କେନ୍ଦ୍ରାପଡା, ୨୧/୧୨- ଉଦୟନଗର ସଂସ୍କୃତି ଭବନରେ ୧୯ ଡିସେମ୍ବରରୁ ୨୧ ଡିସେମ୍ବର ପର୍ଯ୍ୟନ୍ତ “ଗୀତା ଜ୍ଞାନ ଯଜ୍ଞ’ର ଆୟୋଜନ ପ୍ରଜ୍ଞାନ ମିଶନ ଦ୍ୱାରା ହୋଇଥିଲା। ତିନିଦିନିଆ ଏହି ଆଧ୍ୟାତ୍ମିକ ଅନୁଷ୍ଠାନରେ ୬୦୦ରୁ ଅଧିକ ଭକ୍ତମଣ୍ଡଳୀଙ୍କ ଭିଡ଼, ଉତ୍ସାହ ଓ ଶ୍ରଦ୍ଧାରେ ସମଗ୍ର ପରିବେଶ ମନ୍ତ୍ରମୁଗ୍ଧ ହୋଇଥିଲା। ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ମୁଖ୍ୟ ପ୍ରବକ୍ତା ଭାବେ ଉପସ୍ଥିତ ହୋଇ, ଶ୍ରୀମଦ୍ ଭଗବତ୍ ଗୀତାର ଚତୁର୍ଥ ଅଧ୍ୟାୟର ୨୫ରୁ […]

କେନ୍ଦ୍ରାପଡା,୨୧ା୧୨: କେନ୍ଦ୍ରାପଡା ଗରାପୁର ସ୍ଥିତ ଶ୍ରୀ ସିରିଡି ସାଇ ମନ୍ଦିର ପ୍ରାଙ୍ଗଣରେ ମନ୍ଦିରର ଦ୍ୱିତୀୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସ ଅବସରରେ ପ୍ରାତଃ ସାତଘଟିକାରେ କଳସାଧିବାସ, ତôତ ପରେ ଶାନ୍ତି ହୋମ ଆରମ୍ଭ ହୋଇ ମହାଅଭିଷେକ ଓ ମଧ୍ୟାହ୍ନ ଆରତୀ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱରରୁ ଆସିଥିବା ବିଶିଷ୍ଟ ପଣ୍ଡିତ ଚିରଞ୍ଜିବୀ ମିଶ୍ରଙ୍କ ସହ ସ୍ଥାନୀୟ ପୂଜକ ଗୈାରୀ ଶଙ୍କର ଦୀକ୍ଷିତ, ସଦାଶିବ […]

କେନ୍ଦ୍ରାପଡ଼ା,୨୧ା୧୨: ସ୍ଥାନୀୟ ଗରାପୁରସ୍ଥିତ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡିଏଭି ପବ୍ଲିକ ସ୍କୁଲର ଅଷ୍ଟମ ବାର୍ଷିକ ଉତ୍ସବ “ଅଭିବ୍ୟକ୍ତି” ପାଳିତ ହୋଇଯାଇଛି । ଏହି ଅବସରରେ ନାସା ମହାକାଶର ବୈଜ୍ଞାନିକ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜ୍ଞାନ ହୋତା, ସମୀର ମିଶ୍ର, ଡା. ବିରଜା ରାଉତରାୟ ଓ ଇଂ ଦେବାଶିଷ ମହାନ୍ତି ପ୍ରମୁଖ […]

କେନ୍ଦ୍ରାପଡ଼ା,୨୧ା୧୨:ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଳଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ବଳଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରୁବିନା ପ୍ରଧାନଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଟ୍ରଷ୍ଟର ମୁଖ୍ୟପୃଷ୍ଠପୋଷକ ତଥା ଆମେରିକା ଆଲାସ୍କା ବିଶ୍ୱବିଦ୍ୟାଳୟର ଏମରିଟସ ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ତାଙ୍କ ପିଲାଦିନର ଅତୀତ ସମ୍ପର୍କରେ […]

କେନ୍ଦ୍ରାପଡା,୨୦ା୧୨: କେନ୍ଦ୍ରାପଡା ଜିଲାର ଉପକଣ୍ଠରେ ଅବସ୍ଥିତ ଏହି ଜିଲାର ଏକମାତ୍ର ଆଇ.ସି.ଏସ.ଇ. ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଆଜି ମହା ସମାରୋହରେ ବିଦ୍ୟାଳୟ ପରିସର ମଧ୍ୟରେ ଅତ୍ୟନ୍ତ ଚିତ୍ତାକର୍ଷକ ଭାବରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରେଭରେଣ୍ଡ ଫାଦର ନବକିଶୋର ଦିଗାଲ, ବିଦ୍ୟାଳୟ ପ୍ରଶାସକ ରେଭରେଣ୍ଡ ଫାଦର ରମେଶ ବଳିଆର ସିଂହ, ବିଦ୍ୟାଳୟ ଟ୍ରେଜରର ସିଷ୍ଟର ନାନ୍‌ସି, ସିଷ୍ଟର ଅନିତା, ସିଷ୍ଟର ବନ୍ଦନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର […]