କେନ୍ଦ୍ରାପଡା ୮/୧୧ – କେନ୍ଦ୍ରାପଡା କଳା, ସଂସ୍କୃତି ଓ ବୌଦ୍ଧିକତାର ବିକାଶ କ୍ଷେତ୍ରରେ କାର୍ଯ୍ୟରତ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜର୍ସ (କେମ) ପକ୍ଷରୁ ଆଗାମୀ ଜାନୁଆରୀ ୬ରୁ ୧୩ଯାଏ ସହରର ମହୀପାଳ ଟେଲିକମ ପଡିଆରେ ରାଜ୍ୟସ୍ତରୀୟ ପୁସ୍ତକମେଳାର ୨୩ତମ ସଂସ୍କରଣ ଅନୁଷ୍ଠିତ ହେବ। ଏହି ଅବସରରେ କେମର ମୁଖ୍ୟ ଉପଦେଷ୍ଟା ଡ. ବିରଜା ରାଉତରାୟଙ୍କ ସଞ୍ଚାଳନରେ ଚଳିତ ବର୍ଷ ପୁସ୍ତକମେଳା ସରସ ସୁନ୍ଦର କରିବାପାଇଁ ସହରର […]
Day: 9 November 2025
କେନ୍ଦ୍ରାପଡା,୯ା୧୧: ରାଜ୍ୟ ଓଷ୍ଟାର ନିଷ୍ପତ୍ତି କ୍ରମେ ଜିଲ୍ଲା ଓଷ୍ଟାର ଆହ୍ୱାନରେ ଗୁଲନଗର ହାଇସ୍କୁଲ ପରିସରରେ ମହିଳା ଶିକ୍ଷକ ଓ କର୍ମଚାରୀ ସମ୍ମିଳନୀ ଜିଲ୍ଲା ଓଷ୍ଟାର ସଭାପତି ଆଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଉପସଭାନେତ୍ରୀ ରିନା ରାଉତ ମଞ୍ଚକୁ ଅତିଥିମାନଙ୍କୁ ଆମନ୍ତ୍ରଣ କରିଥିବାବେଳେ ଯୁଗ୍ମ ସମ୍ପାଦିକା ସରୋଜିନୀ ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ସମ୍ପାଦକ ଭଗବାନ ସାହୁ […]
କେନ୍ଦ୍ରାପଡ଼ା୮/୧୧- କେନ୍ଦ୍ରାପଡ଼ା ସଦର ଥାନା ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚକ୍ରୋଡା ପଞ୍ଚାୟତ ଅନ୍ତର୍ଗତ ତାରାପୁର ସାରଳା ମନ୍ଦିର ସମୁଖରେ ସରପଞ୍ଚ ତନୁଜା ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଯାଇଛି। ଏହି ସଚେତନତା ସଭାରେ ସଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ୨୦୧୦ମସିହାରେ ଇଣ୍ଟରନେଟ ସେବା ଆରମ୍ଭ ହେଲା । ଇଣ୍ଟରନେଟ ପ୍ରୋଭାଇଡର ଗୁଡିକ ୫ଜି ସେବା ଆରମ୍ଭ କରିବା ପରେ ଫୋନପେ, ଗୁଗୁଲପେ, ୟୁପିଆଇ ଭଳି […]
କେନ୍ଦ୍ରାପଡ଼ା,୯ା୧୧:ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସ୍ଥାନୀୟ ନିକିରାଇ ବୀର ହନୁମାନଜୀଉ +୨ମାଧ୍ୟମିକ ବିଦ୍ୟାଳୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ମୈାଳିକ କର୍ତ୍ତବ୍ୟ, ପୋକ୍ସୋ ଆକ୍ଟ,ଜେଜେ (ସିପିସି)ଆକ୍ଟ ଏବଂ ପିଓଏସଏଚ ଆକ୍ଟ ଉପରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ୍ ପ୍ରଜ୍ଞା ପରମିତା ରାଉଳ ଯୋଗଦେଇ ପୋକ୍ସୋ ଆଇନି ଉପରେ ଛାତ୍ରଛାତ୍ରୀମାନଙ୍କୁ ବହୁମୂଲ୍ୟ ଉପଦେଶ ଦେଇଥିଲେ। ତତ୍ସହିତ ବିଭିନ୍ନ ପ୍ରକାର ଗଳ୍ପ ଓ ଉଦାହରଣ […]
ବାଲିଯାତ୍ରା ମହୋତ୍ସବର ୫ମ ସନ୍ଧ୍ୟାରେ ସାଂସଦ ବୈଜୟନ୍ତ ପାଣ୍ଡାଙ୍କ ବକ୍ତବ୍ୟ କେନ୍ଦ୍ରାପଡା,୦୯ା୧୧: ଐତିହାସିକ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବର ୫ମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦାନକରି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ଜୟ ପଣ୍ଡା କହିଲେ ଆମେ ଯେଉଁ ଦେଶକୁ ଗଲେବି ଓଡଶା ଆଉ କେନ୍ଦ୍ରାପଡାକୁ ଦେଖିପାରିବା ଏଭୁ ଅନୁମେୟ କେନ୍ଦ୍ରାପଡା କେତେ ସମୃଦ୍ଧ । ଏହି ଅବସରରେ ବାଲିଯାତ୍ରା କମିଟିର ସଭାପତି ପ୍ରଦିପ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ […]










