କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଖୁରୁଷିଆପାଟ ଗ୍ରାମର ଶଶିକାନ୍ତ ସୂତାର ଓ ନୟନା ସୂତାରଙ୍କ ସାନପୁଅ ସତ୍ୟଜିତ୍ ସୂତାର ଓରଫ ରିଙ୍କୁ (୧୪) ଙ୍କ ହୃଦଘାତରେ ପରଲୋକ ଘଟିଛି । କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ, ଖୁରୁଷିଆଠାରେ ସେ ନବମଶ୍ରେଣୀରେ ଅଧ୍ୟୟନ କରୁଥିଲେ । ସବୁଦିନ ପରି ଆଜି ଭୋର୍ ପ୍ରାୟ ୪ଟା ସମୟରେ ସେ ନିଜ ବଡଭାଇଙ୍କ ସହ ଦୌଡ଼ ଅଭ୍ୟାସ କରିବା ପାଇଁ ନୀଳାଞ୍ଚଳଗୋଡା ପର୍ଯ୍ୟନ୍ତ ଯାଉଥିବା ସମୟରେ […]
Year: 2024
କେନ୍ଦ୍ରାପଡ଼ା ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ ପରିଦର୍ଶନରେ ଆସି ବ୍ଲକ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ କରି ସମାଜର ତଳପାହାଚରେ ଥିବା ଲୋକ ନିକଟରେ ଯୋଜନା ପହଁଚାଇବା ପାଇଁ […]
ଗତ କାଲି କଳିଙ୍ଗ ଷ୍ଟାଡିୟମଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଧବଳେଶ୍ଵର ନୋଡାଲ ୟୁପି ସ୍କୁଲ୍ ଏବଂ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ପଟ୍ଟାମୁଣ୍ଡାଇ ବ୍ଲକର ମାତ୍ର ଦୁଇଟି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଥିବା ବେଳେ ଦୁଇ ପ୍ରଧାନଶିକ୍ଷକ ଯଥାକ୍ରମେ ପ୍ରଭାକର ପରିଡ଼ା ଓ ଶୁଭା°ଶୁ କୁମାର ଦାସଙ୍କୁ ଉଭୟ ସ୍କୁଲ ଓ ପ୍ରଧାନଶିକ୍ଷକଙ୍କୁ ପୁରସ୍କାର ଅର୍ଥରାଶି,ଟ୍ରଫି ଓ ମାନପତ୍ର ଇତ୍ୟାଦି ପ୍ରଦାନ କରିଅଛନ୍ତି। […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଷଣ୍ଢପଲ୍ଲୀ ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଜଣେ ହାଇୱା ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ କେନ୍ଦ୍ରାପଡା ବାଲିଆ ଭାଗବତପୁର ଗ୍ରାମର ଜୟନ୍ତ ରାଉତ (୩୬) । ବାଲି ବୋଝେଇ ହାଇୱାରୁ ବାଲି ଅନେଲାଡ କରୁଥିବା ବେଳେ ଏହି ଅଘଟଣ ଘଟିଛି । ସୂଚନା ଅନୁଯାୟୀ ବୁଧବାର ଜୟନ୍ତ ନିଜ ହାଇୱା ଗାଡିରେ ବାଲି ଆଣି ପାଖାପାଖି ରାତ୍ରୀ ୧୧ଟାରେ […]
କେନ୍ଦ୍ରାପଡ଼ା,୩୧ା୧ : ଭାରତୀୟ ଜନତା ପାର୍ଟି ପାଇଁ ଏକ ସ୍ୱଚ୍ଛ ନିର୍ମଳ ଆଉ ର୍ନିବିବାଦୀୟ ଚେହେରା ମିଳିଯାଇଛି । କେନ୍ଦ୍ରାପଡାର ସାଂସଦ ପ୍ରାର୍ଥୀ ଭାବେ ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ସିଓପଡ଼ା ଅଞ୍ଚଳର ବିଶିଷ୍ଟ ପ୍ରଫେସର ଡ. ବିନୟଭୂଷଣ ଜେନା ପ୍ରମୁଖ ଦାବିଦାର ହୋଇଛନ୍ତି । ହଠାତ୍ ସାଂସଦ ପ୍ରାର୍ଥୀ ଭାବରେ ଜଣେ ଶିକ୍ଷାବିତ, ଦୂରଦ୍ରଷ୍ଟା ତଥା ସମାଜସେବୀ ଭାବରେ କେନ୍ଦ୍ରାପଡା ଦାୟିତ୍ୱ ନେବା ଗର୍ବର ବିଷୟ ପାଲଟିଛି । […]
କେନ୍ଦ୍ରାପଡ଼ା, ୩୧ା୧: ଭିନ୍ନକ୍ଷମମାନଙ୍କ ଜୀବନକୁ ଅଧିକ ସହଜ ଓ ସୁଗମ କରିବା ନିମନ୍ତେ ଆକ୍ଟିଭ୍ ହୁଇଲ୍ ଚେୟାରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ପାରାପ୍ଲେଜିକ୍ମାନଙ୍କୁ ଏହା ସାମାଜିକ ଓ ଅର୍ଥନୈତିକ ଅନ୍ତର୍ଭୁକ୍ତିରେ ସାମିଲ କରିବାରେ ସହାୟକ ହୋଇଥାଏ । କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ କରି ମାଦ୍ରାସ ଆଇଆଇଟି ଦ୍ୱାରା ବିକଶିତ ଏକ ଆକ୍ଟିଭ୍ ନିଉମୋସନ ହୁଇଲ୍ ଚେୟାର ନିକିରାଇ, ମଠସାହିର ଭିନ୍ନକ୍ଷମ ପର୍ଶୁରାମ ସାହୁଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ […]
କେନ୍ଦ୍ରାପଡ଼ା,୩୧ା୧ : ଫକିରାବାଦ ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଚତୁର୍ଥ ବାର୍ଷିକ ସର୍ବ ଭାରତୀୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି-୨୦୨୪ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି ଫାଇନାଲ ମ୍ୟଚ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚକୁ ଭଦ୍ରକ ପୈାରପରିଷଦର ଅଧ୍ୟକ୍ଷ ଗୁଲମକି […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକରେ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଚରମ ସୀମାରେ ପହଂଚିଛି । ବିଭାଗର ମନମାନିକୁ ନେଇନୀ ନିଳକଣ୍ଠପୁର ସରପଂଚ ବୁଧବାର ବ୍ଲକ ଅଫିସରେ ଲଙ୍କାକାଣ୍ଡ ସୃଷ୍ଟି କରିଥିବା ନେଇ ଯୋଗାଣ ବିଭାଗ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ଯାହାକୁ ନେଇ ସମଗ୍ର ବ୍ଲକରେ ଆଲୋଡନ ସୃଷ୍ଟି ହୋଇଥିବାବେଳେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । […]
କେନ୍ଦ୍ରାପଡ଼ା, ୩୧ା୧: ମଙ୍ଗଳବାର ଦିନ ମହାବିଦ୍ୟାଳୟର ଗାନ୍ଧୀ ଭବନଠାରେ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ‘ନୂଆ-ଓ’ କାର୍ଯ୍ୟକ୍ରମ ମାଧ୍ୟମରେ ‘ବିଶ୍ୱ ଓଡିଆ ଭାଷା ସମ୍ମିଳନୀ’ର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱିତୀୟ ଅଧିବେଶନରେ ସଭାପତି ଭାବେ ଯୋଗଦାନ କରିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ବାଉରୀବନ୍ଧୁ ସାହୁ । ସେ ଓଡିଆ ମଧ୍ୟଯୁଗୀୟ ସାହିତ୍ୟରେ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରଫେସର […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହର ନିକଟ କାକୁଡିପଲ୍ଲୀ ଛକ ଠାରେ ଟ୍ରକ ପଛରେ ବାଇକ୍ ଧକ୍କା ଦେବାରୁ ୩ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୨ ଗୁରୁତରଙ୍କୁ କେନ୍ଦ୍ରାପଡା ସ୍ଥାନାନ୍ତର କରାଯାଇଛି । ସେମାନେ ହେଲେ ସ୍ଥାନୀୟ ନିମପୁର ଗାଁର ଜିସୁକ୍ରିଷ୍ଣ ବାରିକ, କାହ୍ନୁଚରଣ ବାରିକ, ନାରାୟଣ ବାରିକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ବୁଧବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ବଜାରରୁ ଏକ ବାଇକରେ […]
କେନ୍ଦ୍ରାପଡ଼ା,୩୦ା୧ : ବରିଷ୍ଠ ସ୍ତମ୍ବକାର, ସାମ୍ବାଦିକ, ଦୈନିକ ସମାଜର ପ୍ରାକ୍ତନ ବରିଷ୍ଠ ସହ ସମ୍ପାଦକ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଅଭିଭକ୍ତ କଟକ ଜିଲ୍ଲାର ପୂର୍ବତନ ପ୍ରଚାରକ ଓ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସାଧାରଣ ସମ୍ପାଦକ ସ୍ୱର୍ଗତ ଅରୁଣ ପଣ୍ଡାଙ୍କ ବିୟୋଗରେ ସାନ୍ତସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସତ୍ୟନାରାୟଣ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ […]
କେନ୍ଦ୍ରାପଡ଼ା,୩୦ା୧ : ସହୀଦ ଦିବସ ଅବସରରେ ବୀର ଅମର ସହୀଦମାନଙ୍କ ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଦିବା ୧୧ ଘଟିକା ସମୟରେ ୨ ମିନିଟ୍ ପାଇଁ ଏକ ନୀରବ ପ୍ରାର୍ଥନା କରାଯାଇଛି । ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପୀତାମ୍ବର ସାମଲ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡା, […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରି ବନ୍ଧ ବାଇପାସ୍ଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ସାଢେ ୧୭ କିମି ରାସ୍ତା ବିଭାଗୀୟ କର୍ତୃପକ୍ଷ ଓ ଠିକାଦାରଙ୍କ ଲେଉଟିଆ କିଆରି ସାଜିଛି । ଗତ ଦେଢ ବର୍ଷ ମଧ୍ୟରେ ଉକ୍ତ ରାସ୍ତାର ନିର୍ମାଣ ଓ ମରାମତି ବାରମ୍ବାର କରାଯାଇଛି । କିନ୍ତୁ ରାସ୍ତା ନିର୍ମାଣ, ମରାମତି ହେବା ପରେ ମଧ୍ୟ ରାସ୍ତାରୁ ପିଚୁ ଉଠିଯିବା ସହ ଗାତ […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ବ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ କା ର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାଳିକା ଆତ୍ମରକ୍ଷା ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଛାତ୍ରୀମାନେ ସୁରକ୍ଷିତ ହେଲେ ସାମାଜିକ ବ୍ୟବସ୍ଥା ସୁଦୃଢ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ […]
କେନ୍ଦ୍ରାପଡ଼ା, ୩୦ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଗାନ୍ଧୀ ଭବନରେ ମଙ୍ଗଳବାର ‘ନୂଆ-ଓ’ କାର୍ଯ୍ୟକ୍ରମ ମାଧ୍ୟମରେ ‘ବିଶ୍ୱ ଓଡିଆ ଭାଷା ସମ୍ମିଳନୀ’ ଉପଲକ୍ଷେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦାୟିତ୍ୱରେ ଥିବା ଡ. ପ୍ରଭାକର ମଲ୍ଲିକ ସଭାପତିତ୍ୱ କରିଥିବାବେଳେ ଉଦ୍ଘାଟକ ଭାବେ ଯୋଗ ଦେଇଥିଲେ ପୂର୍ବତନ ଶାସନ ସଚିବ ଡ. ଅଲେଖ ଚନ୍ଦ୍ର ପଡିହାରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ବକ୍ତବ୍ୟ ରଖିଥିବାବେଳେ ଅନ୍ୟତମ ସମ୍ମାନୀତ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷା ପ୍ରାଧ୍ୟାପିକା ସଲୀଳା ବାରିକଙ୍କ ପୌରାହିତ୍ୟ ଓ କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ସସ୍ମିତା ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ସଭାରେ ଅଧ୍ୟାପିକା ବିଜୟାଲଷ୍ମୀ ସ୍ୱାଇଁ, ଅଧ୍ୟାପିକା କବିତା ରାଉତ, ଅଧ୍ୟାପିକା ଅଳକା ଦାସ, ଅଧ୍ୟାପିକା କବିତା ପାତ୍ର, ଅଧ୍ୟାପିକା ମଞ୍ଜୁଶ୍ରୀ ଜେନା, ଅଧ୍ୟାପିକା ମଳୟ ମଞ୍ଜରୀ ନାୟକ […]
କେନ୍ଦ୍ରାପଡ଼ା, ୩୦ା୧: କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକା ଆତ୍ମସୁରକ୍ଷା ଶିବିରର ଉଦ୍ଘାଟନ ହୋଇଯାଇଛି । ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ସରକାରଙ୍କର ଏହା ଏକ ନିଆରା ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ ଏବଂ ଏଥିରେ ଭାଗ ନେଇଥିବା ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପୋଗ୍ରାମ ଅଧିକାରୀ କ୍ୟାପ୍ଟେନ୍ ସୀମା ମହାନ୍ତି ଏହି ଶିବିରର ଉଦ୍ଦେଶ୍ୟ ଏବଂ ଏହାର ଉପକାରିତା ଉପରେ ଆଲୋକପାତ କରିଥିଲେ […]
କେନ୍ଦ୍ରାପଡ଼ା, ୩୦/୦୧: କେନ୍ଦ୍ରାପଡ଼ାର ନୂତନ ଜିଲ୍ଲାପାଳଭାବେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗଦାନ କରିଛନ୍ତି । ମଙ୍ଗଳବାର ସକାଳେ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ପୂର୍ବାହ୍ନ ୧୦ଟାରେ କାର୍ଯ୍ୟରେ ଯୋଗଦାନ କରିଥିଲେ । ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ସାଧାରଣ ଲୋକଙ୍କ ସମସ୍ୟା ସମାଧାନକୁ ଅଗ୍ରାଧିକାର ଦିଆଯିବ । ଜିଲ୍ଲାର ଦୁର୍ବଳତମ ବ୍ୟକ୍ତିଙ୍କ ନିକଟରେ ପହଂଚିବ […]
କେନ୍ଦ୍ରାପଡ଼ା, ୩୦ା୧: ମାଧ୍ୟମିକ ସ୍କୁଲ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ନେଇ ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ(ଓଷ୍ଟା) ବ୍ଲକଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ବିଭିନ୍ନ ସମୟରେ ଆନ୍ଦୋଳନ କରିଥିଲେ ମଧ୍ୟ ସରକାର ପ୍ରତିଶ୍ରୁତି ଦେଇ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ଏଥିପାଇଁ ରାଜ୍ୟ ଓଷ୍ଟାର ନିଷ୍ପତ୍ତିକ୍ରମେ ଆସନ୍ତା ୩ତାରିଖ ଶନିବାର ଦିବା ୧୧ ଘଟିକା ସମୟରେ ଏକ ପ୍ରତିବାଦ ସଭା ସହ ବିଭିନ୍ନ ଦାବି […]
କେନ୍ଦ୍ରାପଡ଼ା, ୩୦ା୧: ରାଜ୍ୟର ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ ଦିତୀୟ ଭଞ୍ଜ ସାହିତ୍ୟ ସଂସ୍କୃତି ସଂସଦ ଆନୁକୂଲ୍ୟରେ ପ୍ରାୟୋଜିତ ଗୋଲକ ଚନ୍ଦ୍ର ଭଞ୍ଜଙ୍କ ୧୨୮ତମ ଜୟନ୍ତୀ ଉତ୍ସବ ଓ ସାରସ୍ୱତ ସମାରୋହ ଅବସରରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ପ୍ରମୁଖ କର୍ମକର୍ତ୍ତାଗଣ ଗୋଟିଏ ମଞ୍ଚରେ ସମ୍ବର୍ଦ୍ଧିର୍ର୍ତ ହେବା ଅନୁଷ୍ଠାନ ପାଇଁ ଗୌରବର ବିଷୟ । ମହାଙ୍ଗାର ଗୋପାଳପୁର ସ୍ଥିତ ପଲ୍ଲୀ ସାଂସ୍କୃତିକ ସାମୁଖ୍ୟ ପରିସରରେ ପ୍ରାୟୋଜିତ ସାରସ୍ୱତ ସମ୍ମିଳନରେ ସଭାପତି […]
କେନ୍ଦ୍ରାପଡ଼ା, ୩୦/୧: ସମଗ୍ର ବିଶ୍ୱରେ ଗାନ୍ଧିଜୀଙ୍କ ବିଚାର ଓ ବ୍ୟକ୍ତିତ୍ୱ ପ୍ରତି ଆଦର ଓ ଆକର୍ଷଣ ବୃଦ୍ଧି ପାଉଥିବାବେଳେ ଦେଶ ଭିତରେ ଗାନ୍ଧିଜୀଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରିବା ପାଇଁ ଗାନ୍ଧୀ ହତ୍ୟାକାଳରୁ ଆଜିଯାଏ କେତେକଙ୍କ ପକ୍ଷରୁ ଅହରହ ଉଦ୍ୟମ ହୋଇଆସୁଛି । ଏହାସତ୍ତ୍ୱେ ଦେଶବାସୀଙ୍କ ମନରେ ଓ ହୃଦୟରେ ଗାନ୍ଧିଜୀ ଗୋଟିଏ ଛାପ ହୋଇ ରହିବା ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱ ଓ ବିଚାରର ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରେ । ଗାନ୍ଧିଜୀଙ୍କୁ […]
କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ବାହାକୂଦ-ମୂଷାଡ଼ିଆ ମହାନଦୀ ଫେରିଘାଟ ମଝିରେ ଯାତ୍ରୀବାହୀ ଡ଼ଙ୍ଗା ଫସିଥିବା ବେଳେ ଅଳ୍ପକେ ୫୦ଜଣ ଯାତ୍ରୀ ବର୍ତ୍ତିଯାଇଛନ୍ତି । ସୂଚନାଯୋଗ୍ୟ, ମହାକାଳପଡ଼ା ବ୍ଲକ ବାହାକୂଦ-ମୂଷାଡ଼ିଆ ଫେରିଘାଟର ମଙ୍ଗଳବାର ଭୋରରୁ ବାହାକୁଦ ପଟୁ ୫୦ରୁ ଊର୍ଦ୍ଧ୍ଵ ଯାତ୍ରୀଙ୍କୁ ଡଙ୍ଗାଟି ନେଇ ପାରାଦୀପ ଅଭିମୁଖେ ଯାଉଥିଲା ।ଏହି ସମୟରେ ମହାନଦୀ ମଝିରେ ଡଙ୍ଗାର ଇଞ୍ଜିନରେ ତ୍ରୁଟି ଯୋଗୁଁ ଡ଼ଙ୍ଗା ଅଚଳ ହୋଇଯାଇଥିଲା । ଡ଼ଙ୍ଗାରେ ଥିବା ୫୦ଜଣ ଯାତ୍ରୀ […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ପଚାଂୟତ ନୂଆଗାଁ ଛକରେ ଘଙ୍କିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନୁଆଗାଁର ହରିଶ୍ଚନ୍ଦ୍ର ପାଣ୍ଡବ(୫୨) କ୍ଷୀର ବିକ୍ରିକରି ସ୍କୁଟିରେ ଘରକୁ ଫେରୁଥିବା ବେଲେ ରାଜନଗର ଅଭିମୁଖେ ଦୃତ ଗତିରେ ଆସୁଥିବା ହାଇୱା ନଂ- ଓଡି-୦୪-ଟି- ୧୩୩୦ ସାଇକେଲରେ ଆସୁଥିବା ଦୁଇଜଣ ସ୍କୁଲ ପିଲାଙ୍କୁ ଧକ୍କା ଦେବାରୁ ସେମାନେ ରାସ୍ତା କଡରେ ପଡି ଆହତ ହୋଇଥିଲେ । ହାଇୱା ଚାଲକ ନିୟନ୍ତ୍ରଣ ହରାଇ […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀକୁ ସୀମା ପୁନଃ ନିର୍ଦ୍ଧାରଣ ବେଳେ ଭାଗ ଭାଗ କରି ରାଜନଗର, କେନ୍ଦ୍ରାପଡ଼ା ଓ ଆଳି ବିଧାନସଭା ଆସନରେ ମିଶାଇ ଦିଆଯାଇଛି । ପଟ୍ଟାମୁଣ୍ଡାଇର ୧୯ ଟି ପଂଚାୟତ ଓ ପୌରପାଳିକାର ୨୦ଟି ୱାର୍ଡକୁ ନେଇ ଗଠିତ ରଜନଗର ନିର୍ବାଚନମଣ୍ଡଳୀ ରାଜନୀତିର ପଶାପାଲିରେ ଅବହେଳିତ ହୋଇପଡିରହିଛି । କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ପ୍ରମୁଖ ସହର ଓ ବାଣିଜ୍ୟାକ ପେଣ୍ଠସ୍ଥଳି ପଟ୍ଟାମୁଣ୍ଡାଇ ବାସୀଙ୍କ ଶୂନ୍ୟ ନେତୃତ୍ୱ ପାଇଁ […]










