ମା ଅନ୍ନପୂର୍ଣ୍ଣା ଦେବୀଙ୍କ ୭୯ ତମ ବାର୍ଷିକ ପୂଜା ଉତ୍ସବ

ପଟ୍ଟାମୁଣ୍ଡାଇ ୧/୪- ପଟ୍ଟାମୁଣ୍ଡାଇ ପୈାରପରିଷଦ ଅନ୍ତର୍ଗତ ବେଲତଳ ଗ୍ରାମର ମା ଅନ୍ନପୂର୍ଣ୍ଣା ଦେବୀଙ୍କ ୭୯ ତମ ବାର୍ଷିକ ପୂଜା ଉତ୍ସବ ୫ ଦିନ ଧରି ମହା ସମାରୋହରେ ପାଳିତ ହୋଇଯାଇଛି । ଏଇ ଅବସରରେ ମୁଖ୍ୟ ପୂଜକ ଭ୍ରମରବର ତ୍ରିପାଠୀ ପ୍ରଭାକର…

କେନ୍ଦ୍ରାପଡାରେ ସୁଭଦ୍ରାଶକ୍ତି ମେଳା ଉଦଯାପିତ

କେନ୍ଦ୍ରାପଡ଼ା,୩୧ା୩:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ୨୪ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ସୁଭଦ୍ରା ଶକ୍ତିମେଳା ସୋମବାର ରାତିରେ ଉଦଯାପିତ ହୋଇଯାଇଛି । ଏହି ମେଳା ମହିଳା ସଶକ୍ତିକରଣ ଓ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କର କୌଶଳ, ସୃଜନଶୀଳତା ଓ ଆର୍ôଥକ ସ୍ୱାବଲମ୍ବନକୁ ପ୍ରଚାର କରିବାରେ…

କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ୯୧ତମ ପୋଲିସ ପ୍ରତିଷ୍ଠା ଦିବସ

  କେନ୍ଦ୍ରାପଡ଼ା,୧ା୪:କେନ୍ଦ୍ରାପଡାରେ ୯୧ତମ ଜିଲ୍ଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜଜାଙ୍ଗସ୍ଥିତ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ପ୍ୟାରେଡ୍‌ରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ…

ସ୍ୱତନ୍ତ୍ର ଓଡିଶା ଗଠନରେ ବିନ୍ଧାଣୀମାନଙ୍କ ଅବଦାନ ଅବିସ୍ମରଣୀୟ:ମନ୍ତ୍ରୀ

କେନ୍ଦ୍ରାପଡ଼ା,୧ା୪:ଜିଲ୍ଲା ସଂସ୍କୃତି ଭବନରେ ଆଜି ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମନ୍ତ୍ରୀ…

ପିଏମଶ୍ରୀ କୋରୋ ପଞ୍ଚାୟତ ହାଇସ୍କୁଲ ଛାତ୍ରୀଙ୍କ ଦେଶାତ୍ମବୋଧକ ସଂଗୀତରେ ମନ୍ତ୍ରମୁଗ୍ଧ ହେଲେ ଅତିଥି

କେନ୍ଦ୍ରାପଡ଼ା,୧ା୪:ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ଉତ୍ସବରେ ଓଡିଶା ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ପିଏମଶ୍ରୀ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନେ ବିମଳ…

ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ବିଧାୟକ ଆଗଧାଡିରେ ବସିବା ପରିବର୍ତେ ଷଷ୍ଠଧାଡିରେ ବସିଲେ , ସରକାରୀ ପ୍ରୋଟୋକଲ ଭଙ୍ଗ ,

କେନ୍ଦ୍ରାପଡ଼ା,୧ା୪:ଓଡ଼ିଶା ସରକାର ବିଧାନସଭା ସଦସ୍ୟ (ବିଧାୟକ) ଏବଂ ଅନ୍ୟାନ୍ୟ ଜନପ୍ରତିନିଧିମାନଙ୍କୁ ଉପଯୁକ୍ତ ସମ୍ମାନ ଦେଖାଇବା ପାଇଁ ଅମଲାତନ୍ତ୍ର ଏବଂ ପୋଲିସ ଅଧିକାରୀମାନଙ୍କୁ  ସେପ୍ଟେମ୍ବର୨୦୨୪ରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ କଡା ନିର୍ଦ୍ଦେଶ ଦେବା ସହ ପ୍ରୋଟକଲ (ପୁସ୍ତକ ସର୍କୁଲାର ୪୭)ମାନିବାକୁ…

Subscribe