କେନ୍ଦ୍ରାପଡ଼ା,୨୫ା୧୦ : ପାରମ୍ପରିକ ପ୍ରଥା ଅନୁଯାୟୀ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉ ମହାପ୍ରଭୁଙ୍କ ପାଇଁ ଆସିଛି ୩ଗୋଟି ପାଟବସ୍ତ୍ର । ଦେବୋତ୍ତର ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ଶନିବାର ଅପରାହ୍ନରେ ନୀଳ, ରକ୍ତ ଓ ହରିଦ୍ରା ରଙ୍ଗର ତିନୋଟି ପାଟବସ୍ତ୍ରକୁ ବଡଭାଇ ଶ୍ରୀବଳଦେବଜିଉ ମହାପ୍ରଭୁଙ୍କ ଉଦେଶ୍ୟରେ ଆସିଛି। ସେହି ପାଟବସ୍ତ୍ରକୁ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଆଣିଥିବା ସହକାରୀ ପ୍ରଶାସକ ଡ. ପ୍ରଭୂପିୟୁଷ […]
Day: 26 October 2025
କେନ୍ଦ୍ରାପଡ଼ା ୨୫/୧୦- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ମହୋତ୍ସବ ୨୦୨୫ ସୁରବି କାର୍ଯ୍ୟକ୍ରମ ଅତି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କୁନି କୁନି ଛାତ୍ର ଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶିତ ହେବା ସାଙ୍ଗକୁ ସାଂସ୍କୃତିକ, ସାମାଜିକ କ୍ଷେତ୍ରରେ ପିଲା ମାନଙ୍କର ଯେଉଁ ଅନ୍ତର୍ନିହିତ ଦକ୍ଷତା ରହିଛି ତାହା କିପରି ପ୍ରସ୍ପୁଟିତ ହୋଇପାରିବ ତାହା ଏହି ସୁରବି କାର୍ଯ୍ୟକ୍ରମର […]
କେନ୍ଦ୍ରାପଡା,୨୬ା୧୦: କେନ୍ଦ୍ରାପଡା ଜିଲ୍ଲା ଉପକଣ୍ଠରେ ଅବସ୍ଥିତ ଏହି ଜିଲ୍ଲାର ଏକମାତ୍ର ଆଇ.ସି.ଏସି.ଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ସେଣ୍ଟଯୋସେଫ୍ ସ୍କୁଲର ବାର୍ଷିକ ବିଜ୍ଞାନ, କଳା ଓ ହସ୍ତକଳାର ଚିତ୍ତାକର୍ଷକ ପ୍ରଦର୍ଶନୀ ଗତ ଶନିବାର ଦିନ ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବହ୍ନ ୧୦ଘଟିକା ଠାରୁ ଅପରାହ୍ନ ୪ଘଟିକା ପର୍ଯ୍ୟନ୍ତ ବିଦ୍ୟାଳୟର ବିଭିନ୍ନ କକ୍ଷ ମଧ୍ୟରେ ଆୟୋଜିତ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଫାଦର ନବକିଶୋର ଦିଗାଲ୍, ବିଦ୍ୟାଳୟର ମ୍ୟାନେଜର ଫାଦର ରମେଶ […]










