କେନ୍ଦ୍ରାପଡ଼ା, ୨୯।୩: ରାଜ୍ୟରେ ଥିବା କଳାକାର ଓ କୀର୍ତ୍ତନ ମଣ୍ଡଳୀଙ୍କ ଅଗ୍ରଦୂତ ହେଉଛନ୍ତି ପୂର୍ବତନ ବିଧାୟକ ଡ଼. ପ୍ରଭାତ ରଞ୍ଜନ ବିଶ୍ୱାଳ। ସେ ଓଡ଼ିଶାର କଳାକାର ପରିବାର ଓ କୀର୍ତ୍ତନ ମଣ୍ଡଳୀ ପରିବାର ସଦସ୍ୟଙ୍କ ସହ ଓତପ୍ରୋତ ଭାବେ ଜଡିତ। ସେମାନଙ୍କ ସୁଖ ଦୁଃଖର ସାଥି ହେଉଛନ୍ତି ପୂର୍ବତନ ବିଧାୟକ ଡ଼. ବିଶ୍ୱାଳ। କିନ୍ତୁ ନିକଟରେ ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଡ଼. ବିଶ୍ୱାଳ […]

କେନ୍ଦ୍ରାପଡ଼ା,୨୯/୩: ବସୁପୁର ଚଉଦକୁଲାଟ ସ୍ଥିତ ମା ବାସନ୍ତୀ ଦେବୀଙ୍କ ପାର୍ବଣ ଅବସରରେ ଓଡିଶାର ପ୍ରତିଷ୍ଠିତ ପୂଜ୍ୟ ପୂଜାର ଅଗ୍ରଗାମୀ ଟ୍ରଷ୍ଟ, ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ୨୧ତମ ପ୍ରତିଭା ସମ୍ମାନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ଟ୍ରଷ୍ଟର ସଂପାଦକ ବିଶିଷ୍ଟ ସମାଜ ସେବୀ ସୁବାଶ ଚନ୍ଦ୍ର ବିଶ୍ୱାଳ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡାସ୍ଥ ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଏବଂ କେନ୍ଦ୍ରାପଡା […]