁଚାପ ଜନିତ ବର୍ଷା ଗତ ୫ ଦିନ ଧରି...

ଆମ୍ବେଦକରଙ୍କୁ ଅସମ୍ମାନ ବୟାନ: ଅମିତ ଶାହାଙ୍କ ବହିଷ୍କାର ଦାବୀ , ମୁଳନିବାସୀ ୟୁନାଇଟେଡ଼୍ ଫୋରମ ପ୍ରତିବାଦ ସଭା ଓ ରାଷ୍ଟ୍ରପତିଙ୍କୁ ଦାବୀପତ୍ର

କେନ୍ଦ୍ରାପଡ଼ା ତା-୨୭/୧୨ “ମୁଳନିବାସୀ ୟୁନାଇଟେଡ଼୍ ଫୋରମ୍ ଓଡ଼ିଶା” କେନ୍ଦ୍ରାପଡ଼ା ଜିଲ୍ଲା ଓ ଏହାର ବହୁ ସହଯୋଗୀ ସଂଗଠନ ସମୂହର ଶତାଧିକ କର୍ମକର୍ତା ଏକତ୍ର ହୋଇ “ଗଣ ଧାରଣା...

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,୨୭ା୧୨: ଦେଶ ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ଦୂରଦ୍ରଷ୍ଟା ରାଷ୍ଟ୍ରନେତାଙ୍କୁ ହରାଇଲା। ସେ ଆଉ କେହି ନୁହଁନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ। ମନରେଗା ଠାରୁ...

ନିଗମାନନ୍ଦ ଆଶ୍ରମ ବାର୍ଷିକ ଉତ୍ସବ

ପଟ୍ଟାମୁଣ୍ଡାଇ ତା ୨୭/୧୨-ପୁରୀ ନୀଳାଚଳ ସାରସ୍ୱତ ସଂଘର ଶାଖା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡା ସାରସ୍ୱତ ସଂଘ ର ବାର୍ଷିକ ଉତ୍ସବ ନିଗମାନନ୍ଦ ଆସନ...

ପଟ୍ଟାମୁଣ୍ଡାଇ କଂଗ୍ରେସ ପକ୍ଷରୁ ଶୋକ ସଭା, ମହମବତୀ ଶୋଭାଯାତ୍ରା

ପଟ୍ଟାମୁଣ୍ଡାଇ ତା ୨୭/୧୨-ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶିଷ୍ଟ ଅର୍ଥନୀତିଜ୍ଞ ଡ଼ ମନମୋହନ ସିଂଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଶୋକ ସଭା କରାଯାଇଛି...

ଧାନ ଅଭାବି ବିକ୍ରୀର ଶିକାର ହେଉଛନ୍ତି ଚାଷୀ : ମଣ୍ଡି ଖୋଲିବା ବିଳମ୍ବ ,କ୍ଷୁଦ୍ର ମଧ୍ୟମ ଚାଷୀ ଦାଲଲଙ୍କ ପାଲରେ

  ପଟ୍ଟାମୁଣ୍ଡାଇ ୨୭/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଏ ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲିନାହିଁ। ଲଘୁଚାପ ଓ ଗୁରୁଚାପ ଜନିତ ବର୍ଷାପରେ ଧାନବିଲ ବୁଡିିରହିଛି ।...

ଆସୁଛି ପୁଣି ଏକ ବର୍ଷା, ଚିନ୍ତାରେ ଚାଷୀ

ଭୁବନେଶ୍ୱର,୨୭/୧୨- ଗତ କିଛି ଦିନ ହେବ ରାଜ୍ୟରେ ଲଘୁଚାପ ଓ ଗୁରୁଚାପ ଜନିତ ବର୍ଷା ଲାଗି ରହିବା ପରେ ଗୁରୁବାର ଦିନରୁ ପାଗ ଶୁଖଲା ରହିଥିଛି ।ଏବେ...