ପୋଲିସର ନାକାବନ୍ଦି ଗାଡିଯାଞ୍ଚ

କେନ୍ଦ୍ରାପଡ଼ା, ୫ା୧: କେନ୍ଦ୍ରାପଡା ଟାଉନ ଥାନା ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକ ସ୍ଥାନ ଗୁଡିକରେ ନାକାବନ୍ଦି କରାଯାଇ ଗାଡି ଯାଞ୍ଚ କରାଯିବା ସହ ବିଭିନ୍ନ ହୋଟେଲ ଗୁଡିକୁ ମଧ୍ୟ ପୋଲିସ ଯାଞ୍ଚ କରିଛି। ସେହିପରି ପଟ୍ଟାମୁଣ୍ଡାଇ ପୋଲିସ ପକ୍ଷରୁ ବିଭିନ୍ନ…

ପ୍ରବୀଣ ରାଜନୈତିକ ମାୟାଧର ତ୍ରିପାଠୀଙ୍କ ଶ୍ରଦ୍ଧାଞ୍ଜଳି ସଭା

ପଟ୍ଟାମୁଣ୍ଡାଇ ୫/୧ -ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ବିଶିଷ୍ଟ ସମାଜିକକର୍ମୀ , ସଂଗଠକ, ବହୁ ପ୍ରତିଷ୍ଠାନର ପ୍ରତିଷ୍ଠାତା, ବଳିଷ୍ଠ କର୍ମକାଣ୍ଡ ତତ୍ୱବିତ, ପ୍ରବୀଣ ରାଜନୈତିକ ମାୟାଧର ତ୍ରିପାଠୀଙ୍କ ଦ୍ୱାଦଶ ତିଥିରେ ତାଙ୍କ ଜନ୍ମ ମାଟି ବିଲପୋଖରିଆପଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ଦାମୋଦର…

ସମାଜସେବୀ ଉମେଶ ଜେନାଙ୍କ ପରଲୋକ

ପଟ୍ଟାମୁଣ୍ଡାଇ ତା ୫/୧-ପଟ୍ଟାମୁଣ୍ଡାଇ ଅଂଚଳର ଯୁବସମାଜସେବୀ କଖାରୁଣୀ ଗ୍ରାମର ଉମେଶ ଜେନାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳେକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା । ଦୀର୍ଘ ୧୫ବର୍ଷ ଧରି ଅବିଭକ୍ତ ଖଡିଅଣ୍ଟା ପଂଚାୟତ କଂଗ୍ରେସ ସଭାପତି ଥିଲେ । ପଂଚାୟତର ଉନ୍ନତିରେ…

ଜିଲ୍ଲା ସାହିତ୍ୟ ପରିଷଦର ସାରସ୍ୱତ ସମାରୋହ , ସାହିତ୍ୟ ନାଗରିକ ସମାଜର ନେତୃତ୍ୱ ନେବା ଆବଶ୍ୟକ

କେନ୍ଦ୍ରାପଡ଼ା,୫ା୧: ବ୍ୟକ୍ତିର ସମ୍ପର୍କ ପରିବାରଠୁ ନାଗରିକ ସମାଜ ଯାଏ ପରିବ୍ୟାପ୍ତ ହେବା ଉଚିତ। ମାତ୍ର ସାଂପ୍ରତିକ ସମୟରେ ବ୍ୟକ୍ତି ଓ ସମୂହର ସମ୍ପର୍କ କ୍ରମଶଃ ଛିନ୍ନ ହେବାରେ ଲାଗିଛି। ମଣିଷ ନିଜର ପତିଆରା ବୃଦ୍ଧି ପାଇଁ ଗୁରୁତ୍ୱ ଦେଉଥିବା ବେଳେ ସ୍ୱାର୍ଥ…

ସିପିଆଇର ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକ

କେନ୍ଦ୍ରାପଡା, ୫ା୧: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକ ଗୋପଛକଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାର୍ଟିର ରାଜ୍ୟ ସଂପାଦକ ଆଶିଷ କାନୁନ୍‌ଗୋ ମୁଖ୍ୟ ଅତିଥି ଓ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ଜୟନ୍ତ ଦାସ ପର୍ଯ୍ୟବେକ୍ଷକ ରୂପେ ଯୋଗଦେଇଥିଲେ।…

ବିନୋଦବିହାରୀ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା,୫/୧-କେନ୍ଦ୍ରାପଡ଼ା ସହର ସର୍ବ ପୁରାତନ ପ୍ରସିଦ୍ଧ ଶ୍ରୀ ଶ୍ରୀ ବିନୋଦ ବିହାରୀଜୀଉଙ୍କ ମନ୍ଦିର ଗତ ୬ମାସ ତଳେ ବଜ୍ରାଘାତରେ କ୍ଷତିଗ୍ରସ୍ତ ହେବା ପରେ ଏହି ମନ୍ଦିରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଜିଲ୍ଲାପାଳ ସ୍ମୃତି ରଂଜନ ପ୍ରଧାନ ଗତ ଶୁକ୍ରବାର…

ଚାଷୀ ପ୍ରତିନିଧିଙ୍କ ସହ ପ୍ରଶାସନର ଦ୍ୱିପାକ୍ଷିକ ଆଲୋଚନା

କେନ୍ଦ୍ରାପଡ଼ା,୫ା୧: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପ୍ରସ୍ତାବିତ ଇସ୍ପାତ କାରଖାନା ପାଇଁ ପ୍ରଶାସନ ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞାପନ ଜାରି କରିବାପରେ ଜମି ହରାଉଥିବା ଚାଷୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସ୍ରୁଷ୍ଟି ହୋଇଛି। ଏହାକୁ ପ୍ରଶମିତ କରିବା ପାଇଁ ଚାଷୀ…

ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ରାଜ୍ୟ ଆଲୋଚନାଚକ୍ର

ପଟ୍ଟାମୁଣ୍ଡାଇ ୫/୧-ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ “୨୦୩୬ସୁଦ୍ଧା ଓଡିଶା ଏକ ବିକଶିତ ରାଜ୍ୟ ହେବାର ସମ୍ଭାବନା” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ବିଭାଗୀୟ ମୁଖ୍ୟ ପ୍ରଦ୍ୟୁମ୍ନ…