ଅଇନିପଡା- ପଛପଡା ଗାଁ ଉତ୍ସବ ବସୁଧା -୨୦୨୫ ପଟ୍ଟାମୁଣ୍ଡାଇ ତା ୨୨/୧୧-ସାମ୍ପ୍ରତିକ ଅବକ୍ଷୟ ସମାଜକୁ ଠିକଣା ବାଟରେ ଆଣିବା ପାଇଁ ସାହିତ୍ୟିକମାନେ ସମାଜରେ ଶାନ୍ତି ଓ ପ୍ରେମର ବାର୍ତା ପ୍ରଦାନ କରି ଏକ ଶାନ୍ତ ସୁନ୍ଦର ଶୃଙ୍ଖଳିତ ସମାଜର ବାର୍ତାବହ ହୋଇଛନ୍ତି ବୋଲି ଗତକାଲି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ପଂଚାୟତ ଅଇନିପଡା ଠାରେ ବିଶିଷ୍ଟ ଶିକ୍ଷାବିତ ପ୍ରହଲ୍ଲାଦ ନାଥଙ୍କ ସ୍ମୃତି ଉଦେଶ୍ୟରେ ଆୟୋଜିତ ଅଇନିପଡା- ପଛପଡା ଗାଁ ଉତ୍ସବ […]

ପଟ୍ଟାମୁଣ୍ଡାଇ ତା ୨୨/୧୧- ଓଡିଶା କେମିକାଲ ସୋସାଇଟି ଓ ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ ଓଡିଶା କେମିକାଲ ସୋସାଇଟିର ୩୦ତମ ଆଞ୍ଚଳିକ ଅଧିବେଶନ ଓ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି । ଓଡିଶା କେମିକାଲ ସୋସାଇଟି ସଭାପତି ପ୍ରଫେସର ସ୍ମୃତିପ୍ରଭା ଦାସଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଅଧିବେଶନରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ଚିତ୍ତରଞ୍ଜନ ପାତ୍ର ମୁଖ୍ୟଅତିଥି, ରାଜନଗର ବିଧାୟକ ଧ୍ରୁବ ସାହୁ ସ୍ୱତନ୍ତ୍ର […]

କେନ୍ଦ୍ରାପଡା ୨୨/୧୧- ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟର ୧୯୭୭ ମସିହା ଇତିହାସ ବିଭାଗ ଛାତ୍ରଛାତ୍ରୀମାନଙ୍କର ବାର୍ଷିକ ବନ୍ଧୁମିଳନ ଉତ୍ସବ କେନ୍ଦ୍ରାପଡା କୋରଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଡ. ବିନୋଦିନୀ ଦାସଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା। କେନ୍ଦ୍ରାପଡା ସ୍‌ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର କରାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଂଘର ସଂପାଦକ ଡ. ସୁଶାନ୍ତ କମାର ପାତ୍ର ସଂଘର ଆଭିମୁଖ୍ୟ ଉପରେ […]

କେନ୍ଦ୍ରାପଡ଼ା,୨୨ା୧୧:ତୁଳସୀକ୍ଷେତ୍ର କଳାକାର ସଙ୍ଘର ଜିଲ୍ଲା ସ୍ତରୀୟ ମହୋତ୍ସବର ଦ୍ୱିତୀୟ ଦିବସ ଅବସରରେ ଶନିବାର ଶ୍ୟାମସୁନ୍ଦରପୁର ଚଣ୍ଡିଆ ପ୍ୟାଲେସରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ତୁଳସୀକ୍ଷେତ୍ର କଳାକାର ସଙ୍ଘ ସଭାପତି କେଦାର ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ କଳାକାରମାନେ ସମାଜରେ ଏକ ମୁଖ୍ୟ ଭୂମିକା ନିଭାଇଥାନ୍ତି। କାରଣ ମନୁଷ୍ୟ କେବଳ କର୍ମ କଲେ ବାସ୍ତବ ଖୁସି ପାଇପାରିବ […]

କେନ୍ଦ୍ରାପଡ଼ା,୨୨ା୧୧:ସମାଜସେବୀ ଡ. ପ୍ରତାପ ଚନ୍ଦ୍ର ଦାସଙ୍କୁ ଅଟ୍ଟଳ ଓଡିଶା ଆଇକନ୍ ଆୱାର୍ଡ- ୨୦୨୫ ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ କଟକସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅଟ୍ଟଳ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ କେନ୍ଦ୍ରାପଡା ମାଟିର ପୁଅ ଆଇନଜୀବୀ ଡ. ପ୍ରତାପ ଦାସଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଅଟ୍ଟଳ ସ୍ମୃତି କମିଟି ସଭାପତି ପ୍ରହଲ୍ଲାଦ ଖଣ୍ଡେଲୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଜନଜାତି କଲ୍ୟାଣ […]

କେନ୍ଦ୍ରାପଡ଼ା,୨୦ା୧୧:ଶିଶୁ ଶ୍ରମିକ ପ୍ରଥା ବିଲୋପ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା କେନ୍ଦ୍ରାପଡା ସହରର ଭାରତ ସ୍ୱେଛାସେବୀ ଅନୁଷ୍ଠାନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜୟ ଭାରତୀ ସାଥିସମାଜ ସମ୍ପାଦକ ନିରଞ୍ଜନ ସାହୁଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ‘କ୍ୟାମ୍ପେନ ଏଗନେଷ୍ଟ ଚାଇଲ୍ଡ ଲେବର’(ସିଏସିଏଲ) କେନ୍ଦ୍ରୀୟ ଜୋନ୍‌ର ଆବାହକ ନକୁଳ ଚନ୍ଦ୍ର ସ୍ୱାଇଁ, ଭାରତ ଅନୁଷ୍ଠାନର ନିର୍ଦ୍ଦେଶକ ଉଦୟନାଥ ବେହେରା ଯୋଗଦେଇ ଏହାର ଆଭିମୁଖ୍ୟ, ଆଗାମୀ କାର୍ଯ୍ୟାବଳୀ, ସଚେତନତା ସୃଷ୍ଟି, […]

ଦେରାବିଶ ୨୧/୧୧ ବେବର୍ତା ଅଜୟ ଦାସ-କୃଷି ଭିତିକ ସେବା, ଋଣ ପ୍ରଦାନ, ଜୀବିକା ସହାୟତା କ୍ଷେତ୍ରରେ ସମବାୟ ଅନୁଷ୍ଠାନର ଉଲ୍ଲେଖନୀୟ ଅବଦାନ ରହିଛି । ସମବାୟ ଅନୁଷ୍ଠାନକୁ ଆର୍ôଥକ ଭାବେ ଆତ୍ମନିର୍ଭର କରିବା ସହ ଏହି ନୀତି ଓଡ଼ିଶାର ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ ଓ ଡିଜିଟାଲ୍ ଭାବେ ସଶକ୍ତ କରିବା ପାଇଁ ଭାଜପା ସରକାରଙ୍କ ଦ୍ୱାରା ପ୍ରଚେଷ୍ଠା ଜାରି ରହିଛି । ଏହା ଫଳରେ ୨୦୪୭ ସୁଦ୍ଧା ବିକଶିତ […]