ପଟ୍ଟାମୁଣ୍ଡାଇ ତା୨୨/୩ ଧୋୟାଞ୍ଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଦାଣ୍ଡି ସାହି ଜୟହିନ୍ଦ ହାଇସ୍କୁଲର ୧୯୯୦ ମାଟ୍ରିକ ବ୍ୟାଚର ବିଦ୍ୟାର୍ଥୀଙ୍କ ପକ୍ଷରୁ ରବିବାର ଗୁରୁପୂଜନ ଓ ବନ୍ଧୁମିଳନ ସ୍କୁଲ ପରିସରରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ବେହେରା, ପୂର୍ବତନ ପ୍ରଧାନଶିକ୍ଷକ ରଞ୍ଜିତ କୁମାର ରାଉତ,ପ୍ରାକ୍ତନ ଶିକ୍ଷକ ଚତୃର୍ଭୁଜ ରାଉଳ, କେଦାର ଚନ୍ଦ୍ର ପ୍ରଧାନ, ସୁରେଶ ଚନ୍ଦ୍ର ନାୟକ, ଦୁଃଶାସନ ଜେନା ଓ ଭଗବାନ ରାଉତ ପ୍ରମୁଖ […]

ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲ ଗ୍ଲୋରୀ ଫେଷ୍ଟ -୨୬ ପଟ୍ଟାମୁଣ୍ଡାଇ ତା୨୨/୩-ସାମ୍ପ୍ରତିକ ଅବକ୍ଷୟମୁଖୀ ସମାଜରେ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳା, ଶିକ୍ଷା ପ୍ରତି ସମର୍ପଣ ଭାବ ଓ ସଦାଚାର ବଜାୟ ରଖିଲେ ଜୀବନରେ ଭଲ ମଣିଷ ହେବା ସହିତ ସଫଳତା ହାସଲ କରିପାରିବେ ବୋଲି ଗତକାଲି ପଟ୍ଟାମୁଣ୍ଡାଇ ଅଂଚଳ ର ଅଗ୍ରଣୀ ଇଂରାଜୀ ମାଧ୍ୟମ ସ୍କୁଲ ଗ୍ଲୋବାଲ ବ୍ରିଲିଆଣ୍ଟ ସ୍କୁଲର ବାର୍ଷିକ ଉତ୍ସବ ଗ୍ଲୋରୀ ଫେଷ୍ଟ-୨୬ ଉପଲକ୍ଷେ ଆୟୋଜିତ ମନୋଜ୍ଞ ଉତ୍ସବରେ ମୁଖ୍ୟଅତିଥି […]

ପଟ୍ଟାମୁଣ୍ଡାଇ ତା ୨୨/୩-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଶ୍ରୀରାମ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମା ଧାନେଶ୍ୱରୀ ପୀଠସ୍ଥ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ଜନ୍ମୋତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ୨୩ ତାରିଖର ୨୮ ତାରିଖ ପର୍ଯ୍ୟନ୍ତ ୬ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଯାଉଛି I ୨୩ ତାରିଖରେ ଅଙ୍କୁରାରୋପଣ, ଜାଗ ମଣ୍ଡପ ପ୍ରତିଷ୍ଠା, ବାସ୍ତୁ ପୂଜା ୨୪ତାରିଖରେ କଳସ ଶୋଭାଯାତ୍ରା, ଶ୍ରୀ ଗୁରୁ […]