କେନ୍ଦ୍ରାପଡ଼ା,୨ା୧୧:ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ପ୍ରଳମ୍ବାସୁର ବଦ୍ଧ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଭୁ ଶ୍ରୀବଳଦେବଜୀଉ ଶ୍ରୀକ୍ଷେତ୍ରରୁ ଆସିଥିବା ପାଟ ଶାଢ଼ୀ ପରିଧାନ କରି ସଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପରମ୍ପରା ଅନୁଯାୟୀ ଆଜି ବଳଦେବଜୀଙ୍କ ମନ୍ଦିରରେ ପ୍ରଳମ୍ବାସୁର ବଦ୍ଧ ନୀତି ଅନୁଷ୍ଠିତ ହୋଇଥିଲା। ଏକାଦଶୀ ଓ ଦ୍ୱାଦଶୀ ତିଥି ଗୋଟିଏ ଦିନରେ ପଡିଥିଲା। ଏହି ତିଥିରେ ପ୍ରଳମ୍ବାସୁରକୁ ବଦ୍ଧ କରାଯାଇଥିଲା। ତେଣୁ ମନ୍ଦିରରେ ସନ୍ଧ୍ୟା […]

କେନ୍ଦ୍ରାପଡ଼ା,୨ା୧୧:ଏକ ବିଶେଷ ସୁତ୍ରରୁ ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବାଲିପଡା ଅଞ୍ଚଳରେ ଚଢାଉ କରାଯାଇ ନିମପୁର ଗ୍ରାମର ପିଣ୍ଟୁ ମଲିକ(୨୬)ଙ୍କ ଠାରୁ ୫୦ଗ୍ରାମ ଓଜନର ବ୍ରାଉନସୁଗାର ଏବଂ ମାଟିଆ ଗ୍ରାମର ଚନ୍ଦ୍ରକାନ୍ତ ମଲିକ(୩୮)ଙ୍କ ଠାରୁ ୩୦ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯିବା ସହ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୮୦ଗ୍ରାମ ଓଜନର ବ୍ରାଉନସୁଗାର ସମେତ […]

କେନ୍ଦ୍ରାପଡ଼ା,୨/୧୧: ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କ ୮୦ ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ପରିଷଦର ସଭାପତି ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ସଂଗଠନ, କବି,ଲେଖକ ଓ ବୁଦ୍ଧିଜୀବୀ ମାନେ ଯୋଗଦେଇ କଥାଶିଳ୍ପୀ ରାମଚନ୍ଦ୍ର ବେହେରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ। ପ୍ରଫେସର […]

କେନ୍ଦ୍ରାପଡା ୨/୧୧- ଆଜି କେନ୍ଦ୍ରାପଡ଼ା ଜିଲ୍ଲା ତୈଳିକ ବୈଶ୍ୟ ସମାଜର ଏକ ସମାବେଶ ଡେରାବିଶ ଛତାଛକ ଜେକେ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ସମାବେଶରେ କୈଳାଶ ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ଜିଲ୍ଲା ସଭାପତି ସରୋଜ ସାହୁ, ସମ୍ପାଦକ ଶ୍ରୀକାନ୍ତ ନାୟକ, ବରିଷ୍ଠ ସଦସ୍ୟ ଧିରେନ ସାହୁ, ଭରତ ଚନ୍ଦ୍ର ସାହୁ, ଅରୁଣ ସାହୁ ଆଇନଜୀବୀ ଦୀପକ ସାହୁ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଏହି […]