କେନ୍ଦ୍ରାପଡା,୧୪ା୧: ଆଜି କେନ୍ଦ୍ରାପଡାର ନବଗଠିତ ସଂସ୍ଥା “କେନ୍ଦ୍ରାପଡା ଜିଲ୍ଲା ନାଟ୍ୟକଳା ସାହିତ୍ୟ ପରିଷଦ” ଦ୍ୱାରା ଉତ୍କଳୀୟ ସାହିତ୍ୟର ଉତ୍କଳ ସାହିତ୍ୟ ସ୍ରଷ୍ଟା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠାନର ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାସଙ୍କ…
Day: 14 January 2025
ବଳଦେବ ଉଚ୍ଚ ବିଦ୍ୟାଳୟରେ ପଞ୍ଚସଖା ଶିକ୍ଷା ସେତୁର ସଭା
କେନ୍ଦ୍ରାପଡା,୧୪ା୧: ପୌରାଞ୍ଚଳସ୍ଥିତ ବଳଦେବ ଉଚ୍ଚ ବିଦ୍ୟାଳୟର ସଭାଗୃହରେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ପ୍ରାକ୍ତନ ଅଧ୍ୟକ୍ଷ ଅଜୟ କୁମାର ସାମଲଙ୍କ ସଭାପତିତ୍ୱରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ରାତ୍ରି ଜଗୁଆଳି, ସଫେଇ କର୍ମଚାରୀ ଓ ଶିକ୍ଷକ ନିଯୁକ୍ତି…
ତୃତୀୟ ଜିଲ୍ଲାସ୍ତରୀୟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
କେନ୍ଦ୍ରାପଡା,୧୪ା୧: କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଲେକ୍ଟୋରେଟ୍ ଷ୍ଟାଫ୍ କମିଟି ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଦ୍ୱିଦିବସୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସୋମବାର ଦିନ ଉଦ୍ଘାଟିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି…
ମାର୍କେଟ କମ୍ଲେକ୍ସ ଗୃହ ଉଦଘାଟିତ
କେନ୍ଦ୍ରାପଡ଼ା,୧୪ା୧: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ସାହାସପୁର ଠାରେ ମାର୍କେଟ କମ୍ପେ୍ଲକ୍ସ ଗୃହ ମଙ୍ଗଳବାର ପବିତ୍ର ମକରସଂକ୍ରାନ୍ତୀ ଅବସରରେ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ସରପଞ୍ଚ ସରୋଜିନୀ ନାୟକ ଓ ସମିତିସଭ୍ୟ ସରୋଜରଞ୍ଜନ ଜେନା ଅତିଥି ଭାବେ…
କବାଡିଆ ବେପାରୀଙ୍କ କବଜାରେ ଫୁଟ୍ପାଥ
କେନ୍ଦ୍ରାପଡ଼ା,୧୪ା୧: କେନ୍ଦ୍ରାପଡ଼ା ସହରର ଗୋବରୀ ନଦୀ ବାଇପାସ ରାସ୍ତାକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହାର ଅଧିକାଂଶ ଅଂଶ ଏବେ ଜବରଦଖଲରେ ଥିବା ଦେଖିବାକୁ ମିଳିଛି। କେତେକ ଦୁଇଚକିଆ ଗାଡି ଗ୍ୟାରେଜ ବାଲା ଏହି…
ପଟ୍ଟାମୁଣ୍ଡାଇ ଏମ.ଏନ ହାଇସ୍କୁଲ ୮୨ତମ ପ୍ରତିଷ୍ଠା ଦିବସ
ପଟ୍ଟାମୁଣ୍ଡାଇ ୧୪ା୧- ପଟ୍ଟାମୁଣ୍ଡାଇ ଅଚଂଳର ସର୍ବପୁରାତନ ଗୌରବମୟ ସରକାରୀ ଶିକ୍ଷାନୁଷ୍ଠାନ ଏମ.ଏନ ହାଇସ୍କୁଲର ୮୨ତମ ପ୍ରତିଷ୍ଠା ଦିବସ ପୁରାତନ ଛାତ୍ରସଂସଦ ପକ୍ଷରୁ ପାଳିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଜୟ କୁମାର ରାଉତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ପୁରାତନ…
ହଜାର ହଜାର ଭକ୍ତଙ୍କ ସମାଗମରେ ଚନ୍ଦ୍ରମୌଳି ପୀଠରେ ମକର ମେଳା
ପଟ୍ଟାମୁଣ୍ଡାଇ ୧୪ା୧ – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉତିକଣ କେରଡା ଅଂଚଳ ସର୍ବ ପ୍ରଚିନର ଆରାଧ୍ୟ ଦେବତା ପ୍ରଭୁ ଚନ୍ଦ୍ରମୌଳିଙ୍କ ପ୍ରସିଦ୍ଧ ଶୈବପୀଠରେ ହଜାର ହଜାର ଭକ୍ତଙ୍କ ସମାଗମରେ ହିନ୍ଦୁ ରୀତିନୀତିର ଅନନ୍ୟ ମହୋତ୍ସବ ମକର ସକ୍ରାନ୍ତି ଉତ୍ସବ ଓ ମକର…
ପଟ୍ଟାମୁଣ୍ଡାଇ ବିଶ୍ୱଶାନ୍ତି ମହାଯଜ୍ଞ ଶୁଭ ଦେଲେ ବିଧାୟକ
ପଟ୍ଟାମୁଣ୍ଡାଇ ୧୩/୧-ପଟ୍ଟାମୁଣ୍ଡାଇ ଅଂଚଳର ଅନ୍ୟତମ ଗଣପର୍ବ ଓ ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ୭୬ତମ ବିଶ୍ୱଶାନ୍ତି ମହାଯଜ୍ଞର ପାରମ୍ପରିକ ରୀତିନୀତି ଅନୁଯାୟୀ ବଣିକ ସଂଘ ପକ୍ଷରୁ ଶୁଭ ଦିଆଯାଇଛି । ଏହି ଉପଲକ୍ଷେ ପଣ୍ଡିତ ବ୍ରହ୍ମାନନ୍ଦ ନନ୍ଦ ଓ ଭ୍ରମରବର ତ୍ରିପାଠୀଙ୍କ ଯଥାବିଧି…
ବଳଦେବ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରଙ୍କ ଆଲୋଚନାଚକ୍ର
କେନ୍ଦ୍ରାପଡ଼ା,୧୩ା୧: କେନ୍ଦ୍ରାପଡା ସହରର ବଳଦେବ ଉଚ୍ଚ ବିଦ୍ୟାଳୟର ୨୦୦୫ବ୍ୟାଚର ପୁରାତନ ଛାତ୍ରମାନଙ୍କର ଏକ ଆଲୋଚନାଚକ୍ର ମା’ବରୁଣେଇଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ପୁରାତନ ଛାତ୍ର ରୂପେ ଭବିଷ୍ୟତରେ ବିଦ୍ୟାଳୟର ଉନ୍ନତି ଓ ଅଧୁନା ବିଦ୍ୟାଳୟରେ ପଢୁଥିବା ପିଲା ମାନଙ୍କ ପାଇଁ…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୨୮ତମ ବାର୍ଷିକ ଉଦଘାଟନୀ ଉତ୍ସବ
ପଟ୍ଟାମୁଣ୍ଡାଇ ତା ୧୩/୧- ପଟ୍ଟାମୁଣ୍ଡାଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୨୮ତମ ବାର୍ଷିକ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଶିକ୍ଷାବିତ ପ୍ରମୋଦ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମହାକାଳପଡ଼ା ବିଧାୟକ ଡ଼ ଦୂର୍ଗା…
ଜ୍ୟୋତିର୍ବିଦ ଓ ବାସ୍ତୁଶାସ୍ତ୍ରବିତ ଡ଼ ସନ୍ତୋଷ ପାଣି ସମ୍ମାନିତ
ପଟ୍ଟାମୁଣ୍ଡାଇ ତା ୧୩/୧-ପଟ୍ଟାମୁଣ୍ଡାଇ ଓ ଆଳି ଅଞ୍ଚଳର ବିଶିଷ୍ଟ ଜ୍ୟୋତିର୍ବିଦ ଓ ବାସ୍ତୁଶାସ୍ତ୍ରବିତ ଡ଼ସନ୍ତୋଷ କୁମାର ପାଣିଙ୍କୁ ତାଙ୍କର ଜ୍ୟୋତିର୍ବିଦ୍ୟା ଓ ବାସ୍ତୁଶାସ୍ତ୍ର ବିଦ୍ୟା କ୍ଷେତ୍ରରେ ୧୫ ବର୍ଷର ସାଧନା ପାଇଁ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ଭାରତୀୟ ବାସ୍ତୁ…
ଉଦ୍ଯାପିତ ହେଲା କେନ୍ଦ୍ରାପଡା ଦ୍ୱାବିଂଶତମ ପୁସ୍ତକ ମେଳା
କେନ୍ଦ୍ରାପଡା,୧୩ା୧: କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ୍) ଦ୍ୱାରା ଆୟୋଜିତ ୨୨ତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକମେଳା ସୋମବାର ଦିନ ଉଦ୍ଯାପିତ ହୋଇଯାଇଛି । ଏହି ଅବସରରେ କେମ୍ର ସଭାପତି ଅକ୍ଷୟ ପାଣିଙ୍କ ସଭାପତିତ୍ୱରେ ବିଶିଷ୍ଟ ଗବେଷକ ଓ ଲେଖକ ଅନିଲ କୁମାର ଧୀର…
କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
କେନ୍ଦ୍ରାପଡା,୧୩ା୧: ସୋମବାର ଦିବା ୨ ଘଟିକା ସମୟରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା…










