କେନ୍ଦ୍ରାପଡ଼ା, ୯/୯: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଓ ଗୁଲନଗର ପଞ୍ଚାୟତର ଅଧିବାସୀମାନେ ହନୁମାନ ମନ୍ଦିରଠାରୁ ଗରାପୁର ଭିଆଇପି ରୋଡ଼ କାଳୀମନ୍ଦିର ଛକକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଜମୁଛି ଦୀର୍ଘଦିନର ପଚା ବର୍ଷାପାଣି । ଉକ୍ତ ରାସ୍ତାଦେଇ କପାଳେଶ୍ୱର ଏବଂ ଗୁଲନଗର ଦୁଇଟି ଗ୍ରାମ ପଞ୍ଚାୟତ ଲୋକେ ମା’ ଦକ୍ଷିଣକାଳୀ ମନ୍ଦିରକୁ ଦର୍ଶନ କରିବା ନିମନ୍ତେ ଯିବା ସହ କେନ୍ଦ୍ରାପଡ଼ା ସହରକୁ ଗମନାଗମନ କରିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ […]
Year: 2024
କେନ୍ଦ୍ରାପଡ଼ା,୯ା୯: ଦେ’ପୁରର ତୁଳସୀକ୍ଷେତ୍ର ପଣ୍ଡିତ ସଭା ଓ ଆଞ୍ଚଳିକ ପରିବେଶ ସଚେତନ ପରିଷଦର ମିଳିତ ଆନୁକୂଲ୍ୟରେ ଦେ’ପୁର ସରସ୍ୱତୀ ଉଚ୍ଚ ବିଦ୍ୟାଳୟଠାରୁ ବରୁଣେଇ ଠାକୁରାଣୀ ପର୍ଯ୍ୟନ୍ତ ଦୀର୍ଘ ୨ କିଲୋମିଟର ଲମ୍ବମାନ ମାର୍ଗର ଉଭୟ ପାଶ୍ୱର୍ରେ ନାନା ବୃକ୍ଷ ତଥା ତାଳମଞ୍ଜି ରୋପଣ କାର୍ଯ୍ୟକ୍ରମକୁ ସ୍ଥାନୀୟ ସାରଙ୍ଗ ମଠାଧୀଶ ମହନ୍ତ ନରହରି ମହାରାଜ ବୃକ୍ଷରୋପଣ କରି ଶୁଭାରମ୍ଭ କରିଥିଲେ । ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସଙ୍ଗଠନ ସମ୍ପାଦକ ପଣ୍ଡିତ ହରେକୃଷ୍ଣ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ହାଜତରୁ ଜଣେ ଅଭିଯୁକ୍ତ ପରିସ୍ରା ଯିବା ବାହାନାରେ ରାବିବାର ରାତି ସାଢେ ୭ ରେ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ତେରୋହି ଗାଁର ଳୀଳାଇ ସ୍ୱାଇଁ ବୋଲି ଜଣାପଡିଛି। ଦୁଇ ଜଣ ସାଙ୍ଗକୁ ମଡମାରି ଏକ ମଟର ସାଇକେଲ ପୋଡି ଘଟଣାରେ ଳିଳାଇଙ୍କୁ ଶନିବାର ରାତିରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ପୋଲିସ ଗିରଫ କରିଥିବା ବେଳେ ସେ ରାବିବାର ବାହାରକୁ ଆସି ଫେରାର […]
କେନ୍ଦ୍ରାପଡ଼ା,୮ା୯:ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ପୁନର୍ବାସ ଏବଂ ନିରତାର, ଓଲଟପୁରର ସ୍ନାତକୋର ଫିଜିଓଥେରାପି ବିଭାଗର ସହଯୋଗରେ ଏକ ମେଗା ଫିଜିଓଥେରାପି ଶିବିର ସହରର ମାଧପୁରସ୍ଥିତ ଅମର ଉଦ୍ୟାନରେ ଅନୁଷ୍ଠିତ ହୋଇ ଯାଇଛି। ଫିଜିଓଥେରାପି ଆମର ପରିବର୍ତ୍ତିତ ଜୀବନଶୈଳୀଗତ ଅଭ୍ୟାସରୁ ଉତ୍ପନ୍ନ ପୀଡାଠାରୁ ଆରମ୍ଭ କରି ସ୍ନାୟୁ, ଅସ୍ଥି,ମେରୁଦଣ୍ଡ ଓ ମାଂସପେଶୀଜନିତ ଯନ୍ତ୍ରଣାର ସଫଳ ଥେରାପି ଚିକିତ୍ସା ପ୍ରଦାନ କରି ପାରୁଛି। ଯାହା ପାର୍ଶ୍ୱ ପ୍ରତିକ୍ରିୟା ଠାରୁ ଦୂରରେ ସମ୍ପୂର୍ଣ୍ଣ ଭୌତିକ […]
କେନ୍ଦ୍ରାପଡ଼ା, ୮ା୯: ତୁଳସୀକ୍ଷେତ୍ର ପଣ୍ଡିତ ସଭା ଓ ଦେପୁର ଆଂଚଳିକ ପରିବେଶ ସଚେତନ ପରିଷଦର ମିଳିତ ଆନୁକୁଲ୍ୟରେ ତାଳ ମଞ୍ଜି ରୋପଣ କରାଯାଇଛି। ଦେପୁର ସରସ୍ୱତୀ ଉଚ୍ଚବିଦ୍ୟାଳୟ ଠାରୁ ବରୁଣେଇ ଠାକୁରାଣୀ ପର୍ଯ୍ୟନ୍ତ ପ୍ରାୟ ୨ କି.ମି. ରାସ୍ତାର ଉଭୟ ପାଶ୍ୱର୍ରେ ତାଳମଞ୍ଜି ରୋପଣ କରାଯାଇଛି। ସାରଙ୍ଗ ଶ୍ରୀବଳଦେବଜୀଉ ଗୌଡିୟ ମଠାଧିଶ ମହନ୍ତ ନରହରି ମହାରାଜ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତୁଳସୀକ୍ଷେତ୍ର ପଣ୍ଡିତ ସଭାର ସଙ୍ଗଠନ […]
କେନ୍ଦ୍ରାପଡ଼ା,୮ା୯: ବିଶ୍ୱ ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ସଦ୍ଗୁରୁ ଦେବ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ୧୩୭ତମ ଜନ୍ମଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ପ୍ରଭାତରୁ ନଗର ପରିକ୍ରମା, ସଂକୀର୍ତ୍ତନ, ଦିବ୍ୟ ଶ୍ରୀବଳଦେବଜୀଉ ଏବଂ ଶ୍ରୀ ଦିନ୍ୱେଶ୍ୱର ମନ୍ଦିରେ ପୂଜାର୍ଚ୍ଚନା ପରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଭକ୍ତମାନଙ୍କ ଗହଣରେ ଗୁରୁଦେବଙ୍କ ପାଦପୂଜା କରିଥିଲେ । ଏହାପରେ ଶ୍ରୀମାଙ୍କ ଅଧ୍ୟକ୍ଷତାରେ […]
କେନ୍ଦ୍ରାପଡ଼ା,୮ା୯: କେନ୍ଦ୍ରାପଡ଼ା ଜିଲ୍ଲାରେ ବାର୍ଡର୍ ଫ୍ଲୁ ହୋଇଥିବା ଶନିବାର ରାତିରେ ସ୍ପଷ୍ଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସଚେତନତା ଗାଡି ବୁଲିଛି। ଏହି ଗାଡି କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ବ୍ଲକ ସମେତ କେନ୍ଦ୍ରାପଡ଼ା ପୌରାଞ୍ଚଳରେ କୁକୁଡ଼ା ମାଂସ ବିକ୍ରି, କୁକୁଡ଼ା ଅଣ୍ଡା ବିକ୍ରି ଉପରେ ରୋକ ଲଗାଯାଇଥିବା ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରାଯାଇଛି। ତେଣୁ କୁକୁଡ଼ା ମାଂସ ଓ ଅଣ୍ଡା ନ ଖାଇବା ପାଇଁ ପ୍ରଶାସନ […]
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ-କେନ୍ଦ୍ର ସରକାରଙ୍କ ଦ୍ୱାରା ବିକାଶର ଧାରାକୁ ବଢ଼ାଇବା ଏବଂ ଯୁବକ ଯୁବତୀମାନଙ୍କୁ ଡିଜିଟାଲଇଜେସନ ମାଧ୍ୟମରେ କାର୍ଯ୍ୟ କରିବାର ଉନ୍ନତ ଶୈଳୀ ବିଷୟରେ ଜ୍ଞାନ ପ୍ରଦାନ କରିବାକୁ ଆରମ୍ଭ ହୋଇଥିବା କୌଶଳ ରଥ ଶୁକ୍ରବାର ଅପରାହ୍ନରେ ପଟ୍ଟାମୁଣ୍ଡାଇରେ ପହଂଚିିବା ପରେ ଏହାକୁ ଭବ୍ୟ ସ୍ୱାଗତ କରାଯାଇଛି। ଏହି ଡିଜିଟାଲ ବସ୍ ମାଧ୍ୟମରେ ଡିଜିଟାଲ ସ୍ୱାକ୍ଷରତା, ଆର୍ôଥକ ସ୍ୱାକ୍ଷରତା, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁଚି ରହିଥିବା ବିକାଶକୁ ପରିସ୍ଫୁଟନ କରିବା ଏହି କୌଶଳ […]
କେନ୍ଦ୍ରାପଡ଼ା,୬ା୯: ସୁଭଦ୍ରା ଯୋଜନାରୁ ଯେପରି କୌଣସି ହିତାଧିକାରୀ ବାଦ ନ ପଡ଼ନ୍ତି ସେଥିପ୍ରତି ରାଜ୍ୟ ସରକାର ସଜାଗ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଫର୍ମ ଦାଖଲ କରିବା ପାଇଁ ଆଧାର ସହ ମୋବାଇଲ ନମ୍ବର ସଂଯୋଗ ହୋଇ ନଥିଲେ ବି ବାୟୋମେଟ୍ରିକ ପଦ୍ଧତ୍ତିରେ ଆଧାର ପ୍ରମାଣୀକରଣ କରାଯାଇ ପାରିବ। ମୋବାଇଲ ନମ୍ବର ସହିତ ଲିଙ୍କ ହୋଇନଥିଲେ ମଧ୍ୟ ନିଜର ଫିଙ୍ଗରପ୍ରିଣ୍ଟ ଦେଇ ‘ସୁଭଦ୍ରା’ ଫର୍ମ […]
ପଟ୍ଟାମୁଣ୍ଡାଇ ତା ୬/୯-ଓଡିଶାର ସର୍ବବୃହତ ପଞ୍ଚକଳା ତୀର୍ଥ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର ପକ୍ଷରୁ ବଡ଼ମୂଳବସନ୍ତ -ନସିପୁର ଠାରେ ଗୋପାଳ ଦାଶ ସ୍ମାରକୀ ଭବନରେ ପାଳିତ ହୋଇଯାଇଛି I ଗଡ଼ମେକର ପ୍ରତିଷ୍ଠାତା ସଭାପତି ସୁଶାନ୍ତ ପାଣିଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ମାଡ୍ରାସ ଆଇ ଆଇ ଟି ପ୍ରଫେସର ଅଭିଳାଷ ରାଉଳ,ସମୀର ରଞ୍ଜନ ଦାସ, ରମେଶ ଦେ ଓ ରବୀନ୍ଦ୍ର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗୁରୁ […]
କେନ୍ଦ୍ରାପଡ଼ା,୬ା୯: ଡ଼େରାବିଶ ବ୍ଲକ୍ର ଜହଙ୍ଗର ପ୍ରାଥମିକ ବିଦ୍ୟାଳୟଠାରେ ଗତ ଗୁରୁବାର ଗୁରୁଦିବସ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଗୁରୁ ପୂଜନ ଅନୁଷ୍ଠିତ ହୋଇଯାଇଛି । ଡ଼େରାବିଶ ବିଡ଼ିଓ ଦାଶରଥି ଜେନା, ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, ପଲେଇ ପଂଚାୟତ ସରପଂଚ ଅକ୍ଷୟ କୁମାର ସାହୁ, ପ୍ରାକ୍ତନ ସିଆରସିସି ପ୍ରକାଶ ଚନ୍ଦ୍ର ରାଉତ, ସନ୍ତୋଷ କୁମାର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗାନ୍ଧୀଜୀଙ୍କ […]
କେନ୍ଦ୍ରାପଡା ୬/୯- ସମୁଦାୟ ୨୧ ପ୍ରକାର ଭିନ୍ନକ୍ଷମତା ମଧ୍ୟରୁ ଚଳନଶକ୍ତି ବାଧିତ ଭିନ୍ନକ୍ଷମ ବର୍ଗରେ ଗଣିତ ହେଉଥିବା ମେରୁଦଣ୍ଡ ଆଘାତ ଭିନ୍ନକ୍ଷମମାନେ ସବୁଠାରୁ ଅଧିକ ଦୁର୍ବିସହ ଜୀବନ ଅତିବାହିତ କରି ଥାଆନ୍ତି । ପରିସଂଖ୍ୟାନରୁ ଜଣାଯାଏ,ସାରା ପୃଥିବୀରେ ଯେତେ ମେରୁଦଣ୍ଡ ଆଘାତ ଭିନ୍ନକ୍ଷମତାର ଘଟଣା ଘଟୁଛି, ସେଥିମଧ୍ୟରୁ କେବଳ ଶତକତା ୫୦ ଭାଗ ସଡ଼କ ଦୁର୍ଘଟଣାରୁ ଓ ବାକି ଅଧିକାଂଶ ଉଚ୍ଚ ସ୍ଥାନରୁ ଖସି ପଡିବା ଓ ଅନ୍ୟାନ୍ୟ ରୋଗ […]
କେନ୍ଦ୍ରାପଡ଼ା,୬ା୯:ପବିତ୍ର ଗୁରୁ ଦିବସ ଅବସରରେ କେନ୍ଦ୍ରାପଡ଼ା ସହରସ୍ଥ ପୁରାତନ ଇଚ୍ଛାପୁର ପ୍ରାଥମିକ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭାରାଣୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟତ୍ରୀ ପୁଷ୍ପଲତା କର, କ୍ଷଣପ୍ରଭା ପତି ଗୁରୁ ଦିବସର ମାହାତ୍ମ୍ୟ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ। ବିଦ୍ୟାର୍ଥୀ ମାନେ ବିଦ୍ୟାଳୟ ପରିସରରେ ଥିବା ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚ୍ଚର୍ନା […]
କେନ୍ଦ୍ରାପଡ଼ା, ୬ା୯: ସଂଖ୍ୟାଲଘୁ ଉନ୍ନୟନ ଟ୍ରଷ୍ଟ ଉର୍ଦ୍ଦୁ ପାଠଗାର ପରିଚାଳନା ସମିତିର ମିଳିତ ଆନୁକୂଲ୍ୟରେ ଜାତୀୟ ଶିକ୍ଷକ ଦିବସ ପାଳନ ଉପଲକ୍ଷେ ଉର୍ଦ୍ଦୁ ପାଠଗାର ତଥା ଗୋଷ୍ଠିକେନ୍ଦ୍ର ପରିସରରେ ଏକ ଜିଲ୍ଲା ସ୍ତରୀୟ ଶିକ୍ଷକ ଉତ୍କର୍ଷ ପୁରସ୍କାର ଉତ୍ସବ – ୨୦୨୪ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଟ୍ରଷ୍ଟର ଉପଦେଷ୍ଟା ସୟଦ ଅକମଲ ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏସ.ସି.ଇ.ଆର.ଟି.ର ସହକାରୀ ନିର୍ଦେଶକ […]
ପଟ୍ଟାମୁଣ୍ଡାଇ ୬/୯ -ରାଜ୍ୟ ସରକାରଙ୍କ ନିର୍ଦେଶରେ ବାଣିଜ୍ୟକର ବିଭାଗ ପକ୍ଷରୁ ଏକ ଜି ଏସ ଟି ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ପୌର ପରିଷଦ ପ୍ରେକ୍ଷାଳୟ ଗୃହରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କଟକ ୨ ସହକାରୀ କମିଶନର ମୁକ୍ତି ରଞ୍ଜନ ଆଚାର୍ଯ୍ୟ, କଟକ -୨ ସର୍କଲ ଯୁଗ୍ମକମିଶନର ରମେଶ ମଣ୍ଡଳ, ଜଗତସିଂହପୁର ଯୁଗ୍ମ କମିଶନର ଅକ୍ଷୟ ପଣ୍ଡା, କେନ୍ଦ୍ରାପଡ଼ା ଡେପୁଟି କମିଶନର ଅମରେନ୍ଦ୍ର […]
କେନ୍ଦ୍ରାପଡ଼ା,୬ା୯: ବେଆଇନ୍ ଭୃଣହତ୍ୟା ଘଟଣାରେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ ୩ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଏହି ମହିଳାଙ୍କ ମଧ୍ୟରୁ ଜଣେ ନର୍ସ ହୋଇଥିବା ବେଳେ ଜଣେ ନର୍ସିଂହୋମର ମାଲିକାଣୀ ଓ ଅନ୍ୟ ଜଣେ ନର୍ସିଂହୋମର କର୍ମଚାରୀ ଅଟନ୍ତି। ସେହିପରି ଗିରଫ ପୁରୁଷ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଘର ମାଲିକ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ […]
ପଟ୍ଟାମୁଣ୍ଡାଇ ୪/୯-ସମାଜବାଦୀ ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅର୍ନ୍ତଗତ ଷଣ୍ଢପଲ୍ଲୀ ଗ୍ରାମର ବିଶିଷ୍ଟ ସମାଜସେବୀ ଦିବଗଂତ ବିଶ୍ୱନାଥ ଧଳଙ୍କ ୮୦ତମ ଜନ୍ମଜୟନ୍ତୀ , ମେଧା ପୁରସ୍କାର ଓ ସମ୍ବର୍ଦ୍ଧନା ସଭା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ଚିତ୍ତବିନୋଦନ ଗୃହରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱନାଥ ଧଳ ସ୍ମୃତି କମିଟି ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରଫେସର ଅନିରୁଦ୍ଧ […]
କେନ୍ଦ୍ରାପଡ଼ା,୫ା୯: କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଏକ ବାଇକ ଚୋରୀ ର୍ୟାକେଟ୍ର ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ଠାରୁ ୯ଟି ଚୋରୀ ବାଇକ ସମେତ ୬ଟି ମୋବାଇଲ ଫୋନ ଜବତ କରିଛି। ଅନ୍ୟ ୨ଜଣ ଚୋର ଫେରାର ହୋଇଯାଇଛନ୍ତି। ଏସମ୍ପର୍କରେ ଟାଉନ ଥାନା ପକ୍ଷରୁ ଗୁରୁବାର ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ କହିଛନ୍ତି । ଗତ […]
କେନ୍ଦ୍ରାପଡା ୫/୯ – କେନ୍ଦ୍ରାପଡାର ପ୍ରମୁଖ ସଂଗଠନ ମୂର୍ଚ୍ଛନା ଓ ଓଡିଶା କଲଚର୍ ଆର୍ଟ ଏକାଡେମୀ ପକ୍ଷରୁ ଗୀତ ଗୀତ ଗୋବିନ୍ଦ ସଦନ ଠାରେ ଗତ ବୁଧବାର ଦିନ ରାଜ୍ୟ ସ୍ତରୀୟ ଗୁରୁ ପୁଜନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶାରୁ ୧୨୦ ଜଣ ଗୁରୁଙ୍କୁ ଗୁରୁଶ୍ରୀ ସମ୍ମାନରେ ସମ୍ମାନୀତ କରା ଯାଇଥିବା ବେଳେ ଶିଶୁ ପ୍ରତିଭା ସମ୍ମାନରେ ୬୦ ଜଣ ଯୁବ ପ୍ରତିଭା ସମ୍ମାନରେ ୩୦ […]
କେନ୍ଦ୍ରାପଡ଼ା, ୫/୯: ନିକିରାଇସ୍ଥିତ ବୀର ହନୁମାନଜୀୟୁ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ତରଫରୁ ଦିବଂଗତ ପ୍ରାକ୍ତନ ଜୀବ ବିଜ୍ଞାନ ବିଭାଗର ଡେମୋନ୍ଷ୍ଟ୍ରେଟର୍ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ରାଉତଙ୍କ ସ୍ମୃତି ଉଦ୍ଦେଶ୍ୟରେ “ତାଳବଣ” ସୃଷ୍ଟି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ଆନୁଷ୍ଠାନିକ ଭାବେ ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଉକ୍ତ କାର୍ଯ୍ୟକ୍ରମର ଉପାଦେୟତା ସମ୍ବନ୍ଧରେ ମତ ପ୍ରକାଶ କରିଥିଲ । ଅନୁଷ୍ଠାନର ଯୁବ […]
କେନ୍ଦ୍ରାପଡ଼ା,୫ା୯: କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆରେ ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୪ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ମହାକାଳପଡ଼ା ବିଧାୟକ ଦୂର୍ଗା ପ୍ରସନ୍ନ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡ଼ା ଲୋକସଭା […]
କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ତା ୫/୯-ନୈତିକ ଆଧ୍ୟାତ୍ମିକ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ ପାଇଁ ଗୁରୁକୁଳ ପରମ୍ପରାରେ ଆଧ୍ୟାତ୍ମିକ ପୀଠ ରାଧାରମଣ ମଠ ପରିସରରେ ଗଢି ଉଠିଥିବା ନିଆରା ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ସବୁ କ୍ଷେତ୍ରରେ ସଫଳତାର ପାହାଚ ଚଢି ଚାଲିଥିବାବେଳେ ଆଜି ନିଆରା ଢଙ୍ଗରେ ଗୁରୁ ଦିବସ ପାଳନ କରି ଗୁରୁ -ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ସହିତ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ।ଏହି […]
କେନ୍ଦ୍ରାପଡା ୫/୯ ସରକାରଙ୍କ ସୁଭଦ୍ରା ଯୋଜନା ସମ୍ପର୍କରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ଖବରଦାତା ସମ୍ମିଳନୀ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଖବରଦାତା ମାନଙ୍କୁ ସୁଚନାଦେଇ ଜିଲ୍ଲାପାଳ କହିଥିଲେ ଯେ ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ସଶକ୍ତ କରିବ। ଏହି ଯୋଜନାରେ ସମସ୍ତ ହିତାଧିକାରୀ ସାମିଲ ହୋଇପାରିବେ। […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ପଞ୍ଚାୟତ ବରିଷ୍ଠ ନାଗରିକ ସମନ୍ୱୟ ସମିତି ବୈଠକ ପବିତ୍ର ଗୁରୁ ଦିବସ ଅବସରରେ ତଳାପଡ଼ିଆ ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ସମନ୍ୱୟ ସମିତି ସଭାପତି ବିଭୁତି ଭୂଷଣ ପଟ୍ଟନାୟକଙ୍କ ପୌରାହିତ୍ୟରେ ଆୟୋଜିତ ବୈଠକରେ ଅଳପୁଆ ପଞ୍ଚାୟତ ସମିତି ସଭ୍ୟ ରାମ ଚନ୍ଦ୍ର ସେଠୀ, ପୂର୍ବତନ ସରପଞ୍ଚ କିଶୋର ବେହେରା, ପୂର୍ବତନ ସମିତି ସଭ୍ୟ ଚନ୍ଦନ ସାହୁ, ପ୍ରାକ୍ତନ […]