ବାତ୍ୟା ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷପାତ ନୀତି ଦୁର୍ଭାଗ୍ୟଜନକ

ବାତ୍ୟା ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷପାତ ନୀତି ଦୁର୍ଭାଗ୍ୟଜନକ

https://youtu.be/7_GHN_vChjQ କେନ୍ଦ୍ରାପଡା,୨୬ା୧୦: ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏକ ପ୍ରତିକ୍ରିୟା ଦେଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲାରେ ସାମୁଦ୍ରିକ ଝଡ ‘ଦାନା’ର ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ଜିଲ୍ଲାର ବିରୋଧି ଦଳର ସମସ୍ତ ୬ଜଣ ବିଧାୟକଙ୍କୁ ଉପେକ୍ଷା…
ବାତ୍ୟା ପରେ ରାସ୍ତା ସଫାକଲେ କେନ୍ଦ୍ରାପଡା ପୋଲିସ

ବାତ୍ୟା ପରେ ରାସ୍ତା ସଫାକଲେ କେନ୍ଦ୍ରାପଡା ପୋଲିସ

କେନ୍ଦ୍ରାପଡ଼ା,୨୬ା୧୦: ବାତ୍ୟା ‘ଦାନା’ର ପ୍ରଭାବ ହ୍ରାସ ପାଇବା ପରେ ଯୋଗାଯୋଗକୁ ସୁଗମ କରିବା ନିମନ୍ତେ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ସହିତ ମିଶି ରାସ୍ତା କରିଛନ୍ତି କେନ୍ଦ୍ରାପଡା ପୋଲିସ। ରାସ୍ତା ଉପରେ ବାତ୍ୟା ପବନରେ ଗଛ ଉପୁଡି ବା ଭାଙ୍ଗି ପଡି ରାସ୍ତାରେ…
ଜିଲ୍ଲା ସ୍ତରୀୟ ଚେସ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଜିଲ୍ଲା ସ୍ତରୀୟ ଚେସ ପ୍ରଶିକ୍ଷଣ ଶିବିର ଉଦଘାଟିତ

କେନ୍ଦ୍ରାପଡ଼ା,୨୬ା୧୦: କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଚେସ ସଚେତନତା ଓ ପ୍ରଶିକ୍ଷଣ ଶିବିର ଶନିବାର ଉଦ୍‌ଘାଟିିତ ହୋଇଯାଇଛି। ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ବାତ୍ୟାରେ ପଟ୍ଟାମୁଣ୍ଡାଇରେ ବ୍ୟାପକ କ୍ଷୟକ୍ଷତି,କଚ୍ଚା ଘର, ରାସ୍ତାଘାଟ କ୍ଷତିଗସ୍ତ, ଫସଲହାନୀ,ବର୍ଷା ଯୋଗୁଁ ରିଲିଫଓ ଉଦ୍ଧାରକାର୍ଯ୍ୟ ପ୍ରଭାବିତ,ଗଛ କାଟିଲେ ବିଧାୟକ

ବାତ୍ୟାରେ ପଟ୍ଟାମୁଣ୍ଡାଇରେ ବ୍ୟାପକ କ୍ଷୟକ୍ଷତି,କଚ୍ଚା ଘର, ରାସ୍ତାଘାଟ କ୍ଷତିଗସ୍ତ, ଫସଲହାନୀ,ବର୍ଷା ଯୋଗୁଁ ରିଲିଫଓ ଉଦ୍ଧାରକାର୍ଯ୍ୟ ପ୍ରଭାବିତ,ଗଛ କାଟିଲେ ବିଧାୟକ

ପଟ୍ଟାମୁଣ୍ଡାଇ ତା ୨୫/୧୦-ସାମୁଦ୍ରିକ ଝଡ଼ ବାତ୍ୟା ଦାନା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଲଗାଣ ବର୍ଷା ଓ ପବନରେ ବହୁ କଚ୍ଚା, ଆଜବେଷ୍ଟ ଘର ଭାଙ୍ଗି ଯାଇଥିବାବେଳେ ବ୍ୟାପକ ଫସଲ ହାନୀ ଘଟିଛି ।…
ଦାନା ବାତ୍ୟା ଅବହେଳା ଅଭିଯୋଗ ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଳମ୍ବିତ, ଦୁଇଜଣଙ୍କୁ କାରଣ ଦର୍ଶାଅ ନୋଟିସ

ଦାନା ବାତ୍ୟା ଅବହେଳା ଅଭିଯୋଗ ଦୁଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଳମ୍ବିତ, ଦୁଇଜଣଙ୍କୁ କାରଣ ଦର୍ଶାଅ ନୋଟିସ

କେନ୍ଦ୍ରାପଡା,୨୫ା୧୦: ଦାନା ବାତ୍ୟା ପରିଚାଳନା ଓ ରିଲିଫ୍ ସହାୟତା ଅବହେଳା ଅଭିଯୋଗରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଦୁଇଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗରଦପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ଜସ୍ମିନ ସୋରେନ୍ ଏବଂ ଆଳି ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଞ୍ଜୟ ପ୍ରଧାନଙ୍କୁ କାର୍ଯ୍ୟରୁ…
ବାତ୍ୟା ଦାନା କାର୍ଯ୍ୟରତ ସମୟରେ ସର୍ପାଘାତରେ ଡାକ୍ତର ଆହତ

ବାତ୍ୟା ଦାନା କାର୍ଯ୍ୟରତ ସମୟରେ ସର୍ପାଘାତରେ ଡାକ୍ତର ଆହତ

କେନ୍ଦ୍ରାପଡା,୨୫ା୧୦: ଗତ ଗୁରୁବାର ଦିନ ଦାନା ବାତ୍ୟା ସମୟରେ କାର୍ଯ୍ୟରତ ଥିବା ଭୁବନେଶ୍ୱରର ଜଣେ ଡାକ୍ତରଙ୍କୁ ସାପ କାମୁଡିବାରୁ ଆହତ ହୋଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ ଭୁବନେଶ୍ୱର ୪ନମ୍ବର ୟୁନିଟ୍ ଚିକିତ୍ସାଳୟର ମେଡିକାଲ…
ବାତ୍ୟା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ବାତ୍ୟା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

କେନ୍ଦ୍ରାପଡା,୨୫ା୧୦: ଆଜି ସନ୍ଧ୍ୟା ୬ଟା ରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ବାତ୍ୟା ପରିଚାଳନା ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଉକ୍ତ ସମୀକ୍ଷା…
ମାଙ୍କଡ଼ ହୁଡାଉଥିବା ବେଳେ ଛାତରୁ ପଡି ବେକରେ ପସିଲା ରଡ , ଡାକ୍ତରଖାନାରେ ଭର୍ତି

ମାଙ୍କଡ଼ ହୁଡାଉଥିବା ବେଳେ ଛାତରୁ ପଡି ବେକରେ ପସିଲା ରଡ , ଡାକ୍ତରଖାନାରେ ଭର୍ତି

ଡେରାବିଶ ୨୫/୧୦ ବେବର୍ତା ଅଜୟ ଦାସ : କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ଅଧିନ ଇନ୍ଦାଳୋ ପଂଚାୟତ ଅଢ଼ଙ୍ଗା ଗାଁର ହୃଷିକେଶ ମିଶ୍ର ଶୁକ୍ରବାର ଏକ ଲୁହାରଡ ଧରି ନିଜ ଛାତ ଉପରେ ମାଙ୍କଡ଼ ହୁଡାଉଥିବା ବେଳେ ଅସାବଧାନତା କାରଣରୁ ଛାତରୁ…

ଲ୍ୟାଣ୍ଡଫଲ୍‌ କଲା ଦାନା: ଆରମ୍ଭ ହେଲାଣି ବର୍ଷା ସାଙ୍ଗକୁ ଜୋରଦାର ପବନ

କେନ୍ଦ୍ରାପଡ଼ା ୨୫/୧୦-ବାତ୍ୟା ଦାନା ସ୍ଥଳଭାଗ ଛୁଇଁଛି। ଭିତରକନିକା-ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍‌‌ କରୁଛି ବାତ୍ୟା।ଲ୍ୟାଣ୍ଡଫଲ୍‌‌ ପ୍ରକ୍ରିୟା ସକାଳ ଯାଏ ଚାଲୁ ରହିବ।ଏବେ ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରର ଉପକୂଳ ଅଞ୍ଚଳରେ ୮୦ ରୁ ୧୦୦ କିମି ଚାଲିଛି। ଆଗକୁ ପବନର ବେଗ ଆହୁରି ବଢ଼ିବ।…
ବାତ୍ୟା ‘ଦାନା’କୁନେଇ ସହର ଶୂନଶାନ, ବିଦ୍ୟୁତ ସରବରାହ ବାଧାପ୍ରାପ୍ତ

ବାତ୍ୟା ‘ଦାନା’କୁନେଇ ସହର ଶୂନଶାନ, ବିଦ୍ୟୁତ ସରବରାହ ବାଧାପ୍ରାପ୍ତ

ପଟ୍ଟାମୁଣ୍ଡାଇ ୨୪/୧୦ -ବେଳକୁ ବେଳ ଭୟଙ୍କର ରୂପନେଇ ଦାନା ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଗୁରୁବାର ରାତିରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହା କେନ୍ଦ୍ରାପଡା ଜିଲା ତାଳଚୁଆରେ ଲ୍ୟାଣ୍ଡଫଲ କରିବ ବୋଲି ଆକଳନ…
ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

କେନ୍ଦ୍ରାପଡା, ୨୪ା୧୦: ଆଜି ପୂର୍ବାହ୍ନ ୧୧.୩୦ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ନିମନ୍ତେ ନିଆଯାଇଥିବା ଆଗୁଆ ପଦକ୍ଷେପ ବିଷୟରେ ଆଭାସୀ ମାଧ୍ୟମରେ ସମୀକ୍ଷା କରିଛନ୍ତି । କେନ୍ଦ୍ରାପଡ଼ା ଓସୱାନ ହଲରେ ଉକ୍ତ ଆଭାସୀ ବୈଠକରେ…
ସମୁଦ୍ରରେ କମୁଛି ଗତି, ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୦ କି.ମି. ବେଗରେ କୂଳ ଆଡ଼କୁ ମାଡ଼ି ଆସିଛି ବାତ୍ୟା

ସମୁଦ୍ରରେ କମୁଛି ଗତି, ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୦ କି.ମି. ବେଗରେ କୂଳ ଆଡ଼କୁ ମାଡ଼ି ଆସିଛି ବାତ୍ୟା

ଭୁବନେଶ୍ୱର୨୪/୧୦-ଧିରେ ଧିରେ ସ୍ଥଳଭାବର ନିକଟତର ହେଉଛି ବାତ୍ୟା ‘ଦାନା’ । ତେବେ ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ବାତ୍ୟାର ଗତି ମନ୍ଥର ହେବାରେ ଲାଗିଛି । ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୦ କି.ମି. ବେଗରେ କୂଳ ଆଡ଼କୁ…
ଦୁର୍ବଳ ହେବ ନାହିଁ ବାତ୍ୟା, ଭୀଷଣ ରୂପ ନେଇ ସ୍ଥଳଭାଗ ଛୁଇଁବ

ଦୁର୍ବଳ ହେବ ନାହିଁ ବାତ୍ୟା, ଭୀଷଣ ରୂପ ନେଇ ସ୍ଥଳଭାଗ ଛୁଇଁବ

ଭୁବନେଶ୍ୱର,୨୪।୧୦:-ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ଆଇଏମ୍‌‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ ବେଳେ ବାତ୍ୟାର ବେଗ ଅଧିକ ରହିବା ଅନୁମାନ…

ବାତ୍ୟା ‘ଦାନା’ ଆଉ ୧୮୦ କିମି ଦୂରରେ , ସତର୍କ ରହିବାକୁ କହିଲା ପାଣିପାଗ ବିଭାଗ, ତାଳଚୁଆରେ ଲ୍ୟାଣ୍ଡ କରିପାରେ

ଭୁବନେଶ୍ୱର,୨୪।୧୦- ଭୀଷଣ ବାତ୍ୟା ନେଇ ଉପକୂଳଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତ୍ରରେ ଏହା ସ୍ଥଳଭାଗ ଛୁଇଁବ। ବର୍ତ୍ତମାନ ଏହା ପାରାଦୀପଠାରୁ ୧୮୦ କିମି ଦୂରରେ ଥିବା ବେଳେ ଧାମରାଠାରୁ ୨୧୦ କିମି ଦୂରରେ ରହିଛି। ରାତିରେ ଲ୍ୟାଣ୍ଡଫଲ ହେବାକୁ…
ପଟ୍ଟାମୁଣ୍ଡାଇରେ ବାତ୍ୟା ପ୍ରସ୍ତୁତି ସମୀକ୍ଷା କଲେ ବିଧାୟକ

ପଟ୍ଟାମୁଣ୍ଡାଇରେ ବାତ୍ୟା ପ୍ରସ୍ତୁତି ସମୀକ୍ଷା କଲେ ବିଧାୟକ

ପଟ୍ଟାମୁଣ୍ଡାଇ ୨୩/୧୦ -ସମ୍ଭାବ୍ୟ ବାତ୍ୟା "ଦାନା ଭିତରକନିକା ଠାରେ ଲ୍ୟାଣ୍ଡ ଫଲ କରିବା ଭାରତୀୟ ପାଣିପାଗ ବିଭାଗ ଆକଳନ କରିବା ପରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ଆଶା ଆଶଙ୍କା ଓ ଭୟ ସୃଷ୍ଟି ହୋଇଛି । ପଟ୍ଟାମୁଣ୍ଡାଇ ତଳିଆ ଅଂଚଳରେ…
ଆଜି ରାତିରେ ତାଣ୍ଡବ କରିବ ବାତ୍ୟା ‘ଦାନା’  : ସ୍ଥଳ ଭାଗ ଛୁଇଁଲା ‘ଦାନା’ର ବାହ୍ୟ ବଳୟ ,ବାତ୍ୟା ପ୍ରଭାବରେ ଉପକୂଳରେ ବର୍ଷା ଆରମ୍ଭ

ଆଜି ରାତିରେ ତାଣ୍ଡବ କରିବ ବାତ୍ୟା ‘ଦାନା’ : ସ୍ଥଳ ଭାଗ ଛୁଇଁଲା ‘ଦାନା’ର ବାହ୍ୟ ବଳୟ ,ବାତ୍ୟା ପ୍ରଭାବରେ ଉପକୂଳରେ ବର୍ଷା ଆରମ୍ଭ

ଆଜି ରାତିରୁ ୨୫ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ ଭିତରକନିକା-ଢାମରା ମଧ୍ୟରେ ଛୁଇଁବ ସ୍ଥଳଭାଗ ପବନର ବେଗ ୧୦୦ ରୁ ୧୨୦ କିମି ରହିବ ଆଜିଠାରୁ ୪ ଜିଲ୍ଲାରେ ଅତିପ୍ରବଳ ବର୍ଷା ଆଶଙ୍କା କିଛି ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ସମ୍ଭାବନା…
ବାତ୍ୟା ‘ଦାନା’ ପ୍ରଭାବିତଙ୍କୁ ସହାୟତା ପାଇଁ ହେଲ୍ପଲାଇନ ଜାରି କଲା ବିଜେଡି

ବାତ୍ୟା ‘ଦାନା’ ପ୍ରଭାବିତଙ୍କୁ ସହାୟତା ପାଇଁ ହେଲ୍ପଲାଇନ ଜାରି କଲା ବିଜେଡି

https://youtu.be/q4sR93MxakU ଭୁବନେଶ୍ୱର, ୨୩ା୧୦-ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବକୁ ନେଇ ଜନମାନସରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ରାଜ୍ୟବାସୀଙ୍କୁ ଦୃଢ଼ ମନୋବଳ…
ଓଏଏସ କୃତକାର୍ଯ୍ୟ ଅବିନାଶଙ୍କୁ ମହାକାଳପଡ଼ା ବିକାଶ ମଞ୍ଚର ଅଭିନନ୍ଦନ

ଓଏଏସ କୃତକାର୍ଯ୍ୟ ଅବିନାଶଙ୍କୁ ମହାକାଳପଡ଼ା ବିକାଶ ମଞ୍ଚର ଅଭିନନ୍ଦନ

କେନ୍ଦ୍ରାପଡା ୨୩ା୧୦- ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୧୦ କ୍ରମରେ ରହି ସଫଳତା ଅର୍ଜ୍ଜୁନ କରିଥିବା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଦଧିପୁର ଗ୍ରାମର ଅବିନାଶ ରାଉତରାୟଙ୍କୁ ମହାକାଳପଡ଼ା ବିକାଶ ମଞ୍ଚ ତରଫରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଶିକ୍ଷକ ଅପୂର୍ବ କୁମାର ରାଉତଙ୍କ…
ଘଡିକେ ଘଡି ତାଜୁବ୍ କରୁଛି ବାତ୍ୟା ଦାନା  ବଦଳିବ କି ଦିଗ!

ଘଡିକେ ଘଡି ତାଜୁବ୍ କରୁଛି ବାତ୍ୟା ଦାନା ବଦଳିବ କି ଦିଗ!

Cyclone Alert: ଓଡ଼ିଶା ଆଡକୁ ମାଡି ଆସୁଥିବା ଭୀଷଣ ବାତ୍ୟା ଦାନା ଏବେ ସକ୍ରିୟ ହେଉଛି । ଆସନ୍ତାକାଲି ଅର୍ଥାତ୍ ୨୩ରୁ ୨୫ଯାଏଁ ତିନି ଦିନ ଧରି ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ…
ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ତୟାର, ୧୦ ବାତ୍ୟା ଆଶ୍ରୟସ୍ଥଳୀ ଓ୨୫ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ତୟାର, ୧୦ ବାତ୍ୟା ଆଶ୍ରୟସ୍ଥଳୀ ଓ୨୫ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ପଟ୍ଟାମୁଣ୍ଡାଇ ତା ୨୧/୧୦-ରାଜ୍ୟ ସରକାରଙ୍କ ନିର୍ଦେଶରେ ସମ୍ଭାବ୍ୟ ବାତ୍ୟା "ଦାନା"କୁ ସଫଳତାର ସହ ମୁକାବିଲା କରିବା ପ୍ରଶାସନିକ ପ୍ରସ୍ତୁତି ଜୋରଦାର କରାଯାଇଛି । ଅସୁରକ୍ଷିତ ଅବସ୍ଥାରେ ଥିବା ଲୋକ ମାନଙ୍କୁ ସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ…
ବାତ୍ୟା ପ୍ରସ୍ତୁତି, ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟୀତ୍ୱ

ବାତ୍ୟା ପ୍ରସ୍ତୁତି, ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଦାୟୀତ୍ୱ

କେନ୍ଦ୍ରାପଡ଼ା, ୨୨ା୧୦: ବାତ୍ୟା ‘ଦାନା’ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଓ ପ୍ରସ୍ତୁତି, ଉଦ୍ଧାର ଏବଂ ରିଲିଫ ପ୍ରଦାନ ପ୍ରଭୃତି କାର୍ଯ୍ୟକୁ ତଦାରଖ କରିବା ପାଇଁ ପର୍ଯ୍ୟଟନ ବିଭାଗ ନିର୍ଦେଶକ ତଥା ପୂର୍ବତନ କେନ୍ଦ୍ରାପଡା ଜିଲ୍ଲାପାଳ…
ସମ୍ଭାବ୍ୟ ବାତ୍ୟା ନିମନ୍ତେ ଜିଲ୍ଲାପ୍ରଶାସନ ପ୍ରସ୍ତୁତ: ଜିଲ୍ଲାପାଳ

ସମ୍ଭାବ୍ୟ ବାତ୍ୟା ନିମନ୍ତେ ଜିଲ୍ଲାପ୍ରଶାସନ ପ୍ରସ୍ତୁତ: ଜିଲ୍ଲାପାଳ

କେନ୍ଦ୍ରାପଡ଼ା,୨୨ା୧୦: ଆଇଏମ୍‌ଡିର ସତର୍କ ସୂଚନା ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳରେ ୨୪ ଓ ୨୫ ତାରିଖ ମଧ୍ୟରେ ପ୍ରବଳ ବର୍ଷା ଓ ବାତ୍ୟା ଜନିତ କ୍ଷୟକ୍ଷତି ଆଶଙ୍କା ସୃଷ୍ଟି କରିଛି। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…
କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା ଓ ମେଲଣ ଉତ୍ସବ ପାଇଁ ଜରୁରୀ ବୈଠକ

କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା ଓ ମେଲଣ ଉତ୍ସବ ପାଇଁ ଜରୁରୀ ବୈଠକ

କେନ୍ଦ୍ରାପଡ଼ା,୨୨ା୧୦: କେନ୍ଦ୍ରାପଡା ସହରରେ ଚଳିତ ବର୍ଷ ପାଇଁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଓ ଭଷାଣୀ ଉତ୍ସବ ଶାନ୍ତି ଓ ଶୃଙ୍ଖଳାର ସହିତ ପାଳନ କରାଯିବା ନିମନ୍ତେ ସମସ୍ତ ମେଢ କମିଟିର ସଭାପତି, ସମ୍ପାଦକ ଓ ସରକାରୀ ପଦାଧିକାରୀମାନଙ୍କୁ ନେଇ ଏକ ଜରୁରୀକାଳୀନ…