କେନ୍ଦ୍ରାପଡା,୨୪ା୧: ଆସନ୍ତା ୨୬ତାରିଖରେ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ୨୬ତାରିଖରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଆରମ୍ଭ ହୋଇ ଆସନ୍ତା ଫେବୃୟାରୀମାସ ୨ତାରିଖରେ ଉଦଯାପିତ ହେବ। ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ଟୁର୍ଣ୍ଣମେଣ୍ଟଅନୁଷ୍ଠିତ ହେବ। ଏହି ଜାତୀୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ କଟକର ଓଡିଶା […]
Day: 24 January 2025
କେନ୍ଦ୍ରାପଡ଼ା,୨୪ା୧ : ଏବେବି ମାନବିକତା ବଞ୍ଚିରହିଛି। ଅର୍ଥର ମୋହକୁ ପରିତ୍ୟାଗ କରି ଜଣେ ଶିକ୍ଷୟିତ୍ରୀ ରାସ୍ତାରୁ ପାଇଥିବା ୬ହଜାରରୁ ଉର୍ଦ୍ଧ୍ୱ ଅର୍ଥ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ସଂପୃକ୍ତ ମାଲିକଙ୍କୁ ଫେରାଇଦେଇଛନ୍ତି। କେନ୍ଦ୍ରାପଡା ବ୍ଲକ ଅଂଚଳର ଜଣେ ଶିକ୍ଷୟତ୍ରୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ନିମନ୍ତେ ପୁରୀ ଯାଇଥିଲେ। ଧାଡି ଦର୍ଶନରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିସାରି ଅପରାହ୍ନ ପ୍ରାୟ ସାଢେ ୪ଟାରେ ଘରକୁ ଫେରୁଥିବା ବେଳେ ପୁରୀ ବଡଦାଣ୍ଡରୁ ଏକ […]










