ପଟ୍ଟାମୁଣ୍ଡାଇ ୧୫/୧୦ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ବୁଧବାର ପଟ୍ଟାମୁଣ୍ଡାଇ ମେଡିକାଲ ଛକ ଓ ପୋଖରିଆପଡା ଗ୍ରାମରେ ଚଢ଼ାଉ କରାଯାଇ ୧୧୫ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରାଯାଇଛି। ଏମାନେ ହେଲେ ପୌରାଂଚଳର ୧୧ ନଂ ୱାର୍ଡର ଏସକେ ମୁଜାଫର ଅଲ୍ଲି ଓ ଡିକେ ସମସେର ଅଲ୍ଲିଙ୍କୁ ବୋଲି ଅବକାରୀ ପୋଲିସ କହିଛି । ଜବତ ବ୍ରାଉନ ସୁଗାରର […]

ତିନୋଟି ବର୍ଗରେ ଚମ୍ପିୟନ କେନ୍ଦ୍ରାପଡା ଜିଲ୍ଲା କେନ୍ଦ୍ରାପଡ଼ା,୧୫ା୧୦:୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହ ଭଲିବଲ ପ୍ରତିଯୋଗିତା- ୨୦୨୫ରେ କେନ୍ଦ୍ରାପଡା ଜିଲ୍ଲା ତିନୋଟି ବର୍ଗରେ ଚମ୍ପିୟନ ଆଖ୍ୟା ଅର୍ଜ୍ଜନ କରିବା ସହ ୩ଟି ଟ୍ରଫି ହାସଲ କରିଛି। ଚଳିତମାସ ୧୧ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ଭଦ୍ରକ ଜିଲ୍ଲାର ଚରମ୍ପାସ୍ଥିତ ଶ୍ରୀ ଶ୍ରୀ ହନୁମାନଜୀଉ ଉଚ୍ଚବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ରାଜ୍ୟ ବିଦ୍ୟାଳୟ ସମୁହ ୬୯ତମ ଭଲିବଲ ପ୍ରତିଯୋଗିତାରେ […]

କେନ୍ଦ୍ରାପଡ଼ା,୧୫ା୧୦:କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉ ମନ୍ଦିରର ସର୍ବେକ୍ଷଣ ପାଇଁ ପ୍ରତ୍ନତତ୍ତ୍ୱ ବିଭାଗର ଏକ ଦଳ ବୁଧବାର କେନ୍ଦ୍ରାପଡ଼ାରେ ପହଞ୍ଚି ମନ୍ଦିରର ସ୍ଥିତି ପରଖିଛନ୍ତି। ଏହି ଦଳ ପ୍ରଥମେ ଶ୍ରୀଜୀଉଙ୍କ ମୁଖ୍ୟ ଦେଉଳର ଜଗମୋହନରେ ଥିବା ଖୁମ୍ବର ଫାଟକୁ ତଦାରଖ କରିଥିଲେ। ପୂର୍ବରୁ ପ୍ଲେଟ୍ ପଡିବା ଯୋଗୁଁ ସମସ୍ୟା ସୃଷ୍ଟି ହୋଇଛି। ତେଣୁ ଏବେ ଯେଉଁ ଡିପିଆର ପ୍ରସ୍ତୁତ ହେବ ସେଥିରେ ପ୍ଲେଟ୍ ଲାଗିବାର ବ୍ୟବସ୍ଥା ରହିବ ନାହିଁ। ଏକ […]

ସ୍ୱାସ୍ଥ୍ୟ ସମାଜର ମୌଳିକ ଆବଶ୍ୟକତା । ଏଥିନେଇ ରାଜ୍ୟ ଓ କେନ୍ଦ୍ର ସରକାର ଜନସାଧାରଣଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ରାଜ୍ୟର ବିଭିନ୍ନ ଚିକିତ୍ସାଳୟରେ ଆବଶ୍ୟକ ବିଶେଷଜ୍ଞ ଡାକ୍ତର ନଥିବାରୁ ଜନସାଧାରଣ ଉତମ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଇଛନ୍ତି । ଯେଉଁ ସରକାରୀ ଡାକ୍ତର କାର୍ଯ୍ୟରତ ଅଛନ୍ତି ସେମାନେ ସେବା ଯୋଗାଇବା ପରିବର୍ତେ ଘରୋଇ କ୍ଲିନିକଗୁଡ଼ିକରେ ବ୍ୟବସାୟ କରୁଥିବା ଦେଖାଯାଉଛି। ଏହାଦ୍ୱାରା […]

केंद्रपाड़ा, 14/10: केंद्रापड़ा की पूर्व विधायक डॉ. शिप्रा मलिक ने केंद्रपाड़ा प्रखंड अंतर्गत चकरोडा ग्राम पंचायत की सड़क प्रकाश परियोजना में हुए भ्रष्टाचार की सतर्कता जांच की मांग की है। डॉ. मलिक ने एक प्रेस विज्ञप्ति में कहा कि राज्यसभा सांसद सुलता देव ने केंन्द्रापाड़ा निर्वाचन क्षेत्र में सड़क प्रकाश […]

କେନ୍ଦ୍ରାପଡା,୧୪ା୧୦: କେନ୍ଦ୍ରାପଡାରେ ଅନୁଷ୍ଠିତ ସର୍ବବୃହତ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଅକ୍ଟୋବର ୬କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ କେନ୍ଦ୍ରାପଡା ମୁନିସିପାଲଟି ସମେତ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରାପଡା ଓ ପଟ୍ଟମୁଣ୍ଡାଇ ବ୍ଲକର ବିଭିନ୍ନ ଗ୍ରାମମାନଙ୍କର ପୂଜା ଉତ୍ସବ ପାଳିତ ହେଉଛି । ଏହି ଅବସରରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ବିଭିନ୍ନ ଦେବୀ ମଣ୍ଡପ ଦର୍ଶନ କରି ଜଗତ ଜନନୀମା ଲକ୍ଷ୍ମୀଙ୍କର ଆର୍ଶିବାଦ ଭିକ୍ଷା କରିଥିଲେ । ମାଙ୍କ […]