କେନ୍ଦ୍ରାପଡ଼ା,୩ା୨:କେନ୍ଦ୍ରାପଡା ଜିଲ୍ଲା ପ୍ରଦକ୍ଷଣ ଭବନରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶଶାଙ୍କଶେଖର ସେଠୀଙ୍କ ସଭାପତିତ୍ୱରେ କେନ୍ଦ୍ର ବଜେଟ୍ ୨୦୨୬ ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ଯୋଗଦେଇ ଚଳିତ କେନ୍ଦ୍ର ବଜେଟ୍ ଏକ ଯୁଗାନ୍ତକାରୀ ବଜେଟ୍ ବୋଲି ଅଭିହିତ କରିବା ସହ ଏହା ବିକସିତ ଭାରତ ଗଠନ ନିମନ୍ତେ ଯଶଶ୍ୱୀ ପ୍ରଧାନ ମନ୍ତ୍ରୀ ନରେନ୍ଦ ମୋଦୀ […]
Day: 4 February 2026
କେନ୍ଦ୍ରାପଡ଼ା,୩ା୨:ମନରେଗା ବଞ୍ଚାଅ – ଭି.ବି. ଜି.ରାମ୍.ଜି ଆଇନକୁ ପ୍ରତ୍ୟାହାର କର, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ରଦ୍ଦ କର, ଜନ ବିରୋଧୀ ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର କର, କୃଷକ ବିରୋଧୀ ବିହନ ବିଲ୍-୨୦୨୫ ବାତିଲ କର, ଧାନ ମଣ୍ଡିରୁ ସରକାରୀ ମୂଲ୍ୟରେ ସମସ୍ତ ଧାନ କ୍ରୟ କର, କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ କର ପ୍ରଭୃତି ୨୧ଦଫା ଦାବିରେ ୧୨ ଫେବୃଆରୀ ୨୦୨୬ ଦେଶବ୍ୟାପୀ […]
କେନ୍ଦ୍ରାପଡ଼ା,୩ା୨:କେନ୍ଦ୍ରାପଡା ନଗର ମା’କାକଟମଙ୍ଗଳା ବସତି ପକ୍ଷରୁ କେନ୍ଦ୍ରାପଡା ତୁଳସୀବଜାର ନୂଆବସଷ୍ଟାଣ୍ଡ ପରିସରରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ପ୍ରାନ୍ତୀୟ ଅଧିକାରୀ ଗୈାତ୍ତମ ମହାରଣା ଏବଂ ପୂର୍ବତନ ପ୍ରଚାରକ ସର୍ବେଶ୍ୱର ମିଶ୍ର, ମୁଖ୍ୟବକ୍ତା ଭାବେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ହିନ୍ଦୁସମାଜକୁ ଏକତ୍ରିତ ହୋଇ ରହିବା ସହିତ ହିନ୍ଦୁଧର୍ମ ଓ ସଂସ୍କୃତିକୁ ବଜାୟ ରଖିବାକୁ ଯୁବପିଢୀକୁ ଆହ୍ୱାନ କରିଥିଲେ। […]










