କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ପକ୍ଷରୁ “ସ୍ତୋକାଷ୍ଟିକ ପ୍ରୋସେସ ଓ କଂପ୍ଲେକ୍ସ ଡିନାମିକସ ” ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁଙ୍କ ପୌରହିତରେ ଆୟୋଜିତ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ରରେ ଭୁବନେଶ୍ୱର ଆଇଆଇଟି ପ୍ରଫେସର ଡ଼କ୍ଟର ତାରାକାନ୍ତ ନାୟକ ମୁଖ୍ୟଆଲୋଚକ ଓ ଭୁବନେଶ୍ୱର ଆଇଆଇଟି ର ସହକାରୀ ପ୍ରଫେସର ଡ଼କ୍ଟର ଆକାଶ ଆଶୀର୍ବାଦ ପଣ୍ଡା ସହକାରୀ ଆଲୋଚକ ଭାବେ […]
Year: 2024
ସାମ୍ପ୍ରତିକ ପ୍ରତିଯୋଗିତାମୂଳକ ଦୁନିଆରେ ଉତ୍ତମ ଗୁଣାତ୍ମକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ସବୁକ୍ଷେତ୍ରରେ ସଫଳ କରିବା ସହିତ ସାମାଜିକ ପରିବର୍ତନ ପାଇଁ ମାର୍ଗଦର୍ଶନ କରିଥାଏ ବୋଲି ପଟ୍ଟାମୁଣ୍ଡାଇ ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲର ୧୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇ ଅତିଥିମାନେ ପ୍ରକାଶ କରିଛନ୍ତି । ସ୍କୁଲ ନିର୍ଦେଶକ ଆଡ଼ଭୋକେଟ ସଞ୍ଜୟ କୁମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପ୍ରାକ୍ତନ ଡି ଏସ ଇ ନିର୍ଦେଶକ ଡ଼ ପ୍ରୀତିପ୍ରତିଭା […]
କେନ୍ଦ୍ରାପଡ଼ା, ୪ା୨: କେନ୍ଦ୍ରାପଡା ମ୍ୟୁନିସିପାଲିଟି ଟାଉନ ହଲ୍ଠାରେ ଆଜି କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ଅନୁସୂଚିତ ଜାତି କଂଗ୍ରେସ କର୍ମୀ ସମ୍ମିଳନୀ ବ୍ଲକ ଦଳିତ କଂଗ୍ରେସ ସଭାପତି ପ୍ରଭାତ କୁମାର ଉଡାଣସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଯୋଗଦେଇ କହିଥିଲେ ଯେ ରାଜ୍ୟ ବିଜେଡି ଓ କେନ୍ଦ୍ର ବିଜେପି ସରକାର ଦଳିତ ଜାତି ସ୍ୱାର୍ଥର ପରିପନ୍ଥୀ […]
କେନ୍ଦ୍ରାପଡ଼ା, ୪ା୨: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ନିକିରାଇ ଗ୍ରାମ ପଞ୍ଚାୟତରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସୁନାମଧନ୍ୟ ପାଲାଗାୟକ ଲକ୍ଷ୍ମଣ ରାଉତ, ଅବସରପ୍ରାପ୍ତ ଶିକ୍ଷକ ସୁସାହିତ୍ୟିକ ସମାଜସେବୀ ରଘୁନାଥ ରାଉତ, ସୁସାହିତ୍ୟିକ କବି ଗଗନ ବିହାରୀ ଜେନା, ବିଶିଷ୍ଟ ସୁସାହିତ୍ୟିକ କବି ଶୈଳଜା ଶଙ୍କର ସାମଲ, ସମାଜସେବୀ ଓ ସାହିତ୍ୟିକ ରାଧାରମଣ ସିଂହ, କଳାକାର ତଥା କବି […]
କେନ୍ଦ୍ରାପଡ଼ା, ୦୩/୦୨: ଜନସାଧାରଣଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ଓ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ୱାକଥନ୍ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ସହର ଗାଣାମାହାଲ ସ୍ଥିତ ସିଦ୍ଧ ବାଲାବାବା ମଠ ନିକଟରୁ ବାହାରିଥିବା ଏହି ସଚେତନତା ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଆର୍ବିଆଇର କ୍ଷେତ୍ରୀୟ ନିର୍ଦ୍ଦେଶକ ଡକ୍ଟର ସାରଦା ପ୍ରସନ୍ନ ମହାନ୍ତି ଏବଂ ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲ । ଏହି […]
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ମାଟିଆପଡା ଉଚ୍ଚବିଦ୍ୟାଳୟରେ ବିଶ୍ୱ ଆଦ୍ରଭୂମି ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ କବି ମନୋଜ ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପରିବେଶବିତ ବିଜୟ କବି ଉଦଘାଟନ କରିଥିଲେ । ଭାରତୀୟ ପ୍ରାଣୀ ଅନୁସନ୍ଧାନ ସଂସ୍ଥା ବୈଜ୍ଞାନିକ ଡ଼ କୌଶିକ ଦେଉତା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଦ୍ରଭୂମିର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ । ଗବେଷକ ଗିରିଜା ଶଙ୍କର ସେଠୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ […]
କେନ୍ଦ୍ରାପଡ଼ା,୩ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ୧୯୮୬ ମାଟ୍ରିକ ବ୍ୟାଚର ଏକ ବନ୍ଧୁ ମିଳନ ଉତ୍ସବ ଭରତପୁର ବେଣାଜୋରି ବଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀମାନେ ସେମାନଙ୍କ ସେହି ପୁରୁଣା ସ୍ମୃତିକୁ ରୋମନ୍ଥନ କରିବା ସହ ନିଜ ନିଜ ମଧ୍ୟରେ ସୁଖଦୁଃଖ ବାଣ୍ଟିଥିଲେ । ପୁରାତନ ଛାତ୍ର ସୈାଦାମିନୀ ରାଉତ, ଅରୁଣ ରାଉତ, ନିରଞ୍ଜନ ଜେନା, ସୁଧିର […]
କେନ୍ଦ୍ରାପଡ଼ା,୩ା୨ : କେନ୍ଦ୍ରାପଡାର ବାଲାବାବା କ୍ଲବ ମା’ଖରାଖାଇ କ୍ଲବକୁ ମା’ଶଙ୍କଟ ତାରିଣୀ ଡିଉଜବଲ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚରେ ହରାଇ ଫାଇନାଲକୁ ପ୍ରବେଶ କରିଛି । ପ୍ରଥମେ ବାଲାବାବା କ୍ଲବ ଟଚ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୦ଓଭରରେ ତା’ର ସମସ୍ତ ୱିକେଟ ହରାଇ ୧୫୬ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସଞ୍ଜୀବ ସାହୁ ୩୫ରନ୍ ଏବଂ ବିକାଶ ପରିଡା ୨୩ରନ୍ ସଂଗ୍ରହ କରିଥିଲେ । ଖରାଖାଇ […]
କେନ୍ଦ୍ରାପଡ଼ା,୩ା୨ : ନିର୍ବାଚନ ଆସିଲେ ଆମ ପ୍ରଶାସନକୁ ଖୋଜାପଡେ ନିର୍ବାଚନ କାମ କରିବାକୁ ବଡବଡ ସୁରକ୍ଷିତ କୋଠା । ଯେଉଁ ଘର ଚାହିଁଁବେ ତାକୁ ନେଇ ପାରିବେ । କୁହାଯାଏ ଏହା ଜାତୀୟ ଆବଶ୍ୟକତା । କେହି ମନା କରିପାରିବେ ନାହିଁ କିମ୍ବା ପ୍ରଶାସନକୁ ବାଧା ଦେଇ ପାରିବେ ନାହିଁଁ । ସେଇ ନ୍ୟାୟରେ ପ୍ରତି ୫ ବର୍ଷରେ ଥରେ ବା ଅଧାରୁ ସଂସଦ କି ବିଧାନସଭା ଭାଙ୍ଗି ଗଲେ, […]
ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ କିଶୋର ତରାଇଙ୍କ ପିତା ପୂର୍ବତନ ଅବକାରୀ ନିରୀକ୍ଷକ ବିମଳ ତରାଇଙ୍କୁ ତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୁପୁର ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମନ୍ତ୍ରୀ, ବିଧାୟକ ଓ ମାନ୍ୟଗଣ୍ୟ ବ୍ୟକ୍ତି । ପୂର୍ବତନ ବିଧାୟକ ଶ୍ରୀତରାଇଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ସ୍ୱାମୀ ଅସୀମା ନନ୍ଦ ଦାସ ମହାରାଜ, ସ୍ୱାମୀ ଏସ ଭରଦ୍ୱାଜ,ରାଜ୍ୟ […]
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ସାରା ରାଜ୍ୟର କୋଣ ଅନୁକୋଣରେ ବିଶ୍ୱ ଓଡ଼ିଆ ସମ୍ମିଳନୀ ଆୟୋଜିତ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଭାଷା ବିପ୍ଳବ ଓଡ଼ିଆ ଭାଷା ସଂସ୍କୃତି ଓ ସାହିତ୍ୟ କୁ ଶକ୍ତିଶାଳୀ ଓ ଅଧିକ ରୁଦ୍ଧିମନ୍ତ କରିବ ଅନ୍ୟଥା ଭାଷା ଦୁର୍ବଳ ହେଲେ ଆମ ଗୌରବମୟ ସଂସ୍କୃତି ଓ ପରମ୍ପରା ପରମ୍ପରା ଦିଗହରା ହୋଇପଡ଼ିବାର ଆଶଙ୍କା ରହିଛି ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ବିଶ୍ୱ ଓଡ଼ିଆ […]
କେନ୍ଦ୍ରାପଡ଼ା,୨ା୨ : ନିର୍ବାଚନ ବର୍ଷ ହେଇଥିଲେ ବି ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଗତ ଅନ୍ତରୀଣ ବଜେଟ ୨୦୨୪-୨୫ରେ କୃଷି, ଗ୍ରାମୀଣ ବିକାଶ, ଖାଦ୍ୟ ସୁରକ୍ଷା, ମନରେଗା ଏବଂ ଗ୍ରାମୀଣ ଋଣ ପ୍ରଦାନ କ୍ଷେତ୍ର ପାଇଁ ଅନୁଦାନ ଅତ୍ୟନ୍ତ ନୈରାଶ୍ୟ ଜନକ । ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା, ମଣ୍ଡିକୁ ଜାତୀୟ ଡିଜିଟାଲ ବଜାର ସହିତ ସଂଯୋଗ, ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ ଘୋଷଣା, ପିଏମ କିଷାନ ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ଆୟ ଉତ୍ପାଦନ ପରିମାଣ ଓ ନିୟୋଜନ ନିର୍ଦ୍ଧାରଣରେ ଶାସ୍ତ୍ରୀୟ ଅର୍ଥଶାସ୍ତ୍ରୀ ଓ କେନସଙ୍କ ବିତର୍କ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଛତ୍ରପୁର ସରକାରୀ ବିଜ୍ଞାନ କଲେଜ ଆସିଷ୍ଟାଣ୍ଟ ପ୍ରଫେସର ରଶ୍ମିରଞ୍ଜନ ବେହେରା ବିଷୟବିଶାରଦ ଭାବେ ଯୋଗ ଦେଇ ଆଲୋଚନାଚକ୍ର ବିଷୟବସ୍ତୁ ଉପରେ ତାତ୍ଵିକ ଆଲୋଚନା କରିଥିଲେ […]
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟାମୁଣ୍ଡାଇ ବ୍ଲକ ପୋହଳ- ବାଟିପଡା ଧବଳେଶ୍ଵର ନୋଡାଲ ୟୁପି ସ୍କୁଲ୍ ଏବଂ ଗଙ୍ଗାରମପୁର ଲୋକନାଥପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସମେତ ପଟ୍ଟାମୁଣ୍ଡାଇ ବ୍ଲକର ମାତ୍ର ଦୁଇଟି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ମିଳିଛି । ଏହି ସ୍କୁଲ ଦ୍ବୟର ପ୍ରଧାନଶିକ୍ଷକ ପ୍ରଭାକର ପରିଡ଼ା ଓ ଶୁଭା°ଶୁ କୁମାର ଦାସଙ୍କୁ ପୁରସ୍କାର ସ୍ୱରୂପ ନଗଦ ଅର୍ଥରାଶି,ଟ୍ରଫି ଓ ମାନପତ୍ର […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ସମାଜବିଜ୍ଞାନ ଓ ତୁଳସୀ ମହିଳା କଲେଜ ସମାଜ ବିଜ୍ଞାନ ବିଭାଗ ପକ୍ଷରୁ ମିଳିତ ଭାବେ ପରିବେଶ ସମାଜବିଜ୍ଞାନ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ସମାଜବିଜ୍ଞାନୀ ନବନିତା ରଥ ଯୋଗ ଦେଇ ପରିବେଶ ଉପରେ ପ୍ରତିକୂଳ ଜଳବାୟୁର ଭୟାବହତା ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର […]
କେନ୍ଦ୍ରାପଡା ୨/୨- ଅଜି କାଲି ବିଭିନ୍ନ ପ୍ରକାରର ଅତ୍ୟା ଧୁନିକ ଖାଦ୍ୟ ପାଇଁ ଆମର ଭିନ୍ନ ଭିନ୍ନ ପେଟ ଜନିତ ରୋଗ ଦେଖା ଦେଉଛି । ଆମେ ଏହା ପାଇଁ ମେଡ଼ିକାଲର ଦ୍ୱାରସ୍ଥ ହୋଇଥାଇ । କେନ୍ଦ୍ରାପଡା ଜିଲ୍ଲାର କନ୍ତିଆ ମଧୁ ଦାସ ପୀଠ ରେ ବହୁ ପ୍ରାଚୀନ କାଞ୍ଜି ପାଣି ଯେଉଁମାନେ ପିଅନ୍ତି, ସେମାନଙ୍କର ପେଟ ଜନିତ ରୋଗ ର ସମସ୍ୟା ବିନା ମେଡିସିନ ରେ ହୋଇଥାଏ ବୋଲି […]
କେନ୍ଦ୍ରାପଡ଼ା, ୨ା୧: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବ୍ରେନ୍ଟି ଟେକ୍ନୋଲୋଜି, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ଏକ ବୃତ୍ତି ପରାମର୍ଶ ଏବଂ ନିଯୁକ୍ତି ସଂସ୍ଥାପନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ବୃତ୍ତି ପରାମର୍ଶ ଏବଂ ନିଯୁକ୍ତି ସଂସ୍ଥାପନ ପ୍ରକୋଷ୍ଠର ସଂଯୋଜିକା ପ୍ରାଧ୍ୟାପିକା ଡ. ବାସନ୍ତୀ ଶୁକ୍ଳା ବୃତ୍ତି ଓ ନିଯୁକ୍ତି ଉପରେ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ଓ ମନମାନିକୁ ନେଇ ନିଳକଣ୍ଠପୁର ସରପଂଚ ବୁଧବାର ବ୍ଲକ ଅଫିସରେ ଭଙ୍ଗାରୁଜା କରିଥିବା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉଭୟ ପରସ୍ପର ନାଁରେ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଗତକାଲି ରାତିରେ ପୋଲିସ ସରପଂଚକୁ ଗିରଫକରି କୋଟ ପଠାଇଛି ବୋଲି ସାଧାରଣରେ ଆଲୋଚନା ଜୋର ଧରିଥିବା ବେଳେ କଟକ ମେଡିକାଲରୁ ଚିକିତ୍ସାହୋଇ ଫେରୁଥିବା ବେଳେ […]
ଶୁକ୍ରବାର ଅପରାହ୍ନ ରେ ହଠାତ ହୋଇଥିବା ଝଡ଼ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଏଥିଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ୍ ଧୋୟାଂଚଳରେ ବ୍ୟାପକ ରବି ଫସଲ କ୍ଷତିଗ୍ରସ୍ତ ହୋଇଛି । ଅଧିକାଂଶ ଜମିରେ ହୋଇଥିବା ମୁଗ, ବିରି ଆଦି ଡାଲିଜାତୀୟ ଫସଲ ଅମଳ ହେବାର ସମୟ ଆସିଯାଇଥିବା ବେଳେ ଏହି ବର୍ଷା ଦାଉ ସାଧିଛି । ବହୁ ଚାଷୀ ବିଲରୁ ମୁଗ, ବିରି ଉପାଡ଼ି ପକାଇଥିବା ବେଳେ ଆଉ କିଛି ଚାଷୀ […]
ବାଇପାସ ରାସ୍ତା କାମରେ କେନାଲରୁ ଅତାଡା ଖସିଲା ବିପଦରେ ନିର୍ମାଣ ପୌରପରିଷଦ ଗୃହ ବିଦୁତ ବିଭାଗ ମନମାନୀ ପାଇଁ ଅତଙ୍କରେ କେନାଲ କୂଳବାସୀ କୃଷକଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ମାତ୍ର ଚାଷୀ ସବୁବେଳେ ବିଭାଗୀୟ ଅଧିକାରୀଙ୍କ ରୋଶର ଶିକାର ହେଉଛନ୍ତି ବୋଲି ଅନୁମାନରେ ନୁହେଁ ଅନ୍ଵେଷଣରୁ ଜଣାପଡିଛି । ପଟ୍ଟାମୁଣ୍ଡାଇ […]
କେନ୍ଦ୍ରାପଡ଼ା,୧ା୨ : ନିକିରାଇସ୍ଥିତ ବୀରହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳ ଅଧ୍ୟକ୍ଷତା କରି ଓଡିଆ ଭାଷା ଓ ସାହିତ୍ୟର ଉନ୍ନତି ନିମନ୍ତେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତିର […]
କେନ୍ଦ୍ରାପଡ଼ା,୧ା୨ : କେନ୍ଦ୍ରାପଡା ସିନିଅର ସିଟିଜେନ ଫୋରମ ପକ୍ଷରୁ ନୂତନ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଓ ଆରକ୍ଷୀ ଅଧିକ୍ଷକ ବିନୋଥ ଯୁଗଳ କିଶୋର କୁମାରଙ୍କୁ ଭେଟି ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଫୋରମ ପକ୍ଷରୁ ଡା. ବିଶ୍ୱପ୍ରକାଶ କାନୁନଗୋ, ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତି, କୈଳାସ ଚନ୍ଦ୍ର ସ୍ୱାଇଁ, ପ୍ରହଲ୍ଲାଦ ମଲ୍ଲ, ଅକ୍ଷୟ କୁମାର ନାୟକ, ବୈଷ୍ଣବ ପ୍ରଧାନ, ଫକିର ଚରଣ […]
କେନ୍ଦ୍ରାପଡ଼ା,୧ା୨ : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ସିଦ୍ଧ ମରିଚିଆଣୀ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ଉମାକାନ୍ତ କରଙ୍କୁ ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । କ୍ରୀଡା କ୍ଷେତ୍ରରେ ସାରା ଜିଲ୍ଲାରେ ଉତ୍କର୍ଷତା ହାସଲ କରିବା ସହ ଶିକ୍ଷାଦାନ କ୍ଷେତ୍ରରେ ମଧ୍ୟ ଶିକ୍ଷକ ଶ୍ରୀ କର ସୁନାମ ଅର୍ଜ୍ଜନ କରିଥିବାରୁ ତାଙ୍କୁ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । […]
କେନ୍ଦ୍ରାପଡ଼ା,୧ା୨ : କେନ୍ଦ୍ରାପଡାରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ବୁଧବାର ସକାଳେ ଶ୍ୟାମଗୁଡିଆସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହଠାତ୍ପରିଦର୍ଶନ କରିଛନ୍ତି । ସକାଳ ପ୍ରାୟ ୮ଟା ସମୟରେ ଡାକ୍ତରଖାନା ପରିସର ଜିଲ୍ଲାପାଳ ପହଞ୍ଚି ଆଉଟ ଡୋର, ବିଭିନ୍ନ ବିଭାଗ ଏବଂ ୱାର୍ଡରେ ବୁଲି ରୋଗୀମାନଙ୍କୁ ଭେଟି ସେମାନଙ୍କକୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁଛି କି ନାହିଁ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ଡାକ୍ତରଖାନା […]










