କେନ୍ଦ୍ରାପଡ଼ା,୨୧ା୧୧:ଦେଶ ସ୍ୱାଧୀନ ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ନଥିଲା। ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ମାନେ ଭତ୍ତା ଆଣିବାକୁ ଏବଂ ଖାଉଟି ସାମଗ୍ରୀ ଆଣିବା ପାଇଁ ଲୋକମାନେ ୧୦କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଥିଲା। ନତୁବା ପଙ୍କ କାଦୁଅ ଭିତରେ ପଶି ଯିବାକୁ ବାଧ୍ୟ ହେଉଥିଲେ ଲୋକମାନେ। ବାରମ୍ବାର ଏହି ରାସ୍ତା ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା। ଫଳରେ ଦୀର୍ଘ ଦିନର ଦାବି ଏବେ […]
Day: 21 November 2025
କେନ୍ଦ୍ରାପଡ଼ା,୨୧ା୧୧:ତୁଳସୀକ୍ଷେତ୍ର କଳାକାର ସଙ୍ଘର ଜିଲ୍ଲା ସ୍ତରୀୟ ମହୋତ୍ସବ ଶୁକ୍ରବାର ଶ୍ୟାମସୁନ୍ଦରପୁର ଚଣ୍ଡିଆ ପ୍ୟାଲେସ ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ତୁଳସୀକ୍ଷେତ୍ର କଳାକାର ସଙ୍ଘ ସଭାପତି କେଦାର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର. ଆୟାର ଉଦଘାଟକ ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନ କରି କେନ୍ଦ୍ରାପଡା ମାଟି ହେଉଛି କଳା, ସଂସ୍କୃତି ଓ ଐତିହ୍ୟ ସମ୍ପନ୍ନ ମାଟି। ଏଠାରେ ବହୁ ପ୍ରତିଷ୍ଠିତ ସାହିତ୍ୟ, […]
କେନ୍ଦ୍ରାପଡ଼ା,୨୦ା୧୧:ପିଏମଶ୍ରୀ କୋରୋ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ମିନି ଷ୍ଟାଡିୟମରେ ୫ନଂ ଜୋନ ସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ଉଦଯାପିତ ହେଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କ୍ରୀଡା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ,ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ଇନ୍ଦୁପୁର ମଣ୍ଡଳ ବିଜେପି ସଭାପତି ନିହାର ରଞ୍ଜନ ମହାନ୍ତି, ସାଂସଦ ଖେଳ ମହୋତ୍ସବର ଜିଲ୍ଲା ସଂଯୋଜକ […]
କେନ୍ଦ୍ରାପଡା,୨୧ା୧୧: ଆଜି କେନ୍ଦ୍ରାପଡା ବ୍ଲକର ପଳସିଂହା ଗ୍ରାମ ପଞ୍ଚାୟତରେ ଆମ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ଭାରପ୍ରାପ୍ତ ତହସିଲଦାର ରବିନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ରହି ସାଧାରଣ ଲୋକଙ୍କର ଆପର୍ତ୍ତ ଅଭିଯୋଗ ଶୁଣିବା ସହିତ ବହୁ କାର୍ଯ୍ୟର ସମାଧାନ ମଧ୍ୟ କରିଥିଲେ । ଯଥା ନୂତନ ଓ.ଆର ସଂଶୋଧନ ପଟ୍ଟା, ୩୨ ଗୋଟି ମ୍ୟୁଟେସନ ପଟା ପ୍ରଦାନ, ୫ଗୋଟି ବାସସ୍ଥାନ ପ୍ରମାଣ ପତ୍ର, ୧୫ଜଣଙ୍କ ଆୟ […]










